Bollywoodର ଫେମସ ଅଭିନେତ୍ରୀ Mumtazଙ୍କ ଝିଅ ଦେଖିବାକୁ ତାଙ୍କ ଠାରୁ ବହୁତ ସୁନ୍ଦର ଓ ହଟ

ବଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ବିଶେଷ କରି ୭୦ ଦଶକର କଳାକାର ମାନଙ୍କୁ ଦର୍ଶକ ଆଜି ବି ମନେ ରଖିଛନ୍ତି । ସେମାନଙ୍କ ମଧ୍ୟ ରୁ ଅଭିନେତ୍ରୀ ମୁମତାଜ ମସୁର ଅଭିନେତ୍ରୀ ଭାବେ ବଲିଉଡ ରେ ପରିଚିତ ଅଟନ୍ତି । ସେ ନିଜର ସୁନ୍ଦରତା ସହ ଜବରଦସ୍ତ ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହିଛନ୍ତି । ସେ ଦେଖିବାକୁ ଏତେ ସୁନ୍ଦର ଯେ ଯେବେ ତାଙ୍କୁ ୧୮ ବର୍ଷ ହୋଇଥିଲା ଅଭିନେତା ସମି କପୁର ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

କିନ୍ତୁ ମୁମ୍ତାଜ ବଲିଉଡ ଇଣ୍ଡଷ୍ଟ୍ରି ଛାଡିବାକୁ ଚାହୁଁ ନ ଥିଲେ । ତେଣୁ ସେ ଏହି ପ୍ରସ୍ତାବ କୁ ମନା କରିଥିଲେ । ସେ ୧୯୭୪ ମସିହା ରେ ମସୁର ବିଜନେସ ମ୍ୟାନ ମୟୂର ମାଧବାନୀ ଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୋଇଥିଲେ । ଏହା ପରେ ମୁମ୍ତାଜ ବଲିଉଡ ଛାଡି ଲଣ୍ଡନ ଚାଲି ଯାଇଥିଲେ । ମୁମତାଜ ଓ ମୟୂର ଙ୍କର ଦୁଇ ଝିଅ ଅଛି । ତାଙ୍କର ନାଁ ହେଉଛି ନତାସା ମାଧବାନି ଓ ତାନିୟା ମାଧବାନୀ । ମୁମତାଜ ଙ୍କ ଝିଅ ନତାଶା ମାଧବାଣୀ ଙ୍କ ବିବାହ ବଲିଉଡ ଅଭିନେତା ଫରଦିନ ଖାନ ଙ୍କ ସହ ୨୦୦୫ ରେ ହୋଇଥିଲା । ତାଙ୍କ ଛୋଟ ଝିଅ ତାନିୟ ମଧ୍ୟ ବିବାହିତା ଅଟନ୍ତି । ତାନିୟା ଙ୍କର ଗୋଟେ ପୁଅ ଅଛି ।

ତାନିୟା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ସକ୍ରିୟ ରହିଥାନ୍ତି । ସେ ନିଜ ଇଂଷ୍ଟାଗ୍ରାମ ରେ ନିଜର ହାତ ଓ ବୋଲ୍ଡନେସ ଫ୍ବୋଟୋ ଶେୟାର କରିଥାନ୍ତି । ତାନିୟା ଏତେ ସୁନ୍ଦର ହୋଇଥିଲେ ମଧ୍ୟ ବଲିଉଡ ରେ ତାଙ୍କର ଅଭିନୟ ପ୍ରତି ଇଚ୍ଛା ନ ଥିବାରୁ ସେ ଆଜି ଯାଏଁ ବଲିଉଡ କୁ ଆସି ନାହାନ୍ତି । ସେ ତାଙ୍କର ବିଦେଶୀ ବଏଫ୍ରେଣ୍ଡ ମାର୍କୋ ଶିରୟା ଙ୍କ ସହ ୨୦୦୫ରେ ମ୍ୟାରେଜ କରିଥିଲେ । ତାଙ୍କ ନାଁ ଅଭିନେତା ଉଦୟ ଚୋପ୍ରା ଙ୍କ ସହ ଯୋଡା ଯାଇଥିଲେ ମଧ୍ୟ ସେ ନିଜର ପ୍ରେମିକ ସହ ବିବାହ କରିଥିଲେ । ତାନିୟା ଦେଖିବାକୁ ଯେତିକି ସୁନ୍ଦର ସେ ନିଜର ଫିଟନେସ ପ୍ରତି ସେତିକି ସଜାଗ ରୁହନ୍ତି ।

ଏହା ସହ ସେ ନିଜ ପରିବାର ସହ ଅଲଗା ଅଲଗା ଦେଶ ବୁଲିବାକୁ ପସନ୍ଦ କରନ୍ତି । ସେ ଲଣ୍ଡନରେ ଲକଜରି ଲାଇଫ ବିତାଇବା ସହ ମହଙ୍ଗା ଜିନିଷ ପସନ୍ଦ କରନ୍ତି । ସେ ନିଜର ବିକିନି ଫୋଟୋ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିଥାନ୍ତି । ତାନିୟା ନିଜ ମା ମୁମତାଜ ଙ୍କ ସହ ଅନେକ ଫୋଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିଥାନ୍ତି । ସେ ବଲିଉଡ ରେ ଦୂରରେ ଥିଲେ ମଧ୍ୟ ନିଜର ବୋଲ୍ଡନେସ ଓ ସୁନ୍ଦରତା ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ତାନିୟା ଦେଖିବାକୁ ସେତିକି ଗରଜେସ ଠିକ ତାଙ୍କ ମା ମୁମତାଜ ଙ୍କ ପରି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *