Bollywoodର ଏହି ଅଭିନେତ୍ରୀ ଯେଉଁମାନେ ହରାଇଛନ୍ତି ନିଜର ପ୍ରଥମ ସନ୍ତାନ

ବଲିଉଡ କଳାକାର ମାନେ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି ବଲିଉଡ ସେଲିବ୍ରେଟି ମାନେ ନିଜର ଷ୍ଟାଇଲିସ ଅନ୍ଦାଜ, ଲୁକ ଓ ପର୍ଶନାଲିଟି ପାନ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ବଲିଉଡ ଅଭିନେତ୍ରୀ ମାନେ ଅଭିନୟ ଦୁନିଆ ବ୍ଯତୀତ ରିୟଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଯେଉଁ ଅଭିନେତ୍ରୀ ମାନେ ମ୍ୟାରେଜ କରିକନ୍ତି ସେମାନେ ପିଲାଙ୍କର ମା ମଧ୍ୟ ହେବାର ନଜର ଆସିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କେଉଁ ଅଭିନେତ୍ରୀ ମାନେ ନିଜର ପ୍ରଥମ ପିଲା ହରାଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଗୌରି ଖାନ : ବଲିଉଡ କିଙ୍ଗ ଖାନଙ୍କ ସ୍ତ୍ରୀ ଗୌରି ଖାନ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗୌରି ଆର୍ୟନ ଖାନଙ୍କ ଜନ୍ମ ପୂର୍ବରୁ ଅନେକ ଥର ତାଙ୍କର ମି-ସ-କ୍ୟା-ରେ-ଜ ହୋଇ ସାରିଛି ବୋଲି ଶାହରୁଖ କହିଛନ୍ତି ।

୨- ଶିଲ୍ପା ସେଠୀ : ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଶିଲ୍ପା ସେଠୀ ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି । ସେ ରାଜ କୁନ୍ଦ୍ରାଙ୍କ ପ୍ରଥମ ସନ୍ତାନ ୩ ମାସର ହେବା ପରେ ତାଙ୍କର ମି-ସ-କ୍ୟା-ରେ-ଜ ହୋଇଥିଲା ।

୩- କାଜୋଲ : ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସ୍ତ୍ରୀ କାଜୋଲ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କର ୨୦୦୧ ରେ ପ୍ରଥମ ସନ୍ତାନ ହେବା ସମୟରେ କୌଣସି ମେଜର କାରଣ ଯୋଗୁ ମି-ସ-କ୍ୟା-ରେ-ଜ ହୋଇଥିଲା ।

୪- କିରଣ ରାଓ : ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କିରଣ ରାଓ ଯିଏ ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ସ୍ତ୍ରୀ ଭାବେ ପରିଚିତ ଅଟନ୍ତି । କିରଣ ମ୍ୟାରେଜ ପରେ ତାଙ୍କର ପ୍ରଥମ ପିଲା ହ-ରା-ଇ ଥିଲେ କାରଣ ତାଙ୍କର ମି-ସ-କ୍ୟା-ରେ-ଜ ହୋଇଥିଲା ।

୫- ରଶ୍ମୀ ଦିଶାଇ : ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରଶ୍ମୀ ଦିଶାଇ ନନ୍ଦିଶଙ୍କ ସହ ବିବାହ କରିଥିଲେ । ରଶ୍ମୀ ପପୁଲାର ସୋ “ଝଲକ ଦିଖ ଲାଜା” ରେ ଡ୍ୟାନ୍ସ କରିବା ସମୟରେ ତାଙ୍କର ମି-ସ-କ୍ୟା-ରେ-ଜ ହୋଇଥିଲା । ଯାହା ପାଇଁ ତାଙ୍କୁ ତାଙ୍କର ପ୍ରଥମ ସନ୍ତାନକୁ ହ-ରା-ଇ-ବା-କୁ ପଡିଥିଲା ।

୬- ଅଙ୍କିତା ଭାର୍ଗର : ଟିଭି ଜଗତର ମସୁର ଅଭିନେତା କରଣ ପଟେଲ ଅଙ୍କିତା ଭାର୍ଗରଙ୍କ ସହ ୨୦୧୫ରେ ମ୍ୟାରେଜ କରିଥିଲେ । ଦୁହେଁ ନିଜର ପ୍ରଥମ ସନ୍ତାନ ୨୦୧୭ରେ କୌଣସି କାରଣ ବଶତ ହ-ରା-ଇ-ଥି-ଲେ ।

୭- ଶ୍ଵେତା ରୋହିରା : ଶ୍ଵେତା ରୋହିରା ୨୦୧୪ରେ ପୁଲକିତ ଶର୍ମାଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି କାରଣ ବଶତ ତାଙ୍କର ପ୍ରଥମ ମି-ସ-କ୍ୟା-ରେ-ଜ ହୋଇଥିଲା ଯାହା ପାଇଁ ସେ ତାଙ୍କର ପ୍ରଥମ ପିଲା ହ-ରା-ଇ-ଥି-ଲେ ।

୮- ଡିମ୍ପି ଗାଙ୍ଗୁଲି : ଡିମ୍ପି ଗାମଗୁଲି ରାହୁଲ ମହାଜନଙ୍କୁ ବିବାହ କରିଥିଲେ । ବିବାହ ପରେ ଡିମ୍ପି ପ୍ରେଗେନେନ୍ଟ ହୋଇଥିଲେ କିନ୍ତୁ ତାଙ୍କର ମି-ସ-କ୍ୟା-ରେ-ଜ ହୋଇଥିଲା ।

୯- ନତାସା ମାଧୱାନୀ : ନତାସା ଅଭିନେତା ଫରଦିନ ଖାନଙ୍କୁ ବିବାହ କରିବା ପରେ ତାଙ୍କର କୌଣସି ଅକରଣ ବଷଟ ମି-ସ-କ୍ୟା-ରେ-ଜ ହୋଇଥିଲା । ଏଥିପାଇଁ ସେ ତାଙ୍କର ଦୁଇଟି ପିଲାଙ୍କୁ ହ-ରା-ଇ-ଥି-ଲେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *