London ରେ କିପରି ମସ୍ତି କରୁଛନ୍ତି ଓଲିଉଡ ହିରୋ Anubhab ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ସେଲିବ୍ରେଟି ମାନଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେମାନେ ନିଜର ଷ୍ଟାଇଲ, ଲୁକ, ଅଭିନୟ ଓ ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଅନେକ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନେ ଶୁଟିଙ୍ଗ ପାଇଁ ବାହାର ଦେଶକୁ ଯାଇଥାନ୍ତି ଆଉ ସେଠିକାର ଦ୍ରୁଶ୍ଯ ଭିଡିଓ ଜରିଆରେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ।

ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତା ଅନୁଭବ ମହାନ୍ତି ଲଣ୍ଡନ ରେ କିପରି ମସ୍ତି କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅଭିନେତା ସହ କେନ୍ଦ୍ରାପଡା ସାଂସଦ ମଧ୍ୟ ଅଟନ୍ତି । ସେ ଅନେକ ସାରା ସୁପର ହିଟ ଫିଲ୍ମ ଓଲିଉଡ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି । ସେ ଓଡିଆ ଫିଲ୍ମରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଗତ କିଛି ସମୟ ହେବ ଅନୁଭବ ନିଜର ପାରିବାରିକ କଳହ ପାଇଁ ଫିଲ୍ମ କରୁ ନ ଥିଲେ । କିନ୍ତୁ ଏବେ ସବୁ କିଛି ଠିକ ହେବା ପରେ ସେ ପୁଣି ଥରେ ଶୁଟିଙ୍ଗ ଆରମ୍ଭ କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ର ନାଁ ହେଉଛି “ଲଭ ଇନ ଲଣ୍ଡନ” । ଏହି ଫିଲ୍ମ ର ଶୁଟିଙ୍ଗ ପାଇଁ ଅନୁଭବ ତାଙ୍କ ପୁରା ଟିମ ସହ ଲଣ୍ଡନ ଯାଇଛନ୍ତି ଆଉ ସେଠାରେ ଶୁଟିଙ୍ଗ କାମ ବି ଆରମ୍ଭ ହୋଇ ସାରିଛି ।

ଏହାରି ମଧ୍ୟ ଅନୁଭବ ଲଣ୍ଡନର ପ୍ରାୟ ଅନେକ ସୁନ୍ଦର ସୁନ୍ଦର ପ୍ଲେସ ବୁଲିବା ସହ ତାହାର ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଲାଗିଛନ୍ତି ଯାହା ଖୁବ ମ୍ତ୍ରା ରେ ଭାଇରାଲ ହେବାରେ ଲାଗିଛି । ଲଣ୍ଡନ ରେ ଅନୁଭବ ରାଜ ରାସ୍ତା ରେ ବୁଲୁ ବୁଲି କହିଛନ୍ତି ୱାନ ଟୁ ଥ୍ରୀ ଫୋର ବୁମ ବୁମ । ତାଙ୍କ ସହ ଏହି ଫିଲ୍ମରେ ଅଭିନୟ କରୁଥିବା ହିରୋଇନ ମଧ୍ୟ ଅଛନ୍ତି । ଦୁହେଁ ଲଣ୍ଡନ ର ସୁନ୍ଦର ସୁନ୍ଦର ସ୍ଥାନ ବୁଲିବା ସହ ଉପୋଭୋଗ ମଧ୍ୟ କରୁଛନ୍ତି ।

ବହୁତ ସାରା ମଜା ମସ୍ତି କରୁଛନ୍ତି ଅନୁଭବ ମହାନ୍ତି ଲଣ୍ଡନର ପ୍ରକୃତି କୁ ନେଇ । ଲଣ୍ଡନ ରେ ଅନୁଭବ ବର୍ଷା ହେଉ ଥିବାରୁ ତାଙ୍କର ଶୁଟିଙ୍ଗ ରେ କିପରି ବାଧା ସୃଷ୍ଟି ହେଉଛି ତାହାର ଭିଡିଓ ମଧ୍ୟ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆଉ କହିଥିଲେ ବର୍ଷା ମୋର ପିଛା ଛାଡିବ ନାହି । ତେବେ ଲଣ୍ଡନ ରେ ନିଜ ଫିଲ୍ମ ଶୁଟିଙ୍ଗଙ୍ଗରେ ବ୍ୟସ୍ତରେ ଥିଲେ ବି ଅନୁଭବ ନିଜ ପାଇଁ ସମୟ ବାହାର କରି ସେଠିକାର ଦୃଶ୍ୟକୁ ଏଞ୍ଜୋଏ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାଙ୍କୁ ଅନୁଭବ ମହାନ୍ତି ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *