ଚିକେନ ବିରିୟାନୀ ନାମରେ ବିକ୍ରି କରୁଥିଲେ କାଉ ମାଂସ ,ଏମିତି ହେଲା ଘଟଣାର ଖୁଲାସା

ତାମିଲନାଡୁ ର ରାମେଶ୍ଵର ରେ ଲୋକମାନଙ୍କୁ ଚିକେନ ବିରିୟାନୀ ନାମରେ କାଉର ମାଂସ ବିକୁଥିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତାମିଲନାଡୁ ର ରାମେଶ୍ଵରମ ରେ ଲୋକମାନଙ୍କୁ ଚିକେନ ବିରିୟାନୀ ନାମ ରେ କାଉ ମାଂସ କୀକୁଥିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ରାସ୍ତା କଡରେ ଚିକେନ ବିରିୟାନୀ ବିକୁଥିବା ଏକ ଠେଲା ଉପରେ ଅଧିକାରୀ ମାନେ ଜବତ କଲେ ଏବଂ ଏହି ଖରାପ କାର୍ଯ୍ୟର ପରଦା ଫାର୍ସ କଲେ ।

ଲୋକମାନଙ୍କୁ ଶସ୍ତାରେ ମାଂସ ଦେବା ପାଇଁ କହି ସେମାନଙ୍କୁ ଚିକେନ ବିରିୟାନୀ ଜାଗାରେ କାଉ ମାଂସ ଦିଆଯାଉଥିଲା ଏବଂ ଲୋକମାନଙ୍କୁ ବୋକା ବନାଇ ସବୁଦିନ କାଉକୁ ମାରୁଥିଲେ

ସୂତ୍ର ଅନୁସାରେ ରାମେଶ୍ଵରମ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ମାନେ କହିଛନ୍ତି କି ସେ ପ୍ରତିଦିନ କାଉଙ୍କୁ ଖାଇବାକୁ ଦିଅନ୍ତି କିନ୍ତୁ ଗଲା କିଛି ଦିନ ପୂର୍ବରୁ କାଉଙ୍କ ସଂଖ୍ୟା କମିବାରେ ଲାଗିଛି ଏବଂ କିଛି କାଉ ମରିଥିବାର ମିଳିଛି ।

ଯାହା ପରେ ପୁଲିସ ସନ୍ଦେହ କରି ଲୁଚିକି ଏହି ଘଟଣା ଉପରେ ନଜର ରଖିଲା । କାଉ ମାଂସ ବିକୁଥିବା ଲୋକମାନଙ୍କୁ ପଚରା ପଚରି କାଲେ ,ସେମାନେ କହିଲେ କି ଆମେ କାଉ ମାନଙ୍କୁ ଶିକାର କରି ଛୋଟ ଦୋକାନ ବାଲାଙ୍କୁ ବିକି ଦଉଛୁ । ଦୋକାନ ବାଲା କାଉ ମାଂସକୁ ଚିକେନ ବିରିୟାନୀ କହି ଲୋକମାନଙ୍କୁ ବିକୁଛନ୍ତି ।

ପଚରାପଚରି ପରେ ସେମାନେ କହିଲେ କି ଚାଉଳରେ ନିଶା ଔଷଧ ମିଶାଇ କାଉଙ୍କୁ ଖୁଆନ୍ତି । ତାପରେ ସେ ବେହୋସ ହେବା ପରେ ତାଙ୍କୁ ବସ୍ତାରେ ଭାରି ନେଇଆସନ୍ତି । ତାପରେ ଚିକେନ ଜାଗାରେ ତାଙ୍କ ମାଂସ ବିରିୟାନୀ ରେ ମିଶାଇ ଲୋକମାନଙ୍କୁ ଖାଇବାକୁ ଦିଅନ୍ତି ।

Leave a Reply

Your email address will not be published. Required fields are marked *