ଛୋଟ ପରଦାର ଏହି ଅଭିନେତ୍ରୀଙ୍କୁ ହେଉଛନ୍ତି ଶ୍ରୀଦେବୀଙ୍କ ହମସକଲ, ଦେଖିବାକୁ ବହୁତ ହଟ ଓ ବୋଲ୍ଡ 

ବଲିଉଡର ଚାନ୍ଦିନୀ ଆଜି ଆମ ଭିତରେ ନାହାନ୍ତି ସତ, କିନ୍ତୁ ତାଙ୍କର ସ୍ମୃତି ପୂର୍ବ ଭଳି ଆମକୁ ବହୁତ ଅଧିକ ମନେ ପଡେ । ଶ୍ରୀ ଦେବୀଙ୍କ ମୃ-ତ୍ୟୁ ପରେ ବଲିଉଡ ଟିକେ ଖାଲି ହୋଇଯାଇଛି ।

ଏହି କଥା କୁ କେହି ମଧ୍ୟ ମନା କରିପାରି ବେନିକି ଶ୍ରୀଦେବୀଙ୍କ ଖାଲି ଜାଗାକୁ କେହି ମଧ୍ୟ ପୂରଣ କରିପାରିବେ ନାହିଁ । କିନ୍ତୁ ଆଜି ଆମେ ତାଙ୍କର ହମସକଲଙ୍କୁ ଦେଖାଇବୁ । ହଁ ଆଜ୍ଞା, ଶ୍ରୀଦେବୀଙ୍କ ହମ ସକଲ ପୁରା ତାଙ୍କ ଭଳି ଦେଖା ଯାଇଥାନ୍ତି । ଆସନ୍ତୁ ଜାଣିବାକୀ କିଏ ଅଟନ୍ତି ସେହି ଅଭିନେତ୍ରୀ ଯିଏ ଶ୍ରୀଦେବୀଙ୍କ ଭଳି ଦେଖା ଯାଆନ୍ତି । କିନ୍ତୁ ତାଙ୍କୁ ଦେଖିକି ଏମିତି ଲାଗିଥାଏକି ଶ୍ରୀଦେବୀ ଆମ ଭିତରେ ଅଛନ୍ତି ।

ଶ୍ରୀଦେବୀଙ୍କ ହମସକଲ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଛୋଟ ପରଦାରେ କାମ କରୁଥିବା ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ସିଂହ ପୁରା ଶ୍ରୀଦେବୀଙ୍କ ଭଳି ଦେଖାଯାଉଛନ୍ତି । ଦୀପିକା ସିଂହ ସ୍ତର ପ୍ଲସ ସିରିୟାଲ ଦିଆ ଓର ବାତି ହମରେ ଲିଡ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ । ଆପଣ ତାଙ୍କୁ ସନ୍ଧ୍ଯା ବିନ୍ଧିଣି ନାମରେ ଜାଣିଥିବେ, କାରଣ ସେ ସନ୍ଧ୍ଯା ନାମରେ ଘରେ ଘରେ ପରିଚିତ ଅଟନ୍ତି ।


କହିବାକୁ ଚାହୁଞ୍ଚୁକୀ ଦୀପିକା ସିଂହ ସେ ସବୁ ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଛନ୍ତି, କିନ୍ତୁ ସେ ଶାଢୀ ପିନ୍ଧନ୍ତି । ଆଉ ପୁରା ଶ୍ରୀଦେବୀଙ୍କ ଭଳି ଦେଖା ଯାଆନ୍ତି । ଖାଲି ସେତିକି ନୁହେଁ, ତାଙ୍କ ଚେହେରା ଯଦି ଧ୍ୟାନରେ ସହିତ ଦେଖିବେ ଦୁଇଜଣ ଏକାଭଳି ଦେଖାଯାଇଥାନ୍ତି । ଖାଲି ସେତିକି ନୁହେଁ ଦୀପିକା କାମକୁ ନେଇକି ଶ୍ରୀଦେବୀଙ୍କ ଭଳି ସିରିୟସ ହୁଅନ୍ତି । ଆପଣଙ୍କୁ କହିବାକୁ ଚାହୁଞ୍ଚୁକି ଦୀପିକାଙ୍କର ଏହି ଫୋଟୋ ଜମିକି ଭା-ଇ-ରା-ଲ ହେଉଛି । କାରଣ ଲୋକ ତାଙ୍କୁ ଦେଖି ଲୋକ ତାଙ୍କୁ ମନ ପକାଇଥାନ୍ତି ।


ଦୀପିକା ସିଂହ ତାଙ୍କର ଗୋଟିଏ ଇନ୍ଟରଭିଉରେ କହିଛନ୍ତି ଶ୍ରୀଦେବୀ ମୋତେ ପ୍ରଥମରୁ ପସନ୍ଦ ଥିଲେ । ତାଙ୍କର ହମସକଲ ହେବା ଦ୍ଵାରା ମୋତେ ଟିଭି ଜଗତରେ ବହୁତ ବଡ ପରିଚୟ ମିଳିଥିଲା । କିନ୍ତୁ ଏବେ ସେ କୌଣସି ବଡ ସିରିୟଲରେ କାମ କରୁ ନାହାନ୍ତି । ଦୀପିକା ଏବେ ତାଙ୍କର ପର୍ଶନାଲ ଲାଇଫରେ ବିଜି ଅଛନ୍ତି । କହିବୁକୀ ଦୀପିକା ରେଡ ଶାଢୀ ଆଉ ଦୁଲହନ ଶାଢୀରେ ପୁରା ଶ୍ରୀଦେବୀଙ୍କ ଭଳି ଦେଖାଯାଇଥାନ୍ତି । ଯଦି ଦୁଇଜଣକୁ ଗୋଟିଏ ଜାଗାରେ ଠିଆ କରାଯାଏ ତେବେ ଚିହ୍ନିବା ମୁସ୍କିଲ ହୋଇଥାଏ ।

Leave a Reply

Your email address will not be published. Required fields are marked *