ଏହି ମହାରାଜାଙ୍କ ପାଇଁ Lata Mangeshkar କରି ନଥିଲେ ବିବାହ, ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ଆମ ମାନଙ୍କ ମନରେ ଏକ କଥା ଉଙ୍କି ମାରୁଥାଏ କି ଯିଏ ଏତେ ସୁନ୍ଦର ଓ ଶାଧା ଶିଧା ମଣିଷ ଥିଲେ । ସେ କଣ ପାଇଁ ଆଜି ଯାଏ ବିବାହ କରି ପରି ନାହାଁନ୍ତି ଏହା ତ ସବୁ ଲୋକମାନେ କହି ଥାନ୍ତି । କିନ୍ତୁ ସେମାନେ ଏହାର କାରଣ ଜାଣି ନାହାଁନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା କାହାଣୀ ଯଦି ଜାଣିବା ପାଇଁ ଯିବା ତ ଲତା ଯେତେବେଳେ ନିଜ ଜୀବନର ସଂଘର୍ଷ ରେ ଥିଲେ ସେତେବେଳେ ସେ କେବଳ ନିଜ କାମ କୁ ପ୍ରାଧ୍ୟାନ୍ୟ ଦେଉଥିଲେ ।

ମାତ୍ର 13 ବର୍ଷ ବୟସରେ ବାପା ଙ୍କ ଚାଲିଯିବା ତାଙ୍କ ମାନରେ ଏକ ଆଘାତ ଛାଡି ଦେଇ ଥିଲା । ସେ ନିଜ ପରିବାର ର କୁ ଚଳାଇବାର ଏକ ମାତ୍ର ରାସ୍ତା ଥିଲେ । କିନ୍ତୁ ନା ଥିଲା ହାତରେ ପାଠ ପଢାର ବଡ ବଡ ଡିଗ୍ରୀ ନା ହିନ ଅଧିକା ଆସିମୀତ ଧନ ଯାହା ତାଙ୍କୁ ସାହାଜ୍ଯ କରି ପାରିବ । ସେ ନିଜ ଜୀବନର ସଂଘର୍ଷ କୁ ନେଇ ବ୍ୟସ୍ତ ରହିଲେ ଏହି ସମୟରେ ତାଙ୍କ ଭାଇ ଙ୍କ ପାଠ ପଢା ମଧ୍ୟ ଚାଲିଥିଲା ।

ଏହି ସମୟରେ ତାଙ୍କ ଏକ ପ୍ରିୟ ବନ୍ଧୁ ରାଜ ସିଂ ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ସେହି ସମୟରେ ତାଙ୍କ ପ୍ରେମରେ ପଡି ଯାଇଥିଲେ ଲତା । ଉଭୟ ବନ୍ଧୁ କ୍ରିକେଟ ଖେଳୁଥିବା ବେଳେ ଲତା ଙ୍କୁ ତାଙ୍କ ଖେଳ ଦେଖିବା ଖୁବ ଭଲ ଲାଗି ଥାଏ । ସେ ଘଣ୍ଟା ଘଣ୍ଟା ତାଙ୍କୁ ଦେଖୁ ଥାନ୍ତି । ଉଭୟ ପରସ୍ପର ସହ ବହୁତ ସମୟ ବିତତାଉ ଥିଲେ ।

ସେ ଅନେକ ସମୟରେ ତାଙ୍କ ସହ ଦେଖା କରୁଥିଲେ ଘଣ୍ଟା ଘଣ୍ଟା ଗପରେ ମାତି ରହୁ ଥିଲେ । କିନ୍ତୁ ରାଜ ସିଂ ଥିଲେ ଏକ ରାଜ ପରିବାର ପାତ୍ର । ସେ ନିଜ ପରିବାର ଲୋକଙ୍କୁ କଥା ଦେଇ ଥିଲେ କି ଯଦି ସେ ବିବାହ କରିବି ତେବେ ପରିବାର ଲୋକଙ୍କ ସହମତି ରେ ଏକ ରାଜକୀୟ ଖାନଦାନ ର ଝିଅ କୁ ବିବାହ କରିବେ । ସାଧାରଣ ପରିବାର ର ଝିଅ ଙ୍କୁ ସେ ନିଜ ପରିବାର ର ବୋହୁ କରାଇବେ ନି ।

ବାସ ଆଉ କଣ ଥିଲା ଦୁଇ ଜଣଙ୍କ ମନ ଭାଙ୍ଗି ଯାଇଥିଲା  ମାତ୍ର ଏକ ବଚନ ଦ୍ଵାରା ଉଭୟ ପରସ୍ପର ଠାରୁ ଖୁବ ଦୂରରେ ରହିବା ପାଇ ଲାଗିଲେ କିନ୍ତୁ କେବଳ ଶରୀର ରୁ ମନରୁ ସେ ଦୁହେଁ ପରସ୍ପର ଠାରୁ ଆତ୍ମା ରୁ ଦୂରରେ ନଥିଲେ । ରାଜ ସିଂ ଲତା ଙ୍କୁ ସ୍ନେହରେ ଡାକୁ ଥିଲେ ମିଠୁ ।

ଉଭୟ ପରସ୍ପର ଠାରୁ ଦୂରେଇ ରହିବା ପରେ ରାଜ ସିଂ ସବୁ ବେଳେ ନିଜ ପକେଟ ରେ ଏକ ଟେପ ରେକର୍ଡଡର ନେଇକି ବୁଲୁଥିଲେ । ସେ ଲତା ମଙ୍ଗେସ୍କର ଙ୍କ କିଛି ଗୀତ କୁ ନିଜ ପାଖରେ ରଖିକି ବାର ବାର ଶୁଣୁ ଥିଲେ । ଯାହା ତାଙ୍କୁ ବହୁତ ଭଲ ଲାଗୁଥିଲା । ଲତା ବୋଧେ ହୁଏ ସେଇ ପାଇଁ ନିଜ କଣ୍ଠରୁ ଗାଉଥିବା ଗୀତ ମାଧ୍ୟମରେ ସେ ନିଜ କଷ୍ଟକୁ ଲୋକଙ୍କ ଆଗରେ ରଖୁଥିଲେ ।

ତେବେ ସେ ନିଜ ଗୀତ ଦ୍ଵାରା ସବୁଙ୍କ ପ୍ରେମକୁ ମିଶାଇବା ରେ ସଫଳ ହୋଇଥିଲେ ବି ସେ ନିଜକୁ ଜୀବନ ସାରା ଏକା ରଖିଥିଲେ ଓ ଏହା ସହ ରାଜ ସିଂ ମଧ୍ୟ ଜୀବନ ସାରା ଏକା ରହି ଥିଲେ । ଏହା ଲତା କେବେହେଲେ ମୁହଁ ଖୋଲିକି କହି ନାହାଁନ୍ତି କିନ୍ତୁ ଏହା ଲୟକଙ୍କ ନଜର ରେ ଆସି ଯାଇଥିଲା ।

Leave a Reply

Your email address will not be published. Required fields are marked *