ମୃତ୍ୟୁ ପରେ Lata Mangeshkar ଛାଡି ଯାଇଛନ୍ତି ଏତେ ସମ୍ପତ୍ତି ? ଜାଣି ବିଶ୍ଵାସ ହେବନି!

ଲତା ମଙ୍ଗେସ୍କର ଖୁବ ସୁନ୍ଦର ମଣିଷ ଅଟନ୍ତି ସେ ଯାହାଭି କରନ୍ତି ଭାବି ଚିନରୀ କରନ୍ତି । ଆଜି ଆମେ କହିବା ପାଇଁ ଯିବା ତାଙ୍କ ପାଖରେ କେତେ ତାଙ୍କର ସମ୍ପତ୍ତି ଅଛି ଓ ସେ କେଉଁ ଭଳି ବ୍ୟକ୍ତିତ୍ବ ଥିଲେ । ଯେଉଁ ମାନେ ଭାବି ଛନ୍ତି କି ଲତାଙ୍କ ପାଖରେ କିଛି ଦୁଃଖ ନାଇ କିନ୍ତୁ ସେମାନେ ଜାଣି ନାହାଁନ୍ତି କି ତାଙ୍କ ଜୀବନର ଅନେକ ଦୁଃଖ ଅଛି । ଆପଣମାନେ ବୋଧେ ହୁଏ ଜାଣି ନଥିବେ କି ତାଙ୍କ ଜୀବନର ସଂହାର ସେବେ ଠାରୁ ଆରମ୍ଭ ହୋଇ ଥିଲା ଯେଉଁ ଦିନ ସେ ନିଜ ପରିବାର କୁ ଚଳାଇବା ସମାଜ ଆଗରେ ହାତ ନ ପତାଇ ।

ନିଜ ପରିଶ୍ରମ ଦ୍ଵାରା ନିଜ ସାନ ଭାଇ ଭଉଣୀ ମାନଙ୍କୁ ଆଗକୁ ଯିବାର ରାସ୍ତା ବାହାର କରିଥିଲେ । ଯେଉଁ ମାନେ ବାହାରେ ତାଙ୍କୁ ନିଜ ଗୀତ ଦ୍ଵାରା ନିଜର ପ୍ରଥମ ସ୍ଟେଜ ସୋ କରିଥିଲେ । ଏହା ପରେ ସେ ଧୀରେ ଧୀରେ ସେ ଆଗକୁ ବଢି ଥିଲେ ସେ କେବଳ ନିଜ ପାଇଁ ନୁହେଁ ଅନ୍ୟ ମାନଙ୍କ ପାଇଁ ମଧ୍ୟ ସୁବିଧା କରି ଆଗକୁ ଯିବା ପାଇଁ ଲାଗିହତିଳେ ।

ସେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ 1929 ମଶିହାରେ ଜନ୍ମ ଗ୍ରହଣ କରି ଥିଲେ ସେ ନିଜ ପିତାଙ୍କ ଭଳି ଏକ ବଡ ସଙ୍ଗୀତକାର ହେବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କ ପିତା ଜାଣି ଥିଲେ କି ସେ ନିଶ୍ଚୟ ଭାବେ ନିଜ ବାପା ମା ଙ୍କ ନାମ କୁ ଉଜ୍ଵଳ କରିବେ ।

ସେ ଏହା ମଧ୍ୟ କହିଥିଲେ କି ସେ ଯାହାଭି ଜାଣିଛନ୍ତି ତାହା ସେ ନିଶ୍ଚିତ ଭାବେ ଦୁନିଆକୁ ଏକ ବରଦାନ ଭାବେ ଦେବେ । ଲତାଙ୍କ ପାଖରେ 400 କୋଟି ରୁ ମଧ୍ୟ ଅଧିକା ସମ୍ପତ୍ତି ଥିବାର ଅନୁମାନ କରାଯାଉଛି । ସେ ଏହି ସମ୍ପତ୍ତି ର ସେ ଏକା ମାଲିକ ଅଟନ୍ତି । ଲତା ଆମ ଭାରତର କୋକିଳା ଅଟନ୍ତି ।

ସେ ଏକରୁ ଅଧିକା ଗୀତ ଗାଈ ନିଜର ପରିଶ୍ରମରେ ଏହି ପଇସା ଅର୍ଜନ କରିଛନ୍ତି । । ତାଙ୍କ ପାଖରେ 3 ଟି ଗାଡି ମଧ୍ୟ ଅଛି BMW, BENTLEY FLYING SPUR, AUDI A4 । ସେ ମୁମ୍ବାଇ ର ପେଡର ରୋଡ ସାଇଡ ମଧୁକୁଞ୍ଜ ବିଲିଡିଙ୍ଗ ରେ ସେ ରହୁ ଥିଲେ । ସେ ଏତେ ପଇସା ରଖିକି ମଧ୍ୟ ସବୁ ବେଳେ ଏକ ସାଧାରଣ ଜୀବନ ବଞ୍ଚିବା ପାଇଁ ପସନ୍ଦ କରୁଥିଲେ ।

ଯେତେବେଳେ ଭି ସେ ନିଜ କଣ୍ଠରୁ ଗୀତ ଗାଇବା ପାଇଁ ରେକୋଡିଙ୍ଗ ରାମ କୁ ଜାଉଥିଲେ ସେ ନିଜ ଚପଲ କୁ ବାହାରେ ରଖିକି ଯାଉଥିଲେ । ଏହା ସହ ଫିଲ୍ମ ଦୁନିଆରେ ତାଙ୍କ ଏତେ ନାମ ଥିଲା କି କିଛି କଳାକାର ମାନେ ଏହି ସର୍ତ୍ତରେ ନିଜ ଚଳଚିତ୍ର କୁ ସାଇନ କରୁଥିଲେ କି ଲତା ହିଁ ତାଙ୍କ ଗୀତା ପାଇଁ କଣ୍ଠ ଦାନ କରିବେ ।

ତେବେ ଆଜି ଏହି ଚମକୁଥିବା ସୀତାରା ପାଇଁ କୁହାଯାଏ କି ଆମ ପାଖରେ ଯେଉଁ ଭଳି ସୂର୍ଯ୍ୟ ଓ ଚନ୍ଦ୍ରମା ଏକ ଅଛନ୍ତି ସେହି ଭଳି ଭାବେ ଆମ ପାଖରେ ଲତା ମଧ୍ୟ ଏକ ଥିଲେ ଆଉ ଜୀବନ ସାରା ଆମ ମନ ଭିତରେ ରହିବେ ମଧ୍ୟ ।

Leave a Reply

Your email address will not be published. Required fields are marked *