ଚୁଇଁଗମ ଖାଇଲେ ହେବନି ଓମିକ୍ରନ !! ଦେଖନ୍ତୁ କଣ କହୁଛି Report

ନମସ୍କାର ବନ୍ଧୁଗଣ । ସାରା ବିଶ୍ବରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ଜଣକ ସ୍ଥିତି ସୃଷ୍ଟି ହେଲନୟ । ସାରା ବିଶ୍ବରେ ଭୟାବହ ପରିସ୍ଥିତି ଉପୁଜିବାରେ ଲାଗିଲାଣି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଏବେ ଯାଏଁ ୪୭ରୁ ଅହଡିକ ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ନିଜର କାୟା ବିସ୍ତାର କରି ସାରିଲାଣି । ଏହି ଭାଇରସରେ କାହାରି ମୃ-ତ୍ୟୁ ନ ହୋଇଥିଲେ ମଧ୍ୟ ଦ୍ରୁତ ଗତିରେ ଏହା ସାରା ବିଶ୍ବରେ ବ୍ୟାପିବାରେ ଲାଗିଛି ।

କୋରୋନାର ଚର୍ଚ୍ଚିତ ତଥା ଚିନ୍ତା ଜଣକ ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ଏହି କୋରୋନା ଭୁତାଣୁ ପ୍ରଜାତିର ନାମ ରହିଛି B11529 ରହିଛି । ଏହାର ଡାକ ନାନ ଓମିକ୍ରନ କଣ ପାଇଁ ରଖା ଯାଇଛି । ଆଗରୁ ଏମିତି ଅଜବ ଶବ୍ଦ ଶୁଣା ଯାଇ ନ ଥିଲା । ବୈଜ୍ଞାନିକ ମାନେ କୋରୋନାର ନୂଆ ଭ୍ୟାରିଆଣ୍ଟକୁ ବୈଜ୍ଞାନିକ ନାଁ ରେ ଚିହ୍ନଟ କରିଥାନ୍ତି ।

କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏତେ କଷ୍ଟଦାୟକ ନାମ ମନେ ରଖିବା କଷ୍ଟସାଧ୍ୟ ଅଟେ । ଏହା ସହ ଗଣ ମାଧ୍ୟମରେ ଭୁଲ ରିପୋର୍ଟିଂ ଖୋଜିବା ମଧ୍ୟ ଆଶଙ୍କା ରହିଛି । ବୈଜ୍ଞାନିକ ଏକ ଉଦ୍ଭିଦ ଉତ୍ପାଦିତ ପ୍ରୋଟିନ ଅର୍ଥାତ ଏକ ଚୁଇଙ୍ଗାମ ବିକଶିତ କରୁଛନ୍ତି ଯେ ଯାହା କି ସାରାଜ କୋଭିଡ଼-2 ଭୂତାଣୁ ପାଇଁ ଔଷଧ ଭାବେ କାମ କରିବ ।

ବୈଜ୍ଞାନିକ ଅନୁଯାୟୀ SE-2 ନାମକ ପ୍ରୋଟିନ ଲୋକଙ୍କ ପାଟିରେ ଥିବାବେଳେ ଭୂତାଣୁ ସଂଖ୍ୟା ହ୍ରାସ କରିବାରେ ସହାୟକ ହୋଇଥାଏ । ଆମେରିକାର ପେନ୍ସିଲ ଭାନୀୟା ୟୁନିଭସିଟିର ହେନେରୀ ଡାଲିୟନ କହିଛନ୍ତି ଯେ ସାର୍କ କୋଭିଡ଼-2 ସାଲାଇଭା ନକଲ କରିଥାଏ ।

ଯେଉଁ ଏମାନେ ସଂକ୍ରମିତ ହୋଇଥାନ୍ତି ସେମାନଙ୍କୁ ଥଣ୍ଡା, କାସ, ଛିଙ୍କ ବେଳେବେଳେ ଅନ୍ୟ ମାନଙ୍କୁ ସଂକ୍ରମିତ ହୋଇଥାଏ । ଡାଲିୟଙ୍କ କହିବା ଅନୁଯାୟୀ ଏହି ଚୁଇଙ୍ଗମ ଖାଇବା ଫଳରେ ଏହି ସାଲାଇଭାରେ ଥିବା ଭୂତାଣୁ ସଂକ୍ରମିତ ହୁଏ ନାହି ।

ଯାହା ଦ୍ଵାରା ସଂକ୍ରମଣର ମୁଖୁ ଉଶ୍ଚକୁ ହ୍ରାସ ପାଇଥାଏ । ବୈଜ୍ଞାନିକ ମାନେ ଏହାର ପରୀକ୍ଷା ପାଇଁ ଆଇନଗତ ଅନୁମତିକୁ ଅପେକ୍ଷା କରିଛନ୍ତି । ତେବେ ଓମିକ୍ରନ ଭୂତାଣୁକୁ ରୋକିବା ପାଇଁ ଚୁଇଙ୍ଗମ ସହାୟକ ହେବ ବୋଲି ସାମନାକୁ ଆସିବା ପରେ ଏବେ ଦେଶରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *