ବଲିଉଡ King Khanଙ୍କ ପୁଅର କେସ ଲଢିବେ ମୁମ୍ବାଇର ଏହି ବଡ ଓକିଲ, ଦିନକୁ ନେଉଥିବା ଫିସ ଶୁଣି ଉଡିଯିବ ହୋସ…

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଏବେ ଏନସିବୀଙ୍କ ହାତରେ ଗି-ର-ଫ ହୋଇ ରିମାଣ୍ଡରେ ଅଛନ୍ତି । ଏପଟେ କିଙ୍ଗ ଖାନ ଶୁଟିଙ୍ଗ ଛାଡି ସ୍ପେନରୁ ଭାରତ ଫେରି ଆସିଛନ୍ତି । ନିଜ ପୁଅକୁ ମୁକୁଳାଇବା ପାଇଁ କିଙ୍ଗ ଖାନ ବାଛିଛନ୍ତି ସବୁଠାରୁ ବରିଷ୍ଠ ଓକିଲ ସତିଶ ମନିଷସିନ୍ଧେଙ୍କୁ । ମାୟା ନଗରି ମୁମ୍ବାଇରେ ଜଣାଶୁଣା ଓକିଲ ଭାବେ ସତ୍ୟ ମାନେସିନ୍ଧେ ପରିଚିତ ଅଟନ୍ତି । ଅନେକ ବଲିଉଡ ଷ୍ଟାରଙ୍କୁ ଆଇନ ଜାଲରୁ ଖସାଇବାରେ ସଫଳ ହୋଇଛନ୍ତି ଏହି ଆଇନଜୀବୀ ସତିଶ । ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଳାଷ୍ଟ ହେଉ ବା ହିଟାନ ରନ କେସ ହେଉ ମାମଲା ଲଢି ଚର୍ଚ୍ଚାକୁ ଆସିଛନ୍ତି ସତିଶ ।

ବର୍ତ୍ତମାନ କିଙ୍ଗ ଖାନଙ୍କ ପୁଅ ଆର୍ୟାନଙ୍କ ପାଇଁ ଆଇନଜୀବୀ ସତିଶ କରୁଛନ୍ତି ଓକିଲାତି । ୧୯୭୫ ମଶିଆହରେ କର୍ଣ୍ଣାଟକର ଏକ ମଧ୍ୟବିତ୍ତ ପରିବାରରେ ସତିଶ ଜନ୍ମଗ୍ରହଣ କରିଥିଲେ । ବଲିଉଡ ଜଗତରେ ତାଙ୍କର ବହୁତ କ୍ଲାଇଣ୍ଡ ଅଛନ୍ତି । ଆଇନ ପାଠ ସାରିବା ପରେ ୧୯୮୩ରେ ଓକିଲାତି ପେସାକୁ ଆପଣେଇ ଥିଲେ ସତିଶ । ଦୀର୍ଘ ୧୦ ବର୍ଷ ବିଶିଷ୍ଟ ଆଇନଜିବି ରାମଜେଥ ମାଲାନିଙ୍କ ପାଖରେ କାମ କରିବା ପରେ ନିଜେ କେସ ଲଢିବା ଆରମ୍ଭ କରିଥିଲେ । ପ୍ରଥମେ କ୍ରିମିନାଲ କେସ ପରେ ନେତା, ଅଭିନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ କେସ ଲଢି ସେ ଚର୍ଚ୍ଚାକୁ ଆସିଛନ୍ତି ।

ଗୋଟିଏ କେସ ଲଢିବା ପାଇଁ ଆଇନଜୀବୀ ସତିଶ ନିଅନ୍ତି ୧୦ ଲକ୍ଷ ଟଙ୍କା ଠାରୁ ଅଧିକ ଫିସ । ୧୯୯୩ ମସିହାର ଅଭିନେତା ସଞ୍ଜୟ ଦତ୍ତଙ୍କୁ ଯେତେବେଳେ ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଳାଷ୍ଟ ଘଟଣାରେ ଗିରଫ କରା ଯାଇଥିଲା ସେତେବେଳେ ଲିଗାଲ ଟିମର ମେମ୍ବର ଥିଲେ ସତିଶ ମାନେସିନ୍ଧେ । ସଞ୍ଜୟଙ୍କ ବି-ରୁ-ଦ୍ଧ-ରେ ସ-ଙ୍ଗି-ନ ଦ-ଫା ଲାଗିଥିଲେ ମଧ୍ୟ ତାଙ୍କୁ ବେଲରେ ମୁକୁଇଳାଇବାରେ ସକ୍ଷମ ହୋଇଥିଲେ ସତିଶ । ଏହା ପରେ ଦେଶରେ ହାଇ ପ୍ରୋଫାଇଲ ଓକିଲ ଭାବେ ସତିଶ ପରିଚିତ ପାଇଥିଲେ । ସେହିପରି ୨୦୦୨ ରେ ହିଟାନ ରଣ କେସରେ ଫସିଥିବା ସଲମାନ ଖାନଙ୍କ ପାଇଁ ଦେବଦୂତ ସାଜିଥିଲେ ସତିଶ ।

ବଲିଉଡର ଭାଇଜାନଙ୍କ ପାଇଁ କେସ ଲଢି ବେଳ ଆଣିବାରେ ସକ୍ଷମ ହୋଇଥିଲେ ସତିଶ । ଗତ ବର୍ଷ ଡ୍ରଗ୍ସ ମାମଲାରେ ନିଜ ଭାଇଙ୍କ ସହ ଗି-ର-ଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସଙ୍ଗିନ ଦଫାରୁ ବାହାର କରିଥିଲେ ସତିଶ । ଏବେ ଆର୍ୟନଙ୍କ କେସ ଲଢିବା ପରେ ସତିଶ କହିଛନ୍ତି ଯେ ଆର୍ୟନ ସେଦିନ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କୁ ଦୁଇ ଥର ସ୍କ୍ରିନ କରିବା ପରେ ତାଙ୍କ ପାଖରୁ କୌଣସି ନିଶା ଦ୍ରବ୍ଯ ମିଳିନାହି । ଏହା ସହ ଆର୍ୟାନଙ୍କ ପାଖରେ କୌଣସି ଟିକେଟ ନ ଥିଲା । କେବେଳ ୱ୍ହାଟସପ ଚାଟ ଆଧାରରେ ତାଙ୍କୁ ଗି-ର-ଫ କରା ଯାଇଛି ବୋଲି ସତିଶ ଦାବି କରିଛନ୍ତି ।

ବନ୍ଧୁଗଣ ଆପଣ ଅମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *