ସକାଳୁ ଉଠି କରନ୍ତୁ ଏହି 4ଟି କାମ, କୋଟିପତି ହେବାରୁ କେହି ଅଟକାଇ ପାରିବେ ନାହିଁ – Chanakya Niti

ଭାରତର ମହାନ ଅର୍ଥଶାସ୍ତ୍ରୀ ଓ ରାଜନୀତିଜ୍ଞ ଚାଣକ୍ୟଙ୍କ ଅମୂଲ୍ୟ ରୂପରେ ‘ ଚାଣକ୍ୟ ନୀତି ‘ ଭଳି ବହି ଦେଇଛନ୍ତି ଯେଉଁଥିରେ ରାଜା କାର୍ଯ୍ୟରୁ ନେଇ ସବୁ ଦିଗରୁ ଜଡିତ ୧୦୦ ନିତୀୟା କହିଛନ୍ତି । ଚାଣକ୍ୟ ସାମାନ୍ୟ ଲୋକଙ୍କ ଜୀବନରେ ଆସୁଥିବା ଅସୁବିଧା ଏବଂ କର୍ମ ବିଷୟରେ ଲେଖିଛନ୍ତି ଏବଂ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହ ତାହା ମଧ୍ୟ କହିଛନ୍ତି ।

ଚାଣକ୍ୟ ଟଙ୍କା ନୀତି ଶାସ୍ତ୍ରରେ ପୂର୍ବ ଜନ୍ମର କର୍ମ ଓ ତାହାର ଫଳକୁ ନେଇ ସେ ଆଉ ଗୋଟେ ଅଧ୍ୟାୟରେ ଗୋଟେ ଶ୍ଳୋକ କହିଛନ୍ତି । ଚାଣକ୍ୟ ନିଜ ନୀତି ଦ୍ଵାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା ବନେଇଥିଲେ ।

Image Courtesy: Google

ତେବେ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଯାହା ଲେଖିଛନ୍ତି ତାକୁ ଯେଉଁ ମଣିଷ ମାନିଥାଏ ଓ ନିଜ ଜୀବନରେ ବ୍ୟବହାର କରିଥାଏ ତାକୁ କୌଣସି ପ୍ରକାର ଅସୁବିଧା ହୋଇନଥାଏ ସେ ନିଜ ଜୀବନ ସୁଖୀ ଭାବରେ ପୂର୍ଣ କରିଥାନ୍ତି । ତେବେ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଏମିତି କଥା କହିଛନ୍ତି ଯାହା ଦ୍ଵାରା ବ୍ୟକ୍ତି ନିଜ ଜୀବନ ସୁଖମୟ କରିଥାନ୍ତି । ତେବେ ଚାଣକ୍ୟ ନିଜ ନୀତିରେ କହିଛନ୍ତି କୌଣସି ମହିଳାଙ୍କୁ ଆଗ ଘର ସଫା ସୁଥୁରା କରିବା ଉଚିତ, ତେବେ ସବୁ କାମ ସମାପ୍ତ ହବା ପରେ ସ୍ନାନ ଇତ୍ୟାଦି କରି ପୂଜା ସମାପ୍ତ କରିବା ଉଚିତ ।

Image Courtesy: Google

ଏହା ଛଡା ଅନ୍ଧାର ବା ସନ୍ଧ୍ୟାରେ ଝାଡୁ କରିବା ଉଚିତ ନୁହ ଏହି ସମୟରେ ଝାଡୁ କରିବା ଦ୍ଵାରା ବ୍ୟକ୍ତି ମାନସିକ ଚିନ୍ତା ବଢିବାକୁ ଲାଗିଥାଏ । ଟେବେ ସ୍ନାନ କରିବା ପରେ ମନରେ ସକାରାତ୍ମକ ଊର୍ଜା ଆସିଥାଏ ଯାହା କାମ ପାଇଁ ବହୁତ ଭଲ ହୋଇଥାଏ । ଟେବେ ଶାସ୍ତ୍ର ଅନୁଯାଇ ସ୍ନାନ କରିବା ପରେ ରୋଷେଇ କରିବା ଉଚିତ କାହିଁକିନା ଏହା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ସହ ଦେବୀ ଦେବତାଙ୍କ ବାସ ହୋଇଥାଏ । ସନାତନ ଧର୍ମରେ ତୁଳସୀ ଗଛର ବହୁତ ମହତ୍ଵ ହୋଇଥାଏ ଟେବେ ଚାଣକ୍ୟ ମଧ୍ୟ କହିଛନ୍ତି ସକାଳେ ସନ୍ଧ୍ୟାରେ ତୁଳସୀ ଗଛ ପୂଜା କରିବା ଉଚିତ ଏହା ଦ୍ଵାରା ଘରେ ପବିତ୍ର ବାତାବରଣ ରହିଥାଏ ।

Image Courtesy: Google

ଶାସ୍ତ୍ର ଅନୁଯାଇ ଖାଇବା ଆଗରୁ ଭଗବାନଙ୍କୁ ଭୋଗ ଲଗାଇବା ଉଚିତ ଅଟେ କାହିଁକିନା ଏହା ଦ୍ଵାରା ଘରେ କେବେ ଅନ୍ନ ଓ ଧନ କମିନଥାଏ । ତେବେ ଶାସ୍ତ୍ର ଅନୁଯାଇ ମହିଳାଙ୍କୁ ତୁଲସୀ ଗଛରେ ପାଣି ଦବା ଉଚିତ, ଏହା ଛଡା ଖାଇବା ଆଗରୁ ଭୋଗ ଲଗାଇବା ବହୁତ ଆବଶ୍ୟକ ଅଟେ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *