ଦେଖନ୍ତୁ Video: ଭାଇରାଲ ହେଲା ଫେମସ ଓଡିଆ ସିଙ୍ଗର Namita Agrawal ଓ ଦୁଇ ପୁଅଙ୍କ ଡ୍ୟାନ୍ସ ଭିଡିଓ

ପ୍ରସିଦ୍ଧ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲଙ୍କୁ କିଏ ନ ଜାଣିଛି । ନମିତା ଅଗ୍ରୱାଲ ନିଜର ଓଡିଆ ଭଜନ ଓ ଫିଲ୍ମ ଗୀତ ପାଇ ବହୁତ ପ୍ରସିଦ୍ଧ ଅଟନ୍ତି । ସେ ତାଙ୍କର ସୁରିଲା ଆବାଜ ପାଇଁ ବହୁତ ପୁରସ୍କାରର ମଧ୍ୟ ସନମାନ୍ନିତ ହୋଇଛନ୍ତି ।

ସେ ବହୁତ ଗୀତ ଗାଇଛନ୍ତି, ଆଉ ସେ ଭଜନ ପାଇଁ ପ୍ରସିଦ୍ଧ ମଧ୍ୟ ଅଟନ୍ତି । ତାଙ୍କ ଗୀତ ଓ ପର୍ଶନାଲ ଜିନିଷ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ତାଙ୍କ ଗୀତା ଓ ସୁରିଲା ଆବାଜ ଲୋକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥାଏ । ଏହି କାରଣରୁ ମଧ୍ୟ ସେ ବହୁତ ଲୋକ ପ୍ରିୟତା ଅର୍ଜନ କରିଛନ୍ତି ।


ଆସନ୍ତୁ ଜାଣିବା ତାଙ୍କ ପରିବାର ଓ ଦୁଇ ପୁଅଙ୍କ ବିଷୟରେ । ଗତ କିଛି ଦିନ ହେବ ଗୋଟିଏ ଗୀତ ସୋ-ସି-ଆ-ଲ ମି-ଡି-ଆରେ ଦ୍ରୁତ ଗତିରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓର ନମୀତା ଅଗ୍ରୱାଲଙ୍କ ଦୁଇ ପୁଆ ଦେଖା ଯାଉଛନ୍ତି । ଆଜି ଆମେ ତାଙ୍କର ଦୁଇ ପୁଅଙ୍କ ବିଷୟରେ ଜାଣିବା ଓଡିଶାର ସୁନାମ ଧନ୍ଯ କଣ୍ଠ ଶିଳ୍ପୀ ନମୀତା ଅଗ୍ରୱାଲ କଟକ ତୁଳସୀପୁରରେ ୧୯୬୯ ମସିହା ଜାନୁଆରୀ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ନମୀତା ୧୯୯୨ ମସିହାରେ ଓଡିଆ ଭଜନ ‘ଅଝଟିଆ କାଳିଆ ”

ତାଙ୍କ କାରିୟର ଆରମ୍ଭ କରିଥିଲେ । ଏହି ଗୀତା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଗୋଟିଏ ପରେ ଗୋଟିଏ ସୁପର ହିଟ ଭଜନ ଦେଇଛନ୍ତି । ଆଉ ବହୁତ ସଫଳତା ମଧ୍ୟ ଅର୍ଜନ କରିଛନ୍ତି । ନମୀତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀ ଫାଉଣ୍ଡର ସୀତାରାମ ଅଗ୍ରୱାଲ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସେ ନିଜ କରିୟର ଆରମ୍ଭ କରିଥିଲେ । ବିବାହର ଏକ ବର୍ଷ ପରେ ସେ ଦୁଇଟି ଯାଆଁଳା ପିଲାଙ୍କୁ ଜନ୍ମ ଦେଇଥିଲେ । ତାଙ୍କର ଦୁଇ ପୁଅ ନାମ ହେଉଛି ସିଦ୍ଧାର୍ଥ ଓ ସାର୍ଥକ । ସିଦ୍ଧାର୍ଥ ଓ ସାର୍ଥକଙ୍କ ବୟସ ଏବେ ୨୭ ବର୍ଷ ଅଟେ ।

ଦୁଇଟି ପୁଆ ତାଙ୍କର ପାଠ ପଢା ଶେଷ କରି ତାଙ୍କ କମ୍ପାନୀରେ କାମ କରୁଛନ୍ତି । ଏହି ଭି-ଡି-ଓରେ ସେ ତାଙ୍କର ମାଙ୍କ ସହ ଦୁଇଟି ପୁଅ ଗୋଟିଏ ସୁନ୍ଦର ଗୀତରେ ନଜର ଆସିଛନ୍ତି । ଦୁଇଟି ପୁଅଙ୍କର ତାଙ୍କ ମା ପ୍ରତି ପ୍ରଗାଢ ଭଲପାଇବା ନଜର ଆସିଛି ଆଉ ଏହି ସୁନ୍ଦର ଭି-ଡି-ଓ ପାଇଁ ମଧ୍ୟ ବହୁତ ଭା-ଇ-ରା-ଲ ହୋଇଛି ।

ଏବେ ପର୍ଯ୍ୟନ୍ତ ସାର୍ଥକ ଓ ସିଦ୍ଧାର୍ଥ ବିବାହ କରି ନାହାନ୍ତି । ତେବେ ନମୀତା ଅଗ୍ରୱାଲଙ୍କର କଣ୍ଠ ଆଉ ତାଙ୍କର ସୁନ୍ଦର ଗୀତ ଆପଣଙ୍କୁ କେମିତି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ ।

Leave a Reply

Your email address will not be published. Required fields are marked *