କାହିଁକି ହୁଏ ୟୁରିନ ଇଁଫେକସନ ? ଏହାର ଲକ୍ଷଣ ଓ ନିରାକରଣ- Dr. Biswajit Nanda

ମଣିଷ ଜୀବନରେ ଆଜିକା ସମୟରେ ଯେତେ ରୋଗ ଅଛି ତାହା ବହୁତ ଅଧିକ ଅଟେ । କେହି ଏମିତି ନାହାନ୍ତି ଯାହାକୁ କିଛି ହେଇ ନାହିଁ ଓ ସେ ସ୍ଵସ୍ଥ ଅଛନ୍ତି । ତେବେ ପ୍ରାୟତଃ ଲୋକଙ୍କୁ ପରିଶ୍ରା ଇଁଫେକସନ ହୋଇଥାଏ, …

ଆହୁରି ପଢନ୍ତୁ

ଖାଇସାରିବା ପରେ ୧ ଚାମଚ ଏହି ଗୁଣ୍ଡ ଖାଆନ୍ତୁ, ମାସକ ଭିତରେ ଡାଇବେଟିସ ଗାଏବ ହୋଇଯିବ- Health Tips

ଆଜି ଆମେ ଆପଣଙ୍କ ସହିତ ଆଲୋଚନା କରିବୁ ଟେଷ୍ଟ ଆଣ୍ଡ ଟ୍ରାଇ ଉପଚାର ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଚମତ୍କାରୀ ଅଟେ । ଏହା ଡାଇବେଟିସ ଛଡା ଆଉ ଅନେକ ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆସନ୍ତୁ …

ଆହୁରି ପଢନ୍ତୁ

ଶୀତ ଦିନରେ ଗୋଡ ଫଟା, ରୁପି ସମସ୍ଯାର ଉପଚାର- Dr Kishan Agarwal

ସିଟ ଦିନରେ ପ୍ରାୟତଃ ଲୋକଙ୍କୁ ଗୋଦା ହାତ ଫାଟିବା ସମସ୍ଯା ଉତପନ ହୋଇଥାଏ ତେବେ କଣ ଆପଣ ଜାଣିଛନ୍ତି ଏହି ଭଳି ସମସ୍ଯା କଣ ପାଇଁ ହୋଇଥାଏ । ତେବେ ଯଦି ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ କହି ରଖୁଚୁ …

ଆହୁରି ପଢନ୍ତୁ

ଶିତ ଦିନେ କେମିତି ନେବେ ତ୍ଵଚାର ଯତ୍ନ ? ଘରୋଇ ଉପଚାର- Dr. Kishan Agarwal

ସିତ ଦିନରେ ଆମ ଚାର୍ମ ଶୁଷ୍କ ହୋଇଯାଏ ଓ ଚର୍ମ ଧଳା ଧଳା ଦେଖାଯାଏ । ଯେତେବେଳେ ସ୍କିନ ବେଶୀ ଶୁଷ୍କ ହୋଇଯାଏ ସେତେବେଳେ କୁଣ୍ଡାଇ ହେବା ଆରମ୍ଭ ହୁଏ । ସ୍କିନ ଶୁଷ୍କ ହୋଇ ମସ୍ତର କମିଯାଏ ସେଥି ପାଇଁ …

ଆହୁରି ପଢନ୍ତୁ

ଚଷମାକୁ କହିବାର ଅଛି ବାଏ ବାଏ ତ ଆପଣାନ୍ତୁ ଏହି ଟିପ୍ସ- Acharya Balkrishna

ସକାଳୁ ଉଠି ପାଟିରେ ପାଣି ଭର୍ତି କରି ମୁହଁ ରେ ପାଣି ଛିଟା ମାରିବା ଦ୍ଵାରା ଆପଣଙ୍କର ଚକ୍ଷୁ ସମସ୍ଯା ଦୂର ହୋଇଥାଏ । ଏହା ଆପଣ ଛୋଟ ଛୁଆ, ବୃଦ୍ଧ ବ୍ୟକ୍ତି ସକାଳୁ ଉଠି ପଟି ରେ ପାଣି ଭର୍ତି …

ଆହୁରି ପଢନ୍ତୁ

ବ୍ରେଷ୍ଟ ସାଇଜକୁ କିଭଳି ଅଧିକ ସୁନ୍ଦର କରିହେବ- Dr Akshay Rout  

ସ୍ତନ ମହିଳାଙ୍କ ଏମିତି ଗୋଟେ ଅଙ୍ଗ ଯାହା ଅଧିକ ବଧିଗଲେ ମଧ୍ୟ ମହିଳା ଅଜବ ଦେଖା ଦିଅନ୍ତି ଓ ବହୁତ କମି ଗଲେ ମଧ୍ୟ ମହିଳା ଅଜବ ଦେଖା ଦିଅନ୍ତି । ତେବେ ମହିଳାଙ୍କ ଶରୀର ଏମିତି ଗୋଟେ ଗଢନ ଅନୁଯାଇ …

ଆହୁରି ପଢନ୍ତୁ

ଏହି ଗୋଟିଏ ଉପାୟ ଅପଣାନ୍ତୁ ଓ ଫଟା ଗୋଇଠିର ସମସ୍ଯାରୁ ପାଆନ୍ତୁ ମୁକ୍ତି- Acharya Balkrishna

ମହିଳାଙ୍କ ଗୋଇଠି ଫାଟିବା ବହୁତ ସାମାନ୍ୟ ସମସ୍ଯା ହୋଇଯାଇଛି । ଆଜିକା ସମୟରେ ଯାହାର ଦେଖନ୍ତୁ ଗୋଇଠି ଫାଟିଚି, ତେବେ ଏହି ସମସ୍ଯା ପାଇଁ ଚାଲିବାକୁ ମଧ୍ୟ ବହୁତ କଷ୍ଟ ଲାଗିଥାଏ ଓ ଆପଣ ନିଜ ପସନ୍ଦ ହିଲ ବା ଚପଲ …

ଆହୁରି ପଢନ୍ତୁ

ଏହି ଗୋଟିଏ ପତ୍ର-୯୦ ବର୍ଷ ପର୍ଯ୍ୟନ୍ତ ରୋଗ ହେବାକୁ ଦେବନି- Acharya Balkrishna

ଭାରତୀୟ ସଂସ୍କୃତିରେ ଆୟୁର୍ବେଦ ର ବହୁତ ମହତ୍ଵ ଅଟେ, ଆୟୁର୍ବେଦ ବହୁତ ପୁରୁଣା ଚିକିତ୍ସା ହୋଇଥାଏ ଯାହା ଦ୍ଵାରା ମଣିଷ ସ୍ଵସ୍ଥ ହବା ସହ ନୂଆ ଜୀବନ ପ୍ରାପ୍ତ କରି ଥାଏ । ଇଂରାଜୀ ଔଷଧ ଖାଇବା ଦ୍ଵାରା ଅମଣିଷ ଗୋଟେ …

ଆହୁରି ପଢନ୍ତୁ

୧୦ ବର୍ଷ ପୁରୁଣା ଯାଦୁ, କାଛୁ, କୁଣ୍ଡିଆ କେବଳ ଗୋଟେ ଦିନରେ ହୋଇଯିବ ଭଲ – Ringworm Solution

ଦୁନିଆରେ ଲୋକଙ୍କୁ ବହୁତ ପ୍ପ୍ରାକାର ରୋଗ ହୋଇଥାଏ ତେବେ ଯାଦୁ, କାଛୁ, କୁଣ୍ଡିଆ ବହୁତ ଲୋକଙ୍କୁ ହୋଇଥାଏ ଓ ସେ ଏହାର ସଂପୂର୍ଣ୍ଣ ଚିକିତ୍ସା ଜାଣି ପାରନ୍ତି ନାହିଁ ଓ ଏହି କଷ୍ଟକୁ ବହୁତ ସମୟ ଧରି ସହି ଥାନ୍ତି । …

ଆହୁରି ପଢନ୍ତୁ

କେଉଁ ସମୟରେ ପାଣି ପିଇବା ଉଚିତ- Acharya Balkrishna

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେବେଳେ ଛୁଆ ଜନ୍ମ ହୋଇଥାଏ ସେତେବେଳେ ତା ଶରୀରରେ ପାଣି ପରିମାଣ ୭୫% ହୋଇଥାଏ କିନ୍ତୁ ଯେମିତି ଯେମିତି ଛୁଆ ବଡ ହବାକୁ ଲାଗିଥାଏ ତା ଶରୀରରେ ପାଣି ମାତ୍ରା କମିବାକୁ ଲାଗିଥାଏ । ତେବେ …

ଆହୁରି ପଢନ୍ତୁ