Daman କୁ ନେଇ କିଛି ଏମିତି କହିଲେ ର KGF ହିରୋ Yash, ଦେଖନ୍ତୁ

ଦମନ ଫିଲ୍ମ କୁ ନେଇ ମୁହଁ ଖୋଲିଲେ KGF ର ରକି ଭାଇ । ଆପଣ ମାନେ ଜାଣିଥିବେ ଓଲିଉଡ ଇଣ୍ଡଷ୍ଟ୍ରି ପରି କାନାଡା ଇଣ୍ଡଷ୍ଟ୍ରି ମଧ୍ୟ ଥିଲା । ହେଲେ ରକି ଭାଇ ଙ୍କ  KGF  ଫିଲ୍ମ ଆସିବା ପରେ ଓ ହିନ୍ଦୀ ରେ ରିଲିଜ ହେବା ପରେ ସାରା ଭାରତ ବର୍ଷରେ କାନାଡା ଇଣ୍ଡଷ୍ଟ୍ରି ବେଶ ଲୋକପ୍ରିୟତା ପାଇଛି । ବହୁତ ବଡ ଇଣ୍ଡଷ୍ଟ୍ରି ଭାବେ ସକ୍ଷମ ହୋଇ ପାରିଛି କାନାଡା ଇଣ୍ଡଷ୍ଟ୍ରି । ବର୍ତ୍ତମାନ ସମୟରେ  KGF ଫିଲ୍ମର ରକି ଭାଇ ଓଡିଆ ଫିଲ୍ମ ଦମନ କୁ ନେଇ ନଜର ବୟାନ ଦେଇଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ କାନାଡା ଇଣ୍ଡଷ୍ଟ୍ରି ପୂର୍ବରୁ ବହୁତ ଛୋଟ ଥିଲା । ଦର୍ଶକ ମାନେ ଏହାକୁ ପସନ୍ଦ କରୁ ନ ଥିଲେ ।  KGF  ର ରକି ଭାଇ ପୂର୍ବରୁ ଯେଉଁ ଫିଲ୍ମ କରିଛନ୍ତି ସେଗୁଡିକ ମଧ୍ୟ କମ ବଜେଟ ରେ କରିଥିଲେ । କିନ୍ତୁ KGF ର ରକି ଭାଇ  KGF ଫିଲ୍ମ ପାଇଁ ବେଶ ଲୋକପ୍ରିୟତା ପାଇଛି । ଏମିତିକି କାନାଡା ଇଣ୍ଡଷ୍ଟ୍ରି ସେବେ ଠାରୁ ହିଁ ହିନ୍ଦୀ ରେ ରିଲିଜ କରିବା ଫିଲ୍ମ ଆରମ୍ଭ କରି ଦେଇଛି । KGF ରେ ପୁଷ୍ପା ଭଳି କାନାଡା ଫିଲ୍ମ ମଧ୍ୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଲା ।

ଏତେ ବଡ ଇଣ୍ଡଷ୍ଟ୍ରି ପାଲଟି ସାରିଛି  KGF ର ରକି ଭାଇ ପାଇଁ । ଠିକ ସେହିଭଳି ଏବେ ଓଲିଉଡ ବି ବଡ ଇଣ୍ଡଷ୍ଟ୍ରି ହେବାକୁ ଯାଉଛି । ଲାଗୁଛି ଓଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ସବୁଠାରୁ ଚର୍ଚ୍ଚା ର ବିଷୟ ପାଲଟିବ । ସାରା ଦେଶରେ ଓଲିଉଡ ଇଣ୍ଡଷ୍ଟ୍ରି ବିଷୟରେ ଦର୍ଶକ ମାନେ ଜାଣିବେ । କାରଣ ଓଲିଉଡ ଇଣ୍ଡଷ୍ଟ୍ରି ର ଅବସ୍ଥା କୋରୋନା ଠାରୁ ଠିକ ନ ଥିଲା ଆଉ ଦର୍ଶକ ମାନେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁ ନ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଦମନ ଫିଲ୍ମ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି ।

ଦମନ ଫିଲ୍ମ କୁ ଏତେ ଭଲ ପାଇବା ମିଳିଛି ତାହା କେହି କେବେ ବିଶ୍ଵାସ କରିପାରୁ ନାହାନ୍ତି । ଏକା ଓଡିଆ ସିନେମା ହେଉଛି ଦମନ ଫିଲ୍ମ ଯାହା ଭାରରେ ପ୍ରଥମ ଥର ପାଇଁ ହିନ୍ଦୀ ରେ ରିଲିଜ ହେବାକୁ ଯାଉଛି । ହିନ୍ଦୀ ରେ ମଧ୍ୟ ଏହାର ରିଭିୟୁ ବହୁତ ହଲ ରହିଛି । ସମସ୍ତେ ଏହି ଫିଲ୍ମ ର ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସମୟରେ ଦମନ ରିଭଯୁ କୁ ଦେଖି ଯାହା ଅନୁମାନ କରା ଯାଉଛି ଏହା KGF ଫିଲ୍ମ ପରି ରେକର୍ଡ ଭାଙ୍ଗିବ ।

ଓଲିଉଡ ଇଣ୍ଡଷ୍ଟ୍ରି ର୍ପରିଚାୟ ଦମନ ହିଁ ଦେବ ସାରା ଭାରତ ବର୍ଷରେ । କାନାଡା ଇଣ୍ଡଷ୍ଟ୍ରି ର ଅଭିନେତା ରକି ଭାଇ ମଧ୍ୟ ଦମନ ଫିଲ୍ମକୁ ନେଇ ବହୁତ ପ୍ରଶଂସା କରିଛନ୍ତି । ରକି ଭାଇ କହିଛନ୍ତି “ଦମନ ଫିଲ୍ମ ବହୁତ ଭଲ ହୋଇଛି ବହୁତ ଆଗକୁ ଯିବ । ମୁଁ ମଧ୍ୟ ଏହି ଫିଲ୍ମ ରିଲିଜ ହେଲେ ନିଶ୍ଚୟ ଦେଖିବୀ” । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *