ବିବାହ ବନ୍ଧନରେ ବାନ୍ଧି ହେବେ Budhaditya! ଦେଖନ୍ତୁ ଏ ନେଇ କଣ କହୁଛନ୍ତି ବୁଦ୍ଧାଦିତ୍ୟ

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସିନେ ଜଗତର କଳାକାର ବୁଦ୍ଧାଦିତ୍ୟଙ୍କ ବିବାହ ହେବାର ଖବର ବର୍ତ୍ତମାନ ଚର୍ଚ୍ଚା ଯୋଡ଼ା ଧରିଛି । ତେବେ ଏହା କେତେଦୂର ସତ ଏବଂ କେତେ ଦୂର ମିଛ ଏହାର ଖୁଲାସା ନିଜେ ବୁଦ୍ଧାଦିତ୍ୟ କରିଛନ୍ତି । ଯାହା ଓଡିଶା ବାସୀଙ୍କ ମନରେ ଉତ୍ସାହ ଭାରି ସାରିଲାଣି । ସବୁଆଡେ ବାହାଘର ସିଜିନ ଚାଲିଥିବା ବେଳେ ସାଧବ ବୋହୁରା ହୋଷ୍ଟ ବର୍ତ୍ତମାନ ତାଙ୍କ ଘରକୁ ବୋହୁ ନେବାର ଚର୍ଚ୍ଚା ଚାଲିଛି । ତେବେ କଣ ରହିଛି ପୁରା ଖବର ଆସନ୍ତୁ ନଜର ପକାଇବା ।

ବୁଦ୍ଧାଦିତ୍ୟ ଏବଂ ସୂର୍ୟମୟୀଙ୍କର ଏକ ନୂଆ ସିନେମା ରିଲିଜ ହେବାକୁ ଯାଉଛି । ଆଉ ଏହି ସିନେମା ରିଲିଜ ପାଇଁ ସବୁଠାରୁ ଏକ ବଡ ପ୍ରୋଗ୍ରାମର ମଧ୍ୟ ଆୟୋଜନ କରଯାଇଥିଲା । ଆଜି ଯାଏ ଆମ ଓଡିଶାରେ କେବେ କୌଣସି ସିନେମା ପାଇଁ ଏତେ ବଡ ପୋଗ୍ରାମ ହୋଇନାହିଁ ସିନେମା ରିଲିଜ ପାଇଁ । କିନ୍ତୁ ବର୍ତ୍ତମାନ ବୁଦ୍ଧାଦିତ୍ୟ ଏବଂ ସୂର୍ୟମୟୀଙ୍କ ସିନେମା ଡେଲିଭରି ବଏଜ ଆମ ସାରା ଭାରତରେ ରିଲିଜ ହେବାକୁ ଯାଉଛି ।

ଆଉ ଏହା ସମ୍ପୂର୍ଣ ନିରାଟ ବାସ୍ତବ କାହାଣୀ ଅଟେ । କୌଣସି ସିନେମାର ଏହା କପି ନୁହେଁ । ତେବେ ଶୁ-ଟି-ଙ୍ଗ ସମୟରେ ସୁର୍ୟମୟୀ ଏବଂ ବୁଦ୍ଧାଦିତ୍ୟଙ୍କ କଥା ବହୁତ ଯୋଡ଼ା ଧରିଥିଲା । କାରଣ ଉଭୟ ଏକା ବସି ବହୁ ଘଣ୍ଟା ପର୍ଯ୍ୟନ୍ତ ଏକାଠି ଗପନ୍ତି । ଯିଏ ଡାକିଲେ ବି ଶୁଣନ୍ତିତି ତେଣୁ ଆଗକୁ ତାଙ୍କ ସମ୍ପର୍କ ନୂଆ ମୋଡ ନେବାର ଚର୍ଚ୍ଚା ଚାଲିଛି ।

ଏହା ସହିତ ନୁହେ ବୁଦ୍ଧାଦିତ୍ୟ କହିଛନ୍ତି ଆମ ବସି ସିନେମା ଷ୍ଟୋରି ବସି ବହୁ ସମୟ ଧରି ଆଲୋଚନା କରୁ । କିନ୍ତୁ ଯଦି ଆପଣ ମାନେ କହୁଛନ୍ତି ତାହେଲ ବୁଦ୍ଧାଦିତ୍ୟ ଏବଂ ସୂର୍ୟମୟୀଙ୍କ ବିବାହ ହେଲେ ଭଲ ହେବ ଏଭଳି କିଛି କଥା ମିଡିଆ ସାମ୍ନାରେ କହିଛନ୍ତି ବୁଦ୍ଧାଦିତ୍ୟ । ଏଥିରୁ ଜଣା ଯାଉଛି ତାଙ୍କ ମନରେ ରହିଛି ସୂର୍ୟମୟୀଙ୍କ ପ୍ରତି କିଛି ଭାବନା ।

ଯାହା ଆଗକୁ ବିବାହର ରୂପ ମଧ୍ୟ ନେଇପାରେ । ତେବେ ବୁଦ୍ଧାଦିତ୍ୟ ଏନେଇ ଖୋଲା ଭାବରେ କୌଣସି କଥା ଶେୟାର କରିନାହାନ୍ତି ମିଡିଆ ସାମ୍ନାରେ କିନ୍ତୁ ଲୋକଙ୍କ ଚର୍ଚ୍ଚାର ବିଷୟ ପାଲଟି ସାରିଲାଣି ଏହି କଥା । ସିନେମା କରୁ କରୁ ହୁଏତ ସତରେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ ଉଭୟ । ଏହା ସମ୍ପର୍କରେ ଆପଣ ମାନଙ୍କ ମତାମତ କଣ ରହିଛି ତାହା କମେଣ୍ଟରେ ନିହାତି ଜଣାଇବେ ।

Leave a Reply

Your email address will not be published. Required fields are marked *