ଭାଙ୍ଗିଲା ଜୋରନ୍ଧା ଗାଦି, ଶୁଭିଲା ଶଦ୍ଦ, ମିଳିଲାକି କଳିଯୁଗ ଶେଷ ହେବାର ସଙ୍କେତ ! Malika ହେଉଛି ସତ

ଦର୍ଶକ ବନ୍ଧୁ ଢେଙ୍କାନାଳରେ ରହିଛି ବିଶ୍ଵ ପ୍ରସିଦ୍ଧ ଜୋରନ୍ଧା ପୀଠ ମା ମହିମା ଗାଦି ଯାହାକୁ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି । ଯାହା ପୂର୍ବରୁ ମାଳିକାରେ ମଧ୍ୟ ବର୍ଣ୍ଣିତ ଅଛି । କଳିଯୁଗର ଶେଷରେ ବଡ ସଂକେତ ମହିମା ଗାଦିରୁ ମିଳିବ ବୋଲି ମାଳିକାରେ ଲେଖା ଯାଇକି ଯାହା ସତ ପ୍ରମାଣିତ ହୋଇଛି । ମହିମା ଗାଦି ରେ ଥିବା ଧ୍ୱନି ମନ୍ଦିର ଓ ବତୀ ମନ୍ଦିରକୁ ଭାଙ୍ଗି ପ୍ରଶାସନ ମାଟିରେ ମିଶାଇ ଦେଇଛି । ମାଳିକା ଅନୁଯାୟୀ କଳିଯୁଗ ଶେଷରେ ମଠା ମନ୍ଦିର ଭଙ୍ଗାଯିବ ।

ହେଲେ ବତୀ ଓ ଧ୍ୱନି ମନ୍ଦିର ଭଙ୍ଗାଯିବା ପରେ ଅଚାନକ ଆକାଶରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଏ ଶବ୍ଦ ଏତେ ଭୟଙ୍କର ଥିଲା ଯେ ଲୋକ ଭୂମିକମ୍ପ ଭାବି ଘରୁ ବାହାରି ଆସିଥିଲେ । ଏଲେ ତାହା ଭୂମିକାମ ନ ଥିଲା । ତେବେ ଶବ୍ଦ କେଉଁଠୁ ଆସିଲା ତାହା ରହସ୍ୟମୟ ହୋଇ ରହିଗଲା । ବୈଜ୍ଞାନିକ ମାନେ ଏହାକୁ ନେଇ ବିଭିନ୍ନ ଗବେଷଣା ମଧ୍ୟ କରିଛନ୍ତି । ହେଲେ ଏହାର କୌଣସି ସନ୍ଧାନ ପାଇ ପାରିଲେ ନାହି ।

ମାଳିକାରେ ଅନୁଯାୟୀ ଏହି ଶବ୍ଦ ହେଉଛି କଳିଯୁଗ ଶେଷ ପୁବରୁର ଭୈରବୀ ରଡି ଦେବ ବୋଲି ମାଳିକାରେ ଲେଖା ଯାଇଛି ଆହା ଆଜି ସତ୍ୟ ପ୍ରମାଣିତ ହୋଇଛି । ଏହା ପରେ ମହିମା ଗାଦି ଭଙ୍ଗାଯିବା ପରେ ଭୈରବୀ ରଡି ଶୁଭିଛି । ଆଗାମୀ ଦିନରେ ପୃଥିବୀ ବିନାଶ ଆଡକୁ ଗତି କରୁଛି । ୨୦୨୩ରେ ମଧ୍ୟ ଆହୁରି ବଡ ବଡ ଘଟଣାମାନ ଘଟିବ ଯାହା ମାଳିକାରେ ବର୍ଣ୍ଣିତ ଅଛି । ଏମିତିକି ୨୦୨୩ରେ ଆରମ୍ଭ ହେବ ସାରା ବିଶ୍ବରେ ଧ୍ଵଂସ ଲୀଳା ।

ଜୋରନ୍ଧା ମହିମା ଗାଦି ଆଗକୁ ସମୁର୍ଣ୍ଣ ଧ୍ଵଂସ ହୋଇଯିବ ବୋଲି ମାଳିକାରେ ଉଲେଖା ରହିଛି । ଆଉ ଏବେ ମହିମା ଗାଦି ଭଙ୍ଗାଯିବା ପରେ ଢେଙ୍କାନାଳ ବାସୀ ଙ୍କ ପାଇଁ ବଡ ବିପଦ ସୃଷ୍ଟି ଅରିଛି । ଢେଙ୍କାନାଳ ରୁ ଆରମ୍ଭ ହେବ ଯୁଦ୍ଧ । ଢେଙ୍କାନାଳରେ ବହିବ ରକ୍ତ ର ଆଦି ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ । ସାରା ବିଶ୍ବରେ କୂଢ କୂଢ ଶବ ଦାହ ହେବ । ଖାଲି ସେତିକି ନୁହେଁ ଯାଜପୁର, କେଉଁଝର, ଭଦ୍ରକ ପାଇଁ ମଧ୍ୟ ସତର୍କ ଘଣ୍ଟି ବାଜୁଛି । ଏ ଶବ୍ଦ ହେଉଛି ମା ବିରାଜଙ୍କର ।

ଏଥର ରକ୍ତ ର ହୋଲି ହେଳିବ ସାରା ଓଡିଶାରେ ଆଉ  ହେତୁବାଦୀ ମାନେ ବାରମ୍ବାର ମହାପ୍ରଭୁ ଜଗନ୍ନାଥଙ୍କ ଅପବାଦ କରୁଛନ୍ତି । ମାଳିକାରେ ଲେଖାଅଛି କଳିଯୁଗ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ଅପମାନ ହେବ । ଆଉ ଏହି ଅପମାନ କଳିଯୁଗ ମଣିଷ ହିଁ କରିବେ । ଆଉ ବର୍ତ୍ତମାନ ଘଟୁଛି । ଆଉ ୨୦୨୩ରେ ସମଗ୍ର ବିଶ୍ବରେ ହେବ ଧ୍ଵଂସ ର ଲୀଳା । ତା ହେଲେ ବନ୍ଧୁଗ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *