ଚୁପ ଚାପ ଏଠାରେ ରଖନ୍ତୁ ଗୋଟେ ୧୦ ଟଙ୍କାର Coin, ଓ ୨ ମିନିଟ ଭିତରେ ହିଁ ଦେଖନ୍ତୁ ଚମତ୍କାର 

ସମସ୍ତଙ୍କୁ ଧନର ଆବଶ୍ୟକତା ରହିଥାଏ, କିନ୍ତୁ ସବୁ ବ୍ୟକ୍ତି ଚାହାଁନ୍ତିକି ତାର ଜୀବନରେ ଏତେ ଧନ ହେଉକି ପୁରା ଜୀବନ କାଳରେ ତାର ଧନର ଅଭାବ ନହେବ । ଜୀବନରେ କିଛି ଅସୁବିଧା ନହେବା ପାଇଁ ଏତେ ଧନ ନିଜ ପିଲାଛୁଆ ଓ ପିଢୀ ପାଇଁ ଛାଡିକି ଜୀବଯେ ଆସୁଥିବା ପିଢୀ ମଧ୍ୟ ଅସୁବିଧାର ସମ୍ମୁଖୀନ ଯେମିତି ନହେବ ।

ସେଥିଲାଗି ସବୁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କର ଉପାସନା କରିଥାଏ ଓ ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରିଥାଏ । ମାତା ଲକ୍ଷ୍ମୀଙ୍କୁ ଉପାସନା କରିବା ପାଇଁ ଶୁକ୍ରବାର ଦିନ ବହୁତ ମହତ୍ଵପୂର୍ଣ ହୋଇଥାଏ ।  ଶୁକ୍ରବାର ଦିନ ପୂଜା କରିବା ଦ୍ଵାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ।

Image Courtesy: Google

ସବୁ ବାରରେ କିଛିନା କିଛି ବାର ରହିଛି ସବୁ ଦେବତାଙ୍କ ପାଇଁ । ଏହିଦିନ ତାଙ୍କ ପୂଜା କରିବା ଦ୍ଵାରା ସବୁ ସଙ୍କଟ ଦୂର ହୋଇଥାଏ ଓ ଆପଣଙ୍କୁ ସୁଖ ଶାନ୍ତିର ଅନୁଭବ ହୋଇଥାଏ । ଆଜିର ଏହି ଲେଖାରେ ଦଶ ଟଙ୍କା ସିକ୍କାର ଏମିତି ଗୋଟିଏ ଉପାୟ କହିବୁ ଯଦି ଏହାକୁ ଆପଣ କରୁଛନ୍ତି ମାତା ଲକ୍ଷ୍ମୀଙ୍କୁ ବହୁତ ଜଲ୍ଦି ପ୍ରସନ୍ନ କରିପାରିବେ । ଶୁକ୍ରବାରକୁ ମାତା ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଇଥାଏ, ଏହାକୁ ବୈଭବ, ଭୋଗବିଳାସ ଦିନ ବୋଲି ମଧ୍ୟ କୁହାଯାଏ । ଏମିତିରେ ମା ଲକ୍ଷ୍ମୀ ଏତେ କୃପାଳୁ କି ଯଦି ଆପଣ କିଛିବି ଉପାୟ କରିଥାନ୍ତି ଆପଣଙ୍କୁ ମା ଲକ୍ଷ୍ମୀଙ୍କର ପ୍ରଭାବ ଦେଖିବାକୁ ମିଳିଥାଏ ।

Image Courtesy: Google

ଯେଉଁ ଜାତକ ବିଶେଷ ଉପାୟ କରିବାକୁ ଚାହୁଁଛନ୍ତି ଶୁକ୍ରବାର ଦିନକୁ ବହୁତ ମାନିଥାନ୍ତି । ଏହି ୧୦ ଟଙ୍କାର ସିକ୍କା ଉପାୟ କରିବା ଦ୍ଵାରା ଜୀବନରେ ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ । ଏହି ଉପାୟ ଆପଣ କୌଣସିବି ଦିନରେ କରିପାରିବେ । ଯଦି ମା ଲକ୍ଷ୍ମୀଙ୍କର ବିଧିବତ ଭାବରେ ପୂଜା କରୁଛନ୍ତି ଏହା ସହିତ ଦଶ ଟଙ୍କିଆ ସିକ୍କାର ଉପାୟ କରିଥାନ୍ତି ଆପଣଙ୍କର ଧନ କମେଇବାର ଇଛା ପୁରା ହୋଇଥାଏ । ଯଦି ଆପଣ ଚାହୁଁଞ୍ଚନ୍ତି ଆଜି ସହିତ ଆସୁଥିବା ପିଢୀ ମଧ୍ୟ କୌଣସି ଅସୁବିଧାର ସମୁଖୀନ ନହେଉ କୁହାଯାଇଥିବା ସିକ୍କାର ଉପାୟ ଅବଶ୍ୟ କରନ୍ତୁ ।

Image Courtesy: Google

କିନ୍ତୁ ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ, ଶେଥି ପାଇଁ ସବୁ ଲୋକ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହାନ୍ତି । ଯଦି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରୁଛନ୍ତି କୁହାଯାଏକି ଜୀବନରେ କେବେବି ଧନର କମି ହୋଇନଥାଏ । ଜୀବନରେ ଧନର ବହୁତ ଆବଶ୍ୟକ ହୋଇଥାଏ, ଧନ ବିନା ଚାଲିବା ବହୁତ କଷ୍ଟ ହୋଇଥାଏ । ଶେଥି ପାଇଁ ଧନର ସବୁ ସମସ୍ୟାକୁ ହଟାଇବା ପାଇଁ ସବୁ ଜାତକର ବ୍ୟକ୍ତି ଭିନ ଭିନ ପ୍ରକାରରେ ପ୍ରୟାସ କରିଥାନ୍ତି । ସେଥିପାଇଁ ସବୁ ଲୋକ ମା ଲକ୍ଷ୍ମୀଙ୍କ ପୂଜା ପ୍ରେମ ପୂର୍ବକ କରିଥାନ୍ତି । ଯେଉଁ ଲୋକ ମା ଲକ୍ଷ୍ମୀର ପୂଜା ସଚା ଭାବନା ଓ ଶ୍ରଦ୍ଧାର ସହିତ କରିଥାଏ ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଅବଶ୍ୟ ହୋଇଥାଏ ।

Image Courtesy: Google

ଯଦି ଆପଣ ଏହି ଉପାୟ ଶୁକ୍ରବାର ଦିନ କରୁଛନ୍ତି ତାହେଲେ ଆପଣ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଯଦି କେହି ମହିଳା ଏହି ଉପାୟକୁ କରିବାକୁ ଚହୁଁଛନ୍ତି ଲାଲ ରଙ୍ଗର କପଡା ପରିଧାନ କରନ୍ତୁ । ଏହି ଉପାୟକୁ କରିବା ପାଇଁ ଘରର ମନ୍ଦିରରେ ହିଁ ବସନ୍ତୁ । ଏଠାରେ ଶ୍ରୀ ସ୍ତୁତିର ପାଠ କରନ୍ତୁ ଓ ଗୋଟେ ହଳଦିଆ କପଡାରେ ଧନ ଲକ୍ଷ୍ମୀ କଉଡି ଓ ଗୋଟିଏ ଦଶ ଟଙ୍କିଆ ସିକ୍କା ରଖନ୍ତୁ । ଏଥିରେ ଦଶ ଟଙ୍କିଆ ସିକା ହିଁ ରଖନ୍ତୁ ଏଥିରେ ନୋଟ ଚଳିବ ନା\ହିଁ ।

Image Courtesy: Google

ଦଶ ଟଙ୍କିଆ ସିକାରେ ଦୁଇଟି ଧାତୁର ମିଶ୍ରଣ ହୋଇଥାଏ ଏହି ଦୁଇଟି ଧାତୁ ଆପଣଙ୍କ ପାଇଁ ବହୁତ ଫଳ ଦାୟୀ ହୋଇଥାଏ । ଯେତେ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀଙ୍କର ଧ୍ୟାନ କରିବେ ବା ପୂଜା କରିବେ, ଶ୍ରୀ ସ୍ରୁତର ପାଠ କରିବେ ସେତେ ପର୍ଯ୍ୟନ୍ତ ଆପଣ ୫ ଟି ଧନ ଲକ୍ଷ୍ମୀ କଉଡି ସେ କପଡା ଉପରେ ରଖିବେ । ଧୂପ ଦୀପ ଦେଇ ମାଙ୍କର ପୂଜାଅର୍ଚନା କରିବେ । ପୂଜା ସାରିଲା ପରେ ଏହି କପଡାକୁ ଗୋଟେ ପୋଟଳି କରି ଧନ ରଖିବା ସ୍ଥାନରେ ରଖୀ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *