‘ଭଲ ପାଇ ବହୁତ ବଡ ଭୁଲ କଲି…’ Live ଆସି କିଛି ଏମିତି କହିଲେ Anubhav Mohanty… ଦେଖନ୍ତୁ Video

ଆଜି ଆମେ କହିବା ଅନୁଭବ ଓ ବର୍ଷା ଙ୍କ ପ୍ରେମ କଥା ଯାହା ଏବେ ଘୃଣା ରେ ପରିଣତ ହୋଇଛି । ଆମେ ଯାହାକୁ ଭଲ ପାଇଥାଉ ତା ପାଇଁ ବହୁତ କିଛି କରିବା ପାଇଁ ଚିନ୍ତା କରୁ । ଏହା କରିଥିଲେ ଅନୁଭବ ତାଙ୍କ କଥା ଅନୁସାରେ ସେ ଏକ ସୁନ୍ଦର ଜୀବନ ସାଥି କୁ ପାଇବା ପାଇଁ ଚେଷ୍ଟା କରିଥିଲେ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ସମାଜ ଏହାକୁ ବହୁତ ଛୋଟ ନଜର ରେ ଦେଖି ଥାଏ ଯଦି କେହି କାହାକୁ ଭଲ ପାଇ କି ବାହା ହୋଇ ଥାଏ ଓ ପରେ ତାକୁ ଛାଡି ଦେଇ ଥାଏ ।

କିନ୍ତୁ ଏହା କଣ କେବଳ ଏକ ମହିଳା କରି ପାରିବ ପୁରୁଷ କଣ ଏହା ପାଇଁ ହକ ଦାର ନୁହେଁ । ଅନୁଭବ ନିଜର ଏକକ ଭିଡିଓ ଭାଇରାଲ କରିକି ନିଜ କଥାକୁ ଲୋକଙ୍କ ଆଗରେ କହିଛନ୍ତି । ତାଙ୍କ କହିବା ଅନୁସାରେ ସେ ଭଲ ପାଇଁ କଣ ଭୁଲ କରିଛନ୍ତି କି ? ଏହା ସେ ପଛରୁଛନ୍ତି ନିଜକୁ ଓ ଓଡିଶା ବାସୀଙ୍କୁ ।

କହୁ ଛନ୍ତି ମୁ କେବଳ ଜଣଙ୍କ ପାଇଁ ସବୁ କିଛି କଲି କେବଳ ଜଣଙ୍କୁ ଭଲ ପାଇଲି 2008 ରେ ମୁ ତାଙ୍କୁ ମନ ଦେଇ ଥିଲି ଉଭୟ ପରିବାର ରାଜି ନଥିଲେ ବିବାହ ପାଇଁ । କିନ୍ତୁ ସମସ୍ତଙ୍କୁ ରାଜି କରିବା ପରେ ହିଁ ମୁ ତାଙ୍କୁ ବାହା ହୋଇ ଥିଲି । ସେ କହିଛନ୍ତି କି ସେ ବାହାଘର ପରେ ବହୁତ କିଛି ଜାଣିବା ପାଇଁ ପାଇଲେ ଯାହା ସେ ଜାଣି ନଥିଲେ ।

କିମ୍ବା ଯାହା ତାଙ୍କୁ ଜଣ ନଥିଲା କିମ୍ବା ତାଙ୍କ ପରିବାର ଲୋକମାନେ ଜାଣି କି ଏହା ଜଣାଇବା ପାଇଁ ଚାହୁଁ ନଥିଲେ । ଏହା ଭି କହି ପାରିବା କି କଥା ଲୁଚାଉ ଥିଲେ । କିନ୍ତୁ ଏହା କେତେ ଦୂର ସତ କି ଆମେ କଡୀ ଦେଖିବା ପାଇଁ ଯିବା ତ ଏହା କେଉଁ ଦୃଷ୍ଟିରୁ ଠିକ ଥିଲା ।

ତେବେ ଅନୁଭବ କହି ଛନ୍ତି ସେ ଜଣଙ୍କୁ ଭଲ ପାଇଲେ ଜୀବନ ଠାରୁ ଅଧିକ ଭଲ ପାଇଲେ କିନ୍ତୁ ପରିଣାମ କଣ ଏଟା କି ସେ କୋର୍ଟ କୁ ଯିବେ ଓ ପୋଲିସ ଷ୍ଟେସନ ରେ ରହିବେ । ନିଜ ଠାରୁ କାହାକୁ ଅଧିକ ମହତ୍ଵ ଦେବାର ଦଣ୍ଡ ସେ ପାଇଁ ଛନ୍ତି । କାହା ପାଖରୁ ସେ କେବେ କିଛି ଚାହିଁ ନଥିଲେ ତାଙ୍କ ଜୀବନରେ ଥିଲା ଏକ ନାମ ଯାହା ଏବେ ଆଉ ନାହିଁ ।

ସେ କହିଛନ୍ତି ଜଣେ ପାୱାର ରେ ଯଦି ରହିକି ଯଦି ଆଉ ଜଣଙ୍କୁ ହଇରାଣ କରିବ ଏହା କଣ ଠିକ କି । ମହିଳା ବୋଲି ସେ ଯାହା କହିବେ ତାହା କଣ ସତ ହୋଇଯିବ । ଏହି ସବୁ କହିଛନ୍ତି କେନ୍ଦ୍ରାପଡା ର ସାଂସଦ ଅନୁଭବ ମହାନ୍ତି ନିଜ ଅଧ ଘଣ୍ଟିଆ ଭିଡିଓରେ ।

Leave a Reply

Your email address will not be published. Required fields are marked *