ବିଚ୍ ରାସ୍ତାରେ ଯୁବକ-ଯୁବତୀଙ୍କ କଲେ ଏଭଳି କାଣ୍ଡ, ଚଳନ୍ତା ସ୍କୁଟିରେ କଲେ ଜବରଦସ୍ତ ରୋମାନ୍ସ, ଦେଖନ୍ତୁ ଭାଇରାଲ Video

ବିଚ ରାସ୍ତା ରେ ରୋମାନ୍ସ ଚାଲିଛି । ସ୍କୁଟି ଉପରେ ଖୁଲମ ଖୁଲା ପ୍ୟାର ଚାଲିଛି । ଭାଇରାଲ ହେଲା ଭିଡିଓ ଆଉ ବାନ୍ଧି ନେଲା ପୋଲିସ । ହଁ ଦର୍ଶକ ବନ୍ଧୁ କଥା ରେ ଅଛି ଲୋକେ ପ୍ରେମରେ ଅନ୍ଧ ହୋଇ ଯାଆନ୍ତି । ପୁଣି ଏମିତି ବି କୁହାଯାଏ ବିଲେଇ ଆଖି ବୁଜି କ୍ଷୀର ପିଉଛି ଭାବୁ ନାହି କିଏ ଦେଖୁନି । ଏ ଦୁଇଟି ଯାକ ଉକ୍ତି କୁ ଯଥାର୍ଥ କରିଲା ଭଳି ହେଉଛି ଏହି ଭିଡିଓ ଟି ଯାହା ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ଥରେ ନଜର ପକାନ୍ତୁ ଦର୍ଶକ ବନ୍ଧୁ କେମିତି ଯୁବକ ଯୁବତୀ ବିଚ ରାସ୍ତା ରେ ଭିଡ ଭିତରେ ଚାଲିଛି ରୋମାନ୍ସ ଦୁହିଙ୍କର । ତା ପୁଣି ଚଳନ୍ତା ସ୍କୁଟି ଉପରେ । ପ୍ରେମିକ ଜଣକ ସ୍କୁଟି ଚଲାଉଛନ୍ତି । ଆଉ ଆଗ ପଟୁ ମୁହଁ କରି ବସିଛି ପ୍ରେମିକା । ଜବରଦସ୍ତ ଆଲିଙ୍ଗନ ଜବରଦସ୍ତ ଚୁମ୍ବନ ଚଳାଇଛି ଦୁଇ ପ୍ରେମୀ ଯୁଗଳଙ୍କର । ନା ପ୍ରାଇଭେସୀ ର ଚିନ୍ତା ନା ଲୋକ ଲଜ୍ୟା ର ଭୟ ଅଛି ଏହି ଦୁଇ ଜଣଙ୍କୁ ।

ଲଭର ଙ୍କ ପ୍ରେମ ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି । ଯୁବ ପିଢୀ ଙ୍କ ଏଭଳି କାରନାମା କୁ ନିନ୍ଦା କରୁଛନ୍ତି ନେଟିଜେନ । ଦର୍ଶକ ବନ୍ଧ ଭାଇରାଲ ହେଉଥିବା ଏହି ଭିଡିଓ ଟି ଲକ୍ଷ୍ନୌ ହାଜରତଗନ୍ତ ଅଞ୍ଚଳର ବୋଲି ସୂଚନା ମିଳିଛି । ସିସିଟିଭି ଫୋଟେଜ ଆଧାର ରେ ପୋଲିସ ଯୁବକ ଙ୍କୁ ଗିରଫ କରିଥିବା ବେଳେ ଝିଅ ଟି ନାବାଳିକା ବୋଲି ଜଣା ପଡିଛି ।

ତେବେ ଯୁବ ପିଢୀ ଦୁଇ ଜଣ ରୋମାନ୍ସ ରେ ଏତେ ମଜି ଯାଇଛନ୍ତି ଯେ ତାଙ୍କୁ ରାସ୍ତା ଘାଟ କିଛି ଜଣା ପଡିଲା ନାହି । ତେବେ ଏହି ଭିଡିଓ ଟି ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ଏହି ଭିଡିଓ କୁ ଦେଖି ଖୁବ ନିନ୍ଦା କରୁଛନ୍ତି । ସତରେ ଯେବେ ଏହି ଭିଡିଓ ଟି ପୁଅ ବା ଝିଅର ବାପା ମା ଦେଖିଥିବେ ତାଙ୍କୁ କେମିତି ଲାଗୁଥିବ ଓ କଣ ଅନୁଭବ ହେଉଥିବ ତାହା ସ୍ପଷ୍ଟ ବାରି ହେଉଛି ।

ତେବେ ପ୍ରେମରେ ଲୋକେ ଏଭଳି କାରନାମା କରିବାର ନଜର ଆସୁଛନ୍ତି ଯାହାକୁ ଦେଖି ନ ଦେଖିଲା ଲୋକ ବି ଦେଖିବାକୁ ବାଧ୍ୟ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *