Bollywood ସେଲିବ୍ରେଟି ଯେବେ Public ଆଗରେ ହେଲେ ଲଜ୍ଜିତ, Video ଦେଖି ନ ହସି ରହିପାରିବେନି

ବଲିଉଡ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚ ରେ ରହିଥାନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଲୋକପ୍ରିୟ ରହିଛନ୍ତି । ବଲିଉଡରେ ଅଭିନୟ କରିବା ପାଇଁ ଅନେକ କଳାକାର ମାନେ ଆସିଥାନ୍ତି । କିନ୍ତୁ ଏଥିରେ କିଛି ସଫଳ ହୋଇଥାନ୍ତି ତ ଆଉ କିଛି ନିରାଶ ହୋଇ ଫେରିଥାନ୍ତି । ବଲିଉଡ କଳାକାର ମାନେ ଏମିତି କିଛି ହରକତ ଅନେକ ସମୟରେ କରିଥାନ୍ତି ଯାହା ପାଇଁ ତାଙ୍କୁ ମି-ଡି-ଆ ଆଗରେ ଅପମାନିତ ହେବାକୁ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବଲିଉଡ କଳାକାର ମାନଙ୍କର ମଜାଦାର ହରକତ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ନ ହସି ରହି ପାରିବେ ନାହି । ୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ ଯିଏ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏହି ଭି-ଡି-ଓ ରେ ଅଭିନେତ୍ରୀ କାଜୋଲ ଯାଉଥିବା ସମୟରେ ତାଙ୍କର ଗୋଡ ସ୍ଲିପ ହେଉଛି ଯାହା ପାଇଁ ସେ ତଳେ ପଡି ଯାଉଛନ୍ତି । ତାଙ୍କର ବଡିଗାର୍ଡ ମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ସେଠାରେ ଥିଲେ ମଧ୍ୟ କାଜୋଲ ତଳେ ପଡି ଯାଇଛନ୍ତି ଯାହା ବହୁତ ମଜାଦାର ଭି-ଡି-ଓ ଅଟେ ।

୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ବଲିଉଡ ସୁପର ଷ୍ଟାର ଅକ୍ଷୟ କୁମାର ଯିଏ ନିଜର ଆକ୍ସନ ଓ ଷ୍ଟଣ୍ଡ ପାଇଁ ଖୁବ ଫ୍ଯମସ ହୋଇ ପାରିଛନ୍ତି । ଅଭିନେତା ଅକ୍ଷୟ ବଲିଉଡରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ଜବରଦସ୍ତ ପର୍ଫୋମାସ ଦେଇଛନ୍ତି । ଏହି ଭି-ଡି-ଓ ରେ ସେ ଅଲଗା ଢଙ୍ଗରେ ଅଭିନେତ୍ରୀ ସୋନାକ୍ଷୀଙ୍କ ସହ ଡ୍ୟାନ୍ସ କରୁଛନ୍ତି ଯାହା ମଜାଦାର ଅଟେ ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଯାମି ଗୌତମୀ ଯିଏ ବଲିଉଡରେ ନିଜର ସୁନ୍ଦରତା ଓ ଅଭିନୟ ପାଇଁ ଖୁବ ପରିଚିତ ଅଟନ୍ତି । ସେ ବଲିଉଡରେ ଅନେକ ଫିଲ୍ମରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଭି-ଡି-ଓ ରେ ମଡେଲିଙ୍ଗ କରୁଥିବା ସମୟରେ ତାଙ୍କର ଡ୍ରେସ ଗୋଡରେ ଛନ୍ଦି ହେବାରୁ ସେ ସ୍ଟେଜରେ ପଡି ଯାଉଛନ୍ତି ଯାହା ଦେଖିବାକୁ ବହୁତ ମଜାଦାର ଅଟେ ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଅମିର ଖାନ ଯିଏ ବଲିଉଡରେ ଦବଙ୍ଗ ନାଁ ରେ ପରିଚିତ । ସେ ନିଜର ଦମଦା ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏହି ଭି-ଡି-ଓ ରେ ସେ ଚାଲୁଥିବା ବେଳେ ତଳେ ପଡି ଯାଉଛନ୍ତି ଯାହା ଦେଖିବାକୁ ମଜାଦାର ଲାଗୁଛି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୋନାକ୍ଷୀ ଯିଏ ବଲିଉଡରେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ପରିଚିତ । ଏହି ଭି-ଡି-ଓ ରେ ସୋନକ୍ଷୀ ଅଭିନେତା ଅକ୍ଷୟଙ୍କ ସହ ସ୍ଟେଜରେ ଥିବା ସମୟରେ ତାଙ୍କ ଗୋଡ ସ୍ଲିପ କରି ତଳେ ପଡି ଯାଉଛନ୍ତି ଯାହା ବହୁତ ମଜାଦାର ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *