Bollywood ଲିଜେଣ୍ଡ Lata Mangeshkarଙ୍କ ସମ୍ପୁର୍ଣ୍ଣ ଜୀବନୀ, ପରିବାର ଓ Lifestyle

ଲତା ମଙ୍ଗେସ୍କର ଆମ ଭାରତ କୋକିଳା ବୋଲି କୁହାଯାଏ । କୁହାଯାଏ କି ଆମେ ତାଙ୍କଉ ଆମ ଭାରତ ର ସବୁ ଠାରୁ ଓ ସବୁ ଠାରୁ ଭଲ ଗାଇକା ଭାବେ ମାନି ଥାଉ । ଆଜି ଆମେ କହିବା ପାଇଁ ଯାଉଚ୍ଛେ କି ତାଙ୍କ ବିବାହ ହୋଇନି ତେବେ ତଥାପି ତାଙ୍କ ପାଖରେ କେତେ ଟଙ୍କା ଓ ଘର ଜମିବାଡି ଅଛି । ସେ ଏକା କଣ ପାଇଁ ରହିଲେ ଇତ୍ୟାଦି । ସେ ନିଜ କ୍ଯାରିୟର କେଉଁ ସମୟରେ ଆରମ୍ଭ କରିଥିଲେ । ଲତା ଙ୍କ ଭଲ ନାମ ହେଛି ହେମା ମଙ୍ଗେସ୍କାର ।

ତାଙ୍କ ଡାକ ନାମ ଯାହା ତାଙ୍କ ପରିବାର ଲୋକମାନ ଏତାଙ୍କୁ ଡାକୁ ଛନ୍ତି ତାହା ହେଉଛି ସବାର କୋକିଲା । ସେ ଜଣେ ଭଲ ସଂଗୀତକାର ଅଟନ୍ତି । ସଙ୍ଗୀତ ତାଙ୍କ ପିତାଙ୍କ ପାଖରୁ ତାଙ୍କୁ ବରଦାନରେ ମିଳିଛି । ସେ ନିଜ ଜୀବନରେ ସଙ୍ଗୀତ ଛଡା ଆଉ କିଛି କୁ ମହତ୍ଵ ଦେଇ ନାହାନ୍ନତି ଛୋଟ ବଯସରୁ ସେ ନିଜକୁ ଏକା ପାଇ ଥିଲେ ।

ଏହା ସହ ଯଦି ଆମେ ତାଙ୍କ ହାଇଟ କଥା କହିବା ତେବେ ତାଙ୍କ ହାଇଟ 5 ଫୁଟ ଏକ ଇଞ୍ଚ ଅଟେ । ତାଙ୍କ ଆଖିର ରଙ୍ଗ କଳା ଅଟେ ଓ ଦେଖିବା ପାଇଁ ସେ ଗୋରା ଅଟନ୍ତି । ସେ ନିଜ କ୍ଯାରିୟର ର ଆରମ୍ଭ “ମାତା ଏକ ସପୂତ କି ଦୁନିଆ ବଦଲ ଦେ” 1943 ରେ ରୁ ଆରମ୍ଭ କରିଥିଲେ । ସେ ଅନେକ ପୁରସ୍କାର ମଧ୍ୟ ପାଇ ଛନ୍ତି ।

ସେ ନିଜ ଜୀବନର ଏତେ ସମୟ ଯାହା ପାଇଁ ଦେଇଛନ୍ତି ସେ ଅମଧ୍ୟ ତାଙ୍କୁ ସମ୍ମାନିତ କରିଛି । କୁହାଯାଏ କି ସେ ନିଜ ସୁର କୁ ଭଲ ରଖିବା ପାଇଁ ଯାହା ଉପାୟ କରିବା ପାଇଁ ପଡୁଥିଲା ସେ କରିବା ପାଇଁ ପଛକୁ ଯାଉ ନଥିଲେ । ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ଏହା ମଧ୍ୟରେ 1989 ରେ ଦାଦା ଶାହେବ ପାଲକେ ଆୱାର୍ଡ । 1999 ପଦ୍ମ ବିଭୂଷଣ ।

2001 ରେ ଭାରତ ରତ୍ନ ଆୱାର୍ଡ ପାଇଛନ୍ତି । ଏହା ସହ ସେ ଅନ୍ୟ ଚଳଚିତ୍ର ପାଇଁ ମଧ୍ୟ ଅନେକ ଆୱାର୍ଡ ପାଇଛନ୍ତି । ସେ ପ୍ରାୟ 200 ରୁ ଅଧିକ ଚଳଚିତ୍ର ଓ ନାଟକ ଆଦିରେ ଗୀତ ଗାଇଛନ୍ତି । ତାଙ୍କ ଗୀତା ଭାରତର ସବୁ ଜାଗାରେ ଓ ସବୁ ଭାଷାରେ ଶୁଣିବା ପାଇଁ ମିଳିବ ଆମକୁ । ତାଙ୍କ ଜନ୍ମ ଇନ୍ଦୋର ରେ ହୋଇଥିଲା ତାହା ତାଙ୍କ ଜନ୍ମ ଭୂମି ଅଟେ ।

ତାଙ୍କ ଜନ୍ମ 28 ସେପ୍ଟେମ୍ବର 1929 ରେ ହୋଇଥିଲା । ସେ ହିନ୍ଦୁ ଥିଲେ କିନ୍ତୁ ଏକ ମରାଠୀ ପରିବାରରୁ ଆସିଥିଲେ । ତାଙ୍କ ଘରେ ପିଲା ବେଳୁ ଅନେକ ସଂଗୀତକାର ଙ୍କ ଭିଡ ହୋଇଥିଲା । ଅନେକ କଳାକାର ଆସନ୍ତି ଓ ଯାନ୍ତି ମଧ୍ୟ । ସେ ଘରାର ବଡ ଝିଅ ଥିଲେ । ତାଙ୍କ ପରିବାର ରେ ଏବେ କେବଳ ଭାଇ ଭଉଣୀ ଅଛନ୍ତି । ତାଙ୍କ ବାପା ଙ୍କ ନାମ ଦିନାନାଥ ମଙ୍ଗେସ୍କର, ମାତା ଙ୍କ ନାମ ଶେଭାନ୍ତି ମଙ୍ଗେସ୍କର, ଭାଇ ଙ୍କ ନାମ ହ୍ରୀଦେୟା ନାଥ ମଙ୍ଗେସ୍କର, ଓ ଦୁଇ ଭଉଣୀ ଙ୍କ ନାମ ଆସା ଓ ଉଷା ମଙ୍ଗେସ୍କର ।

ୟାଙ୍କ ହବି ହେଉଛି କ୍ରିକେଟ ଦେଖିବା ଓ ସାଇକେଲିଙ୍ଗ କରିବା । ଲତା ଙ୍କ ମନ ପସନଦ କଳା କାର ଦେବାନନ୍ଦ, ଦିଲୀପ କୁମାର, ମିନା କୁମାରୀ, ନାର୍ଗିସ । 365 କୋଟି ର ସମ୍ପତ୍ତି ଅଛି ତାଙ୍କର । ତାଙ୍କ ପାଖରେ 3 ଟି ଗାଡି ମଧ୍ୟ ଅଛି BMW, BENTLEY FLYING SPUR, AUDI A4 ।

Leave a Reply

Your email address will not be published. Required fields are marked *