ଯଦି ଆପଣଙ୍କ ପାଖରେ ଅଛି ପୁରୁଣା 1 ଟଙ୍କିଆ ନୋଟ, ତେବେ ଘରେ ବସି ଆପଣ ପାଇ ପାରିବେ 7ଲକ୍ଷ ଟଙ୍କା… ଜାଣନ୍ତୁ କେମିତି

ନମସ୍କାର ବନ୍ଧୁଗଣ । ପୁରୁଣା ମୁଦ୍ରା ବ୍ୟବହାର କରୁଥିବା ଲୋକ ମାନଙ୍କ ପାଇଁ ଖୁସି ଖବର ଆସି ପହଞ୍ଚିଛି । ଯେଉଁମାନଙ୍କ ପାଖରେ ପୁରୁଣା ମୁଦ୍ରା ରହିଛି ସେମାନେ ଘରେ ବସି ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହ ଅଧିକ ଟଙ୍କା ରୋଜଗାର କରି ପାରିବେ । କାରଣ ୧ ଟଙ୍କା ବଦଳରେ ଆପଣଙ୍କୁ ମିଳି ପାରିବ ୭ ଲକ୍ଷ ଟଙ୍କା । ପ୍ରାୟ ୨୬ ବର୍ଷ ପୂର୍ବେ ଭାରତ ସରକାରଙ୍କ ପାଖ ରୁ ୧ ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରା ଯାଇଥିଲା ।

ପରେ ୨୦୧୫ ମସିହା ଜାନୁଆରୀ ମାସରେ ୧ ଟଙ୍କାର ପୁନ ସଂସ୍କରଣ ଅଣାଯିବା ପରେ ଏହାକୁ ପୁଣି ଥରେ ଏକ ନୂଆ ରୂପ ଦିଆ ଯାଇଥିଲା । ବଜାରର ଲେନଦେନରେ ବ୍ୟବହୃତ କରାଗଲା । ୧୯୩୦ ମସିହା ସମୟରେ ବ୍ରିଟିଶ ରାଜା ସମୟରେ ବଜାରରେ ଉପଲବ୍ଧ କରା ଯାଇଥିଲା । ଏବେ ଏହି ନୋଟ ବାବଦରେ ୭ ଲକ୍ଷ ଟଙ୍କା ମିଳି ପାରିବ ।

କିନ୍ତୁ ଏହି ନୋଟରେ ଯେ ଡବ୍ଲୁ କେଲିକଙ୍କ ସିଗନେଚର ଥିବା ଦରକାର । ସେହିପରି ୧୯୯୭ ମସିହାରେ ୧ ଟଙ୍କା ନୋଟ ବଦଳରେ ଆପଣଙ୍କୁ ୫୭ ହଜାର ଟଣକ ମିଳି ପାରିବ । କେବଳ ଏତିତକୀ ନୁହେଁ ୧୯୬୬ ମସିହାର ୧ ଟଙ୍କିଆ ନୋଟ ବଦଳରେ ୪୫ ହଜାର ଟଙ୍କା ମିଳି ପାରିବ ।

କେବଳ ଏହି ସବୁ ନୋଟର ଅର୍ଥ ମନ୍ତ୍ରାଳୟ ର ପୂର୍ବତନ ସଚିବ ଇରୁ ଭାଇ ଇଂ ପଟେଲଙ୍କ ଦସ୍ତଖତ ଥିବା ଆବଶ୍ୟକ । ୧୯୭୭ ରୁ ୧୯୮୯ ମସିହା ଯାଏଁ ପ୍ରଧାନମନ୍ତ୍ରୀ ମରା ଦେସାଇଙ୍କ ଅଧୀନରେ ଇରୁ ଭାଇ ପଟେଲ କାର୍ଯ୍ୟ କରିଥିଲେ । ଯିଏ ଇନ୍ଦିରାଗାନ୍ଧି ଙ୍କୁ ପରାସ୍ତ କରି କ୍ଷମତାକୁ ଆସିଥିଲେ ।

ସେହି ସମୟରେ ଏହା ଭାରତର ପ୍ରଥମ ଇଂରେଜ ସରକାର ରହିଥିଲେ । ଯଦି ଆପଣଙ୍କ ପାଖ ରେ ଏହି ନୋଟ ଗୁଡିକ ମଧ୍ୟରୁ ତେବେ ସେମାନଙ୍କୁ କଏନ ବଜାର ୱେବ ସାଇଟ ଯାଇ ନିଜ ନାମ, ଇମେଲ ଆଇଡି, ସଂପୂର୍ଣ୍ଣ ଠିକଣା ସହ ବିବରଣୀ ଦେଇ ଏକ ଆକାଉଣ୍ଟ ତିଆରି କରିବାକୁ ପଡିବ । ଏହା ପରେ ୱେବ ସାଇଟ ରେ ଅନ ଲାଇନ ଜରିଆରେ ପୁରୁଣା ନୋଟକୁ ବିକ୍ରି କରି ପାରିବେ ।

ଏହା ସହ ନୋଟ ଅଧିକ ମୁଲ୍ୟ ନିଧାର୍ଯ୍ୟ କରାଯାଇ ପାରିବ । ଫଳରେ ଯେଉଁ ବ୍ୟକ୍ତି ମାନେ ପୁରୁଣା ନୋଟକୁ କିଣିବାକୁ ଆଗ୍ରହ ଥିବେ ସେମାନେ ଅନ ଲାଇନ ମାଧ୍ୟମରେ କିଣି ପାରିବେ ବୋଲି ସୂଚନା ରହିଛି । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ ଅଛି ତେବେ ଏହି ପ୍ରକ୍ରିୟା ଅବଲମ୍ବନ କରି ଆପଣ ଘରେ ବସି ଲକ୍ଷାଧିକ ଟଙ୍କା ରୋଜଗାର କରି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ ନିୟମକୁ ନେଇ ମତାମତ କଣ ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *