ନିରୁପା ରାୟ ୭୦ ଦଶକ ବହୁତ ପ୍ରଚଳିତ ଅଭିନେତ୍ରୀଥିଲେ ତାଙ୍କ ସମୟରେ ସେ ବହୁତ ପ୍ରସିଦ୍ଧ ଥିଲେ । ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଥିଲା ବର୍ତମାନ ମଧ୍ୟ ଯଦି କେହି ମା ବୋଲି କୁହନ୍ତି ତେବେ ନିରୁପା ରାୟଙ୍କୁ ମନେ ପକାଇଥାନ୍ତି କାହିଁକିନା ସେ ପ୍ରାୟତଃ ସବୁ ଫିଲ୍ମରେ ମା ଅଭିନୟ କରିଛନ୍ତି ।
ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ପୁଅ ମାନେ କିଏ ଅଟନ୍ତି, ତେବେ ଖବର ଅନୁଯାଇ ନିରୁପା ରାୟଙ୍କ ପ୍ପୁଆ ମାନେ ବଲୀଉଡ ଦୁନିଆ ବହୁତ ପ୍ରଚଳିତ ନାମ ଅଟନ୍ତି, ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ ।

ନିରୁପା ରାୟଙ୍କ ଜନ୍ମ ୪ ଜାନୁଆରୀ ୧୯୩୧କୁ ଗୁଜୁରାତରେ ହୋଇଥିଲା, ନିରୁପା ରାୟ କେବେ ଅଭିନେତ୍ରୀ ହବା ପାଇଁ ଇଛା କରୁ ନଥିଲେ କିନ୍ତୁ ତାଙ୍କ ସ୍ବାମୀଙ୍କୁ ଅଭିନେତା ହବାର ବହୁତ ଇଛା ଥିଲା । ଯାହା ପରେ ନିରୁପା ମଧ୍ୟ ନିଜ ସ୍ଵାମୀ ସହ ଏଡ ଦେଲେ ଓ ଗୋଟେ ଗୁଜୁରାତି ଫିଲ୍ମରେ ଅଭିନୟ ମଧ୍ୟ କଲେ କିନ୍ତୁ ଏହା ପରେ ସେ ଆଉ ଅଭିନୟ କଲେ ନାହିଁ ।
କିନ୍ତୁ କିଛି ବର୍ଷ ପ୍ପାରେ ତାଙ୍କୁ ବଲୀଉଡରୁ ଅଫର ଆସିଲା ଓ ସେ ଅଭିନୟ କରିବା ପାଇଁ ନିଜ ସ୍ଵାମୀ ସହ ମୁମ୍ବାଇ ଆସିଲେ । ଏହା ପରେ ତାଙ୍କ ଅଭିନୟ ଦର୍ଶକ ମାନାଙ୍କୁ ବହୁତ ପସନ୍ଦ ଆସିଥିଲା ଓ ସେ ବହୁତ ଗୁଡେ ଫିଲ୍ମ କରିଥିଲେ ଯେଉଁଥିରେ ମର୍ଦ, ଦୋ ବିଗହା ଜାମିନ, ଉଧାରକି ଜିନ୍ଦଗୀ ଇତ୍ୟାଦି ଫିଲ୍ମ ଥିଲେ ।

ଏହି ସବୁ ଫିଲ୍ମ ଦ୍ଵାରା ସେ ବଲୀଉଡ ଦୁନିଆରେ ସବୁଠାରୁ ଭଲ ମା ଅଭିନୟ କରିଥିଲେ । ତେବେ ବହୁତ ବର୍ଷ କାମ କରିବା ପରେ ସ୍ୱାସ୍ଥ୍ୟ ଖରାପ ରହିବାରୁ ନିରୁପା ରାୟ ଅଭିନୟ ଦୁନିଆରୁ ଦୂରେଇ ଗଲେ ଓ ୧୩ ସେପ୍ଟେମ୍ବର ୨୦୦୪ରେ ତାଙ୍କ ହାର୍ଟ ଅଟାକ ଦ୍ଵାରା ମୃତ୍ୟୁ ହୋଇଥିଲା । ତେବେ ନିରୁପା ରାୟଙ୍କ ଦୁଇ ପୁଅ ଅଛନ୍ତି ଯେଉଁଥିରୁ ବଡ ନା ୟୋଗେଶ ଓ ସାନ ନା କିରଣ ଅଟେ ଦୁହେଁ କୌଣସି ବଡ କଳାକାର ନୁହନ୍ତି ।

କିନ୍ତୁ ନିଜ ମା ସମ୍ପତ୍ତି ଭାଗ କରିବା ପାଇଁ ଦୁହିଙ୍କ ମଝିରେ ଝଗଡା ଏତେ ବଢି ଯାଇଛି ଯେ ସାନ ଭାଇ କିରଣ ପୋଲିସ ଥାନାରେ ଏହା କେସ କରିଛନ୍ତି ଯେ ତାଙ୍କ ବଡ ଭାଇ ୟୋଗେଶ ନିଶା ଅବସ୍ତାରେ ତାଙ୍କୁ ମାରିବା ପ୍ପାଇନ ଚେଷ୍ଟା କରୁଥିଲା । କେସ ହବା ପରେ ମଧ୍ୟ ୟୋଗେଶ ନିଜ ଭାଇ ଓ ତା ପରିବାର ଲୋକଙ୍କୁ ହଇରାଣ କରନ୍ତି ଯାହା ଫଳରେ ସେ ଘର ଛାଡି ଚାଲି ଯାଉ ଓ ୟୋଗେଶକୁ ସବୁ ସମ୍ପତ୍ତି ମିଳିଯାଉ ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।