ବାରମ୍ବାର ମିସ କ୍ୟାରେଜ ହେବାର କାରଣ କଣ ରହିଛି ? ଦେଖନ୍ତୁ କଣ କହୁଛନ୍ତି Doctor- Pregnancy Tips

ପ୍ରତେକ ମହିଳାର ଜୀବନରେ ସବୁଠାରୁ ଖୁଶିର ସମୟ ହେଉଛି ସେ ଯେବେ ମା ହୋଇଥାଏ । କିନ୍ତୁ କିଛି କ୍ଷେତ୍ରରେ ଯେବେ ମହିଳା ମାନେ ପ୍ରେ-ଗ-ନେ-ଣ୍ଟ ହୋଇଥାନ୍ତି ସେହି ସମୟରେ କିଛି କାରଣ ଯୋଗୁ ମି-ସ-କ୍ୟା-ରେ-ଜ ହୋଇଥାଏ । ଯଦି ଜଣେ ନାରୀର ପ୍ରେ-ଗ-ନେ-ସି ସମୟରେ ତାର ୮ ସପ୍ତାହରେ ବେବି ଜଣାପଡେ ନାହି ତାକୁ ବ୍ଳାଇଟେଡ ଇଭେନ କୁହାଯାଏ । ଯଦି ପ୍ରେ-ଗ-ନେ-ସି ସମୟରେ ବେବିର ହାର୍ଟ ଆକ୍ଟିଭିଟି ବନ୍ଦ ରୁହେ ତେବେ ତାହାକୁ ମିସ ଆ-ବୋ-ରେ-ସ-ନ କୁହାଯାଏ ।

ପ୍ରାୟତ ୮୦% ରୋଗୀଙ୍କର ମି-ସ-କ୍ୟା-ରେ-ଜ ପରେ ସେମାନେ ପରବର୍ତ୍ତୀ ଅବସ୍ଥାରେ ପ୍ରେ-ଗ-ନେ-ଣ୍ଟ ହେଲେ କିଛି ବି ସମସ୍ଯା ହୋଇ ନ ଥାଏ । ବ୍ରିଟିଶ ଗା-ଇ-ଡ- ଲା-ଇ-ନ ଅନୁସାରେ ଯଦି ବାରମ୍ବାର ମି-ସ-କ୍ୟା-ରେ-ଜ ହୋଇଥାଏ ତେବେ ତାହାକୁ ରିକରେଣ୍ଟ ମି-ସ-କ୍ୟା-ରେ-ଜ କୁହାଯାଏ । ବାରମ୍ବାର ଗ-ର୍ଭ-ପା-ତ ହେଉଥିଲେ ସେଥିପାଇଁ ରୋଗୀର କିଛି ଟେଷ୍ଟ କରାଯାଏ । ଉଦାହରଣ ସ୍ଵରୂପ ଯଦି ରୋଗୀର ଥା-ଇ-ର-ଡ ଥାଏ ତେବେ ସେହି କାରଣ ଯୋଗୁ ଗ-ର୍ଭ-ପା-ତ ହେବାର ସମ୍ଭାବନା ରହିଥାଏ । ଏହା ସହ ଯଦି ସୁଗାର ଲେବଲ ଅଧିକ ଥାଏ ତେବେ ଗ-ର୍ଭ-ପା-ତ ହୋଇଥାଏ ।

ଏହି ଦୁଇଟି ଟେଷ୍ଟ କରିବା ସହ ଟ-ର୍ଚ ସ୍କ୍ରି-ନ ବ୍ଲ-ଡ଼ ଟେ-ଷ୍ଟ କରାଯାଏ ଯାହା ବର୍ତ୍ତମାନ କରାଯାଉ ନାହି । ଏହା ସହ ଆ-ଣ୍ଟି-ବ-ଡି-ର ଟେଷ୍ଟ କରିବା ଦ୍ଵାରା ଜଣା ପଡିଥାଏ ଯେ ବେବି ମା ର ଶ-ରୀ-ର-ରେ ଠିକ ଭାବେ ରହିପାରୁ ନାହି । ତେଣୁ ଇମ୍ୟୁରୋଜିକାଲ ଫ୍ୟା-କ୍ଟ-ର, ଥ୍ରା-ମ୍ବୋ-ଫି-ଲି-କ ଫ୍ୟା-କ୍ଟ-ର, ଟ୍ୟା-କ୍ସୋ- ପ୍ଲା-ଜ-ମା ଭଳି ଟେଷ୍ଟ କରିବା ଦ୍ଵାରା ଜଣା ପଡିଥାଏ ଯେ ଜଣେ ରୋଗୀର ବାରମ୍ବାର ଗ-ର୍ଭ-ପା-ତ କଣ ପାଇଁ ହେଉଛି । ମୁଖ୍ୟତ ୟୁଟ୍ରସର ତଳ ପାର୍ଟ ଅଧିକ ଖୋଲିଥିଲେ ରୋଗୀଙ୍କର ଡ଼େଲିଭରି ସମୟରେ ପେ-ନ ହୋଇ ନ ଥାଏ ବରଂ ୪ରୂ ୫ ମାସ ମଧ୍ୟରେ ଗ-ର୍ଭ-ପା-ତ ହୋଇଥାଏ । ଗ-ର୍ଭ-ପା-ତ-ର ହେବାର ଅନ୍ୟ ଏକ କାରଣ ହେଉଛି ଯଦି ୟୁଟ୍ରସ ଦୁଇ ଭାଗରେ ଭାଗ ହୋଇଥାଏ ତେବେ ଦିତୀୟ ଥର ପାଇଁ ଗ-ର୍ଭ-ପା-ତ ହେବାର ଚା-ନ୍ସ ରହିଥାଏ ।

ଯଦି ୟୁତ୍ରାସରେ ଫା-ଇ-ବ୍ର-ଡ ରହିଥାଏ ବ ଯେଉଁଠି ବେବିର ଗ୍ରୋଥ ହୋଇଥାଏ ସେଠାରେ ଫା-ଇ-ବ୍ର-ଡ ରହିଥାଏ ତେବେ ସେଠାରେ ଫା-ଇ-ବ୍ର-ଡ ବେବିକୁ ଗ୍ରୋଥ ହେବାକୁ ଦେଇ ନ ଥାଏ । ଯାହା ଫଳରେ ରୋଗୀର ମି-ସ-କ୍ୟା-ରେ-ଜ ହୋଇଥାଏ । ଯଦି ଫା-ଇ-ବ୍ର-ଡ ୟୁଟ୍ରସର ବାହାରେ ରହିଥାଏ ତେବେ କୌଣସି ଅସୁବିଧା ହୋଇ ନ ଥାଏ । ଏହା ପରେ ଯଦି ରୋଗୀର ଦିତୀୟ ଥର ପାଇଁ ଗରବପତ ହୋଇଥାଏ ତେବେ ଅଲ୍ଟ୍ରାସାଉଣ୍ଡ ଓ ଏମଆରଆଇ କରିବାକୁ ପଡିଥାଏ ଯାହା ଦ୍ଵାରା ଜଣ ପଡିଥାଏ ଯେ କେଉଁ କାରଣରୁ ଗ-ର୍ଭ-ପା-ତ ବାରମ୍ବାର ହେଉଛି ।

ସେଥିପାଇଁ ରୋଗୀ ପ୍ରେ-ଗ-ନେ-ଣ୍ଟ ହେବା ପୂର୍ବରୂ କଣ କଣ ଟ୍ରିଟମେଣ୍ଟ ଆବଶ୍ୟକ କରେ ଓ ପ୍ରେ-ଗ-ନେ-ନ୍ଟ ହେବା ପରେ କଣ କଣ ଟ୍ରି-ଟ-ମେ-ଣ୍ଟ ଆବଶ୍ୟକ କରିଥାଏ ତାହା ଏହି ଏହି ସବୁ ଟେଷ୍ଟରୁ ଜଣା ପଡିଥାଏ । ଏହା ଛଡା ଭିଟାମିନ ଡି ଓ କ୍ୟାଲସିୟମ ଯୋଗୁ ମଧ୍ୟ ମି-ସ-କ୍ୟା-ରେ-ଜ ଅଧିକ ମାତ୍ରାରେ ହୋଇଥାଏ । ତେଣୁ ରୋଗୀକୁ ବେବି କ-ନ୍ସ-ପେ-ଟ କରିବା ପୂର୍ବରୂ ଇକୋସ୍ପୃନ ଟାବ୍ଲେଟ, କ୍ୟାଲସିୟମ ଟାବ୍ଲେଟ ଖାଇବାକୁ ଦିଆଯାଏ । ମେଡ଼ିସିନ ଖାଇବାର ଦୁଇରୁ ତିନି ମାସ ପରେ ରୋଗୀକୁ ପ୍ରେ-ଗ-ନେ-ନ୍ଟ ହେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି ।

ଏହା ଛଡା ରୋଗୀକୁ ପ୍ରେ-ଗ-ନେ-ନ୍ଟ ହେବା ପରେ ଲା-ପ୍ରୋ-ସ୍କୋ-ପି- ଦିଆଯାଏ ଯାହା ଦ୍ଵାରା ୫ରୂ ୬ ମାସ ମଧ୍ୟରେ ହେଉଥିବା ମି-ସ-କ୍ୟା-ରେ-ଜ ବନ୍ଦ ହୋଇଥାଏ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମି-ସ-କ୍ୟା-ରେ-ଜ ହେବାର ଦୁଇରୁ ତିନି ମାସ ମଧ୍ୟରେ ସବୁ ଟେଷ୍ଟ କରାଇ ପୁଣି ଥରେ କନସେପ୍ଟ କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *