ଏହି ହାତରେ ପିନ୍ଧିଥିବା ସୁନା ଆଣିଥାଏ ଦୁର୍ଭାଗ୍ୟ ! ଆପଣ ପିନ୍ଧୁ ନାହାନ୍ତି ତ?

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତେକ ଧାତୁର ଆମ ଜୀବନ ଉପରେ ପ୍ରଭାବ ପଡିଥାଏ କାରଣ ଏହି ସବୁ ସୌରମଣ୍ଡଳରେ ଥିବା ଗ୍ରହଙ୍କର ସମ୍ପର୍କ ହୋଇଥାଏ । ପ୍ରତେକ ଧାତୁଙ୍କର ଗ୍ରହ ମାନଙ୍କ ସହ ସମ୍ପର୍କ ଅଛି । ଏହି ଗ୍ରହ ସେହି ଧାତୁଊ ନିଜ ଅନୁଯାୟୀ ପ୍ରଭାବିତ କରିଥାନ୍ତି । ଚାନ୍ଦି, ସୁନା ବା ମହଙ୍ଗା ରତ୍ନ ବା ହିରାରେ ତିଆରି ଆଭୂଷଣ ଆମ ଜୀବନରେ ସୁଧାର ଆଣିପାରନ୍ତି କିମ୍ବା ବିଗଡାଇ ପାରନ୍ତି । ଯଦି ଆପଣ ସୁନା ପିନ୍ଧିକି କିଛି ସମସ୍ୟାରେ ପଡ଼ୁଛନ୍ତି ତେବେ ଆଯୀ ଆମେ ଆପଣଙ୍କୁ ଜ୍ଯୋତିଷ ଅନୁଯାୟୀ ସୁନାର ଶୁଭ ଓ ଅଶୁଭ ବିଷୟରେ କହିବାକୁ ଯାଉଛୁ ଏବଂ ଏହାର ପ୍ରୟୋଗ କିପରି କରିବେ ।

୧- ବାମ ହାତରେ ସୁନା ପିନ୍ଧିଲେ କୌଣସି ବିଶେଷଜ୍ଞ ଙ୍କ ଠାରୁ ପରାମର୍ଶ ନିଅନ୍ତୁ କିମ୍ବା ଯେବେ ଆବଶ୍ୟକତା ଥିବ ସେହି ସମୟରେ ଧାରଣ କରନ୍ତୁ । ବାମ ହାତରେ ସୁନା ପିନ୍ଧିଲେ କିଛି ଲୋକ ସମସ୍ୟାରେ ପଡି ପାରନ୍ତି ।

୨- ଯଦି ସନ୍ତାନ ହେଉ ନାହି ତେବେ ରିଙ୍ଗ ଫିଙ୍ଗର ରେ ସୁନା ଧାରଣ କରିବା ଉଚିତ । ସୁନା ଧୀରେ ଧୀରେ ନିଜର ଆସର ଦେଖାଇଥାଏ ଓ ସନ୍ତାନ ଯୋଗରେ ବାଧା ଦେଉଥିବା ଗ୍ରହକୁ ଦୂର କରିଥାଏ ।

୩- କିଛି ଲୋକେ ଘରେ ସୁନା ରଖିଥାନ୍ତି । ଯଦି ଆପଣ ବି ଘରେ ସୁନା ରଖୁଛନ୍ତି ତେବେ ତିଜୋରି ବା ଆଲମାରି ବା ଲକର ରେ ରଖୁଛନ୍ତି ତେବେ ଧ୍ୟାନ ରଖିବେ ଏହି ସ୍ଥାନ ଘରର ଉତ୍ତର-ପୂର୍ବ ଦିଗରେ ହେବା ଉଚିତ ।

୪- ସୁନା ନାଲି ବା ହଳଦିଆ କାପଡା ରେ ବାନ୍ଧି ରଖିଲେ ଶୁଭ ହୋଇଥାଏ । ସୁନା ସହ କେସର ନିଶ୍ଚୟ ରଖନ୍ତୁ । ଏହା ଦ୍ଵାରା ଘରେ ପରିବାରରେ ଧନ ଧାନ୍ୟ ରେ ପରି ପୂର୍ଣ୍ଣ ହୋଇଯାଏ ।

୫- ଗର୍ଭବତୀ ଓ ବୃଦ୍ଧ ମହିଳା ଙ୍କୁ ସୁନା ଧାରଣ କରିବା ଅନୁଚିତ । ଅଳ୍ପ ବହୁତ ସୁନା ପିନ୍ଧି ପାରିବେ କିନ୍ତୁ ଅଧିକ ସୁନା ପିନ୍ଧିବା ଦ୍ଵାର ସମସ୍ଯା ଆରମ୍ଭ ହୋଇଥାଏ ।

୬- ମହିଳା ମାନେ ପାଦରେ ପାଉଁଜି ବା ଗୋଡ ମୁଦି ପିନ୍ଧିବା ଅନୁଚିତ । ପାଦରେ ପିନ୍ଧିଲେ ଦାଂପତ୍ଯ ଜୀବନରେ ସମସ୍ଯା ହେବ ସହ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

୭- ଜ୍ଯୋତିଷ ଅନୁଯାୟୀ ସୁନାର କାରକ ବୃହସ୍ପତି ହେବାରୁ ସୁନାର ବସ୍ତୁର ଦାନ ବ୍ରାମହଣ, ପୂଜାରୀ ବା ଗୁରୁଙ୍କୁ ଦିଅନ୍ତୁ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ସୁନା ନିଅନ୍ତୁ ନାହି ।

୮- ସୁନା ହଜିବା ବା ମିଳିବା ଅଶୁଭ ହୋଇଥାଏ । ସୁନା ହଜିଲେ ରୋଗ ବା କେଲ୍ସ ହୋଇଥାଏ । ମିଳିଥିବା ସୁନା ଘରେ ରଖିଲେ ଖର୍ଚ୍ଚ ବଢିଥାଏ ।

୯- ଦାଂପତ୍ଯ ଜୀବନ ସୁଖମୟ କରିବା ପାଇଁ ସୁନାର ଚେନ ଓ ଇଣ୍ଡେକ୍ସ ଫିଙ୍ଗର ରେ ସୁନାର ମୁଦି ନିଶ୍ଚୟ ପିନ୍ଧାନ୍ତୁ ।

୧୦- ଯେଉଁ ବ୍ୟକ୍ତି ଲୁହା, କୋଇଲା ଧାତୁ ବ୍ୟବହାର କରୁଛନ୍ତି ସେମାନଙ୍କୁ ସୁନା ବ୍ୟବହାର କରିବା ଅନୁଚିତ । ଏହା ଦ୍ଵାରା ବ୍ୟାପାରରେ ହାନି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *