ବନ୍ଧୁ କରନ୍ତୁ କିନ୍ତୁ ଦରକାର ଠାରୁ ଅଧିକ କାହା ଉପରେ ଭରସା କରନ୍ତୁ ନାହିଁ
ଗୁରୁ ଶୁକ୍ରାଚାର୍ଜ୍ୟ ଚତୁର ନୀତିକାର ଥିଲେ । ସେ ନିଜର ନୀତିଗୁଡିକୁ ଲିପିବଦ୍ଧ କରି ଶୁକ୍ରନୀତି ନାମକ ପ୍ରସିଦ୍ଧ ନୀତିଗ୍ରନ୍ଥର ରଚନା କଲେ । ଏହି ନୀତିକୁ ଯିଏ ବି ଅନୁସରଣ କରିଥାଏ ,ତାର ଜୀବନ ଭଲ ଏବଂ ଚରିତ୍ର ପବିତ୍ର …
ଆହୁରି ପଢନ୍ତୁ