Interesting Gk Questions: ଗୋଟେ ହିଁ ଶବ୍ଦ ଆସିବ, ଗୋଟିଏ ଶ୍ୟାମ୍ପୁର ନାଁ….ଗୋଟିଏ ଗାଁର ନାଁ…..ଗୋଟିଏ ହିରୋର ନାଁ…..?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକି ଆପଣଙ୍କ ସାଧାରଣ ଜ୍ଞାନକୁ ବୁଦ୍ଧି କରିବ । ଏହା ସହିତ ଏହି ପ୍ରଶ୍ନ ଯଦି କୌଣସି ଇଣ୍ଟରଭିୟୁ କିମ୍ବା ପରୀକ୍ଷାରେ ଆସିବ ତେବେ ଆପଣ ସେହି ସମସ୍ତ ପ୍ରଶ୍ନର ଉତ୍ତର ଜଲ୍ଦି ଦେଇ ପାରିବେ । ଏହା ସହିତ ଅନ୍ୟ କେତେକ କ୍ଷେତ୍ରରେ ବି ଏହା ଆପଣଙ୍କୁ ସାହାର୍ଯ୍ୟ କରିବ । ତେବେ ଚାଳନ୍ତୁ ଜାଣିବା ସାଧାରଣ ଜ୍ଞାନ ପ୍ରଶ୍ନ ।

ପ୍ରଶ୍ନ – କେଉଁ ପକ୍ଷୀ ଚାଲିଥାଏ ଓ ଉଡିଥାଏ, କିନ୍ତୁ ଗଛ ଉପରେ ବସି ନ ଥାଏ ?

ଉତ୍ତର – ଟିଟୋନୀ ନାମକ ପକ୍ଷୀ

ପ୍ରଶ୍ନ – ଦୁନିଆର ସବୁଠୁ ଛୋଟ ଯୁଧ୍ୟ କେଉଁ ଦୁଇ ଦେଶ ମଧ୍ୟରେ ହୋଇଥିଲା ?

ଉତ୍ତର – ବ୍ରିଟେନ ଓ ଜଜୀବାର

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ହାତୀଙ୍କ ସଂଖ୍ୟା ସବୁଠୁ ଅଧିକ ?

ଉତ୍ତର – କର୍ଣାଟକ

ପ୍ରଶ୍ନ – ବନବାସ ପରେ ଭଗବାନ ରାମ କେତେ ବର୍ଷ ପର୍ଯ୍ୟନ୍ତ ଶାସନ କରିଲେ ?

ଉତ୍ତର – ୧୧୦୦୦ ବର୍ଷ ପର୍ଯ୍ୟନ୍ତ

ପ୍ରଶ୍ନ – ଉତ୍ତର ପ୍ରଦେଶର ରାଜଧାନୀ କିଏ ?

ଉତ୍ତର – ଲଖନଊ

ପ୍ରଶ୍ନ – ବୁଢିଆଣୀର ଜାଲ କେଉଁ ଜିନିଷ ଦ୍ଵାରା ତିଆରି ହୋଇଥାଏ ?

ଉତ୍ତର – ପ୍ରୋଟିନ ଦ୍ଵାରା

ପ୍ରଶ୍ନ – ତାହା କଣ ଅଟେ ଯାହାକୁ ମାରିବା ଦ୍ଵାରା ନିଆଁ ଜଳି ଥାଏ ଓ ଲିଭି ଯାଏ ?

ଉତ୍ତର – ଫୁକ

ପ୍ରଶ୍ନ – କେଉଁ ବିଛଣା ଉପରେ କେହି ବି ଶୋଇବାକୁ ଚାହାନ୍ତି ନାହିଁ, କିନ୍ତୁ ସମସ୍ତଙ୍କୁ ଶୋଇବାକୁ ପଡିଥାଏ ?

ଉତ୍ତର – ଅର୍ଥୀ ଉପରେ

ପ୍ରଶ୍ନ – ତାହା କଣ ଅଟେ ଯାହାକୁ କେବଳ ସେ ହିଁ ଦେଖି ପାରିବ ଓ ଯାହାକୁ କେବେଳ ଥରେ ଦେଖି ପାରିବେ ଆଉ ଥରେ ନୁହେଁ ?

ଉତ୍ତର – ତାର ସ୍ଵପ୍ନ

ପ୍ରଶ୍ନ – ଆପଣଙ୍କ ପାଖରେ ରହିଥାଏ, ତଥାପି ଆପଣ ତାକୁ ଦେଖି ପାରିବେ ନାହିଁ, ତାହା କଣ ଅଟେ ?

ଉତ୍ତର – ପବନ

ପ୍ରଶ୍ନ – ଏମିତି କେଉଁ ମା ଅଛି ଯିଏ ସବୁବେଳେ ବୁଲୁଥାଏ ?

ଉତ୍ତର – ପୃଥିବୀ ମା

ପ୍ରଶ୍ନ – କଳା ପାଣିର ଦଣ୍ଡ ଶୁଣି ଅପରାଧୀ କାହିଁକି ଭୟଭୀତ ହୋଇଥାଏ ?

ଉତ୍ତର – କାରଣ ସେଠି ତାଙ୍କୁ ଭୋକିଲା ରଖା ଯାଏ

ପ୍ରଶ୍ନ – ପୋଲିସରେ ଭର୍ତ୍ତି ହେବା ପାଇଁ କେତେ ଉଚ୍ଚତା ଦରକାର ?

ଉତ୍ତର – ୧୬୫ ସେଣ୍ଟିମିଟର

ପ୍ରଶ୍ନ – ସବୁଠୁ ମହଙ୍ଗା ପଶୁ କିଏ ?

ଉତ୍ତର – ଘୋଡା ଦୌଡରେ ଦୌଡୁଥିବା ଘୋଡା

ପ୍ରଶ୍ନ – କେଉଁ ଦେଶରେ PUBG ଖେଳନ୍ତି ନାହିଁ ?

ଉତ୍ତର – ଚୀନ ଦେଶର ଲୋକମାନେ

ପ୍ରଶ୍ନ – ମନୁଷ୍ୟ ସର୍ବେ ପ୍ରଥମେ କେଉଁ ଫଳକୁ ଖାଇ ଥିଲେ ?

ଉତ୍ତର – ଖଜୁରୀକୁ

ପ୍ରଶ୍ନ – ଅମିତାଭ ବଚ୍ଚନଙ୍କ ଜନ୍ମ ଯେଉଁ ରାଜ୍ୟରେ ହୋଇଥିଲା ?

ଉତ୍ତର – ଉତ୍ତର ପ୍ରଦେଶ

ପ୍ରଶ୍ନ – କେଉଁ ଦେଶରେ ଦୁଇ ଜଣ ରାଷ୍ଟ୍ରପତି ହୋଇଥାନ୍ତି ?

ଉତ୍ତର – ସାନ ମାରିନୋ ଦେଶରେ

ପ୍ରଶ୍ନ – ସବୁଠୁ ଅଧିକ ଡେଙ୍ଗୁ ମସା କେଉଁ ଦେଶରେ ଦେଖା ଯାଆନ୍ତି ?

ଉତ୍ତର – ଭାରତରେ

ପ୍ରଶ୍ନ – କୁକୁର ଅଜଣା ବ୍ୟକ୍ତିକୁ ଦେଖି କାହିଁକି ଭୋକିଥାନ୍ତି ?

ଉତ୍ତର – ନିଜ ଅଞ୍ଚଳକୁ ସୁରକ୍ଷା କରିବା ପାଇଁ

ପ୍ରଶ୍ନ – ରକେଟର ଆବିଷ୍କାର କେବେ ହୋଇଥିଲା ?

ଉତ୍ତର – ୧୬ ମାର୍ଚ୍ଚ ୧୯୨୬

ପ୍ରଶ୍ନ – ଭାରତର ସବୁଠୁ ସୁନ୍ଦର ଜିଲ୍ଲା କିଏ ?

ଉତ୍ତର – Pink City

ପ୍ରଶ୍ନ – କମ ଖାଇବା ଦ୍ଵାରା ଶରୀର ଉପରେ କଣ ପ୍ରଭାବ ପଡିଥାଏ ?

ଉତ୍ତର – ଶରୀରର ଓଜନ କମ ହେବାକୁ ଲାଗିଥାଏ

ପ୍ରଶ୍ନ – ଭାରତର ସବୁଠୁ ବଡ ବିଲଡିଙ୍ଗରେ କେତୋଟି ରୁମ ଅଛି ?

ଉତ୍ତର – ୩୮୦ ରୁମ

ପ୍ରଶ୍ନ – ମନୁଷ୍ୟର ହୃଦୟର ଓଜନ କେତେ ?

ଉତ୍ତର – ୨୫୦ ରୁ ୩୦୦ ଗ୍ରାମ ପର୍ଯ୍ୟନ୍ତ

ପ୍ରଶ୍ନ – ଭାରତରେ ମୋଟ କେତୋଟି ମନ୍ଦିର ଅଛି ?

ଉତ୍ତର – ଦୁଇ କୋଟି

ପ୍ରଶ୍ନ – ହାତୀର ଓଜନ କେତେ କିଲୋ ?

ଉତ୍ତର – ୫୦୦୦ କିଲୋ

ପ୍ରଶ୍ନ – ଗୋଟିଏ ଶ୍ୟାମ୍ପୁର ନାଁ

ଗୋଟିଏ ଗାଁର ନାଁ

ଗୋଟିଏ ହିରୋର ନାଁ

ଗୋଟିଏ ପର୍ବତର ନାଁ

ଏହି ସବୁର ଉତ୍ତର ଗୋଟିଏ ହିଁ ଶବ୍ଦ ଆସିବ ?

ଉତ୍ତର – ହିରୋ ନାଁ ହିମାଳୟ ଦାସାନୀ

ହିମାଳୟ ଶ୍ୟାମ୍ପୁ

ହିମାଲାୟ ପର୍ବତ

ହିମାଳୟ ଗାଁ

Leave a Reply

Your email address will not be published. Required fields are marked *