ବିବାହ ପୂର୍ବରୁ ଲିଭଇନରେ ରହିପାରିବେ ନାହିଁ କି ସେ-କ୍ସ କରିପାରିବେ ନାହିଁ, ଏମିତି କଲେ ମିଳିପାରେ ଦ-ଣ୍ଡ… ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ଆଜିର ସମାଜ ରେ ବିବାହ ପୂର୍ବର ରୁ ଲିଭିଙ୍ଗ ରିଲେସନ ରେ ରହିବା ଏକ ଫ୍ୟାସନ ହୋଇ ଗଲାଣି । ଯାହା ଫଳରେ ସ୍ଥିତି ଏମିତି ହେଉଛି କି ପ୍ରେମିକା ମାନଧାରଣା ରେ ବସୁଛନ୍ତି । ଏଭଳି ଅନେକ ଘଟଣା ପ୍ରତି ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । ଏମିତିକି ଏଭଳି ହରକତ ପାଇଁ ଆମ ସମାଜ ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡୁଛି । ତେବେ ଆମ ଦେଶରେ ବିବାହ ପୂର୍ବ ରୁ ରିଲେସନ ରେ ରହିବା ଠିକ ନୁହେଁ ଏହା ଜାଣି ମଧ୍ୟ ସେହି ଭୁଲ କରୁଛନ୍ତି ।

ତେବେ ବର୍ତ୍ତମାନ କିଛି ସମୟ ହେବ ରିଲେସନ ରଖିବା ନେଇ ଏହ ବଡ ଖବର ସୋସିଆଲ ମିଡିଆରେ ସାମ୍ନା କୁ ଆସିଛି । ସୂଚନା ଅନୁଯାୟୀ ଏଣିକି ବାହାଘର ପୂର୍ବର ରୁ ଆପଣ ସେ-କ୍ସ କି ଲିଭିଙ୍ଗ ରେ ରହି ପାରିବେ ନାହି । ଆଦି ଏପରି କେହି କରନ୍ତି ତେବେ ଏହାକୁ ଅପରାଧ ବୋଲି ଗଣନା କରାଇବା ସହ ୧ ବର୍ଷ ଜେଲ ଦ-ଣ୍ଡ ଭୋଗିବାକୁ ପଡିବ ବୋଲି ଇଣ୍ଡୋନେସିଆ ସାଂସଦ ରେ ଏଭଳି ବିଲ ପାରିତ ହୋଇଛି । ସାଂସଦ ରେ ବିଲ ପାରିତ ହେବା ପରେ ଅନେକ ଲୋକ ସରକାର ଙ୍କୁ ଟାର୍ଗେଟ କରିଛନ୍ତି ।

ଏହା ଲୋକଙ୍କ ସ୍ଵାଧୀନତା କୁ ସଙ୍କୁଚିତ କରିବା ପାଇଁ ଏକ ଉଦ୍ୟମ ବୋଲି ସେମାନେ କହିଛନ୍ତି । ଏହି ବିଲ ଆଇନରେ ପରିଣତ ଏବା ପରେ ଉଭୟ ଇଣ୍ଡୋନେସିଆ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଆଇନ ମଧ୍ୟ ଲାଗୁ ହେବ । ଏହା ସହ ରାଷ୍ଟ୍ରପତି ଦେଶର ସମ୍ବିଧାନ ସଂସ୍ଥା ଓ ଦେଶର ଜାତୀୟ ଚିନ୍ତାଧାରା ଯାହା ପଞ୍ଚାଶ୍ରୟ ନାଁ ରେ ବର୍ଜିତ ତାହାକୁ ମଧ୍ୟ କେହି ଅପମାନିତ କରି ପାରିବେ ନାହି । ଏହାକୁ କେହି ଅପମାନିତ କରିବେ ନାହି ବୋଲି ଏହା ବିରୁଦ୍ଧରେ ଅନ୍ୟ ଏକ ବିଲ ପାରିତ ହୋଇଛି ।

ଏହି ବିଲ କୁ ଗତ ୩ ବର୍ଷ ତଳେ ପାରିତ କରିବାକୁ ଯୋଜନା କରା ଯାଇଥିଲା । ହେଲେ ସେହି ସମୟରେ ବିଭିନ୍ନ ଛାତ୍ର ସଂଘଠନ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଏହାକୁ ବିରୋଧ କରିଥିଲେ । ଦେଶରେ ବିକ୍ଷୋପ ଯୋଗୁଁ ସରକାର ପଛ ଘୁଞ୍ଚା ଦେଇଥିଲେ । ହଜାର ହଜାର ଲୋକ ରାଜା ରାସ୍ତା ରେ ଓଲହାଇ ଏହି ବିଲ କାର୍ଯ୍ୟ କାରୀ ହେଲେ ସ୍ଵାଧୀନତା ହ୍ରାସ ପାଇବ ବୋଲି ସେମାନେ କହିଥିଲେ ।

ଇଣ୍ଡୋନେସିଆ ରେ ପୂର୍ବ ରୁ ପରକ୍ରିୟା ପ୍ରୀତି କୁ ବ୍ୟାନ କରା ଯାଇଥିଲା । ଏବେ ବିବାହ ପୂର୍ବ ରୁ ସେ-କ୍ସ ମଧ୍ୟ ବ୍ୟାନ ହେବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *