ଚୂନ ଓ ଡାଲଚିନୀ ଖାଇବାର ଫାଇଦା ଜାଣି Doctor ବି ଆଶ୍ଚର୍ଯ୍ୟ- Healthy Tips

ଆଜିକା ସମୟରେ ବୁଢା କିଏ ଆଉ ଛୋଟ ଛୁଆ କିଏ ଯୁବା କିଏ କିଛି ଜଣା ପଡୁ ନାହିଁ କାହିଁକିନା ସମସ୍ତଙ୍କୁ ରୋଗ ହେଉଛି ଆଉ କେହି ସ୍ଵସ୍ଥ ନାହାନ୍ତି । ଆଗ କାଳରେ ଛୁଆ ଯେତେ ଖେଳ ଖେଳୁଥିଲେ ସେତେ ବଡ ମାନେ ଖେଳି ପାରୁ ନଥିଲେ କାହିଁକିନା ଛୁଆଙ୍କ ହାଡ ବହୁତ ମଜବୁତ ହୋଇଥାଏ, ଆଗ କାଳରେ ଛୁଆଙ୍କ ହାଡ ଭାଙ୍ଗିଲେ କଷ୍ଟ ମଧ୍ୟ କମ ହୋଇଥାଏ ଆଉ ଶୀଘ୍ର ଯୋଡି ହୋଇଥାଏ କିନ୍ତୁ ଆଜିକା ସମୟରେ ଛୁଆଙ୍କ ହାଡରେ ମଧ୍ୟ ବୁଢା ମାନଙ୍କ ଭଳି କ୍ୟାଲସିୟମ ଅଭାବ ଦେଖିବାକୁ ମିଳୁଛି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଖାଇବା ଦ୍ଵାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଥାଏ । ଆପଣ ମାନେ ସମସ୍ତେ ଚୂନ ଦେଖିଛନ୍ତି ଯାହା ପାନ ପତ୍ର ଉପରେ ମରା ଯାଇଥାଏ, ତେବେ ଆପଣ ଭାବୁଥିବେ ଚୂନ କଣ ହବ । ତେବେ ଆପଣଙ୍କୁ ଆମେ କହି ରାହୁଛୁ ଯେ ଆପଣଙ୍କୁ ଏହି ଚୂନ ସେବନ କରିବାର ଅଛି ।

କିନ୍ତୁ ଖାଲି ଚୂନ ନୁହ, ଆପଣଙ୍କୁ ଚୂନ କୌଣସି ଜିନିଷ ଯେମିତିକି ଡାଲି ବା ଦହି ବା ପାଣି ଭଳି ତରଳ ଜିନିଷରେ ଗୋଳାଇ ସେବନ କରିବାର ଅଛି । ଚୂନ ଆପଣଙ୍କ ନ୍ଶରୀର କ୍ୟାଲସିୟମ ସମସ୍ୟାକୁ ଦୂର କରିଥାଏ ଏହା ସହ ଆପଣଙ୍କ ଜୀବନରେ ଆସୁଥିବା ସବୁ କ୍ୟାଲସିୟମ ସମସ୍ୟାକୁ ଏହା ସମାପ୍ତ କରିଥାଏ ।

ଚୂନ ଆମ ଶରୀର ପାଇଁ ବହୁତ ଲାଭକାରୀ ଅଟେ କିନ୍ତୁ ଏହାର ଅଧିକ ବା କମ ପରିମାଣ ଆପଣଙ୍କ ସ୍ୱାସ୍ଥ୍ୟ ଭଲ କରିବା ଜାଗାରେ ଖରାପ କରି ପାରେ ସେଥିପାଇଁ ସାବଧାନ ହୋଇ ବ୍ୟବହାର କରିବା ଉଚିତ ଆପଣଙ୍କୁ ଗୋଟେ ଦିନରେ କେବଳ ଗୋଟେ ଗହମ ସାଇଜ ଚୂନ ସେବନ କରିବା ଆବଶ୍ୟକ ହୋଇଥାଏ । ତେବେ ଯେଉଁ ମାନଙ୍କ ଗର୍ଭରେ କୌଣସି ପ୍ରକାର ଅସୁବିଧା ଅଛି ଆଉ ସେ ଗର୍ଭ ଧାରଣ କରି ପାରୁ ନାହାନ୍ତି ବା ତାଙ୍କ ସ୍ବାମୀଙ୍କ ସ୍ପର୍ମ କ୍ଵାଲିଟି କମ ହୋଇ ଯାଇଛି ତେବେ ଏହି ଭଳି ମହିଳା ମାନେ ନିଜେ ଆଉ ନିଜ ସ୍ବାମୀଙ୍କୁ ଚୂନ

ସେବନ କରାଇବା ଉଚିତ ହୋଇଥାଏ କାହିଁକିନା ଚୂନ ଖାଇଲେ ଆପଣ ବହୁତ ଶୀଘ୍ର ସନ୍ତାନ ପ୍ରାପ୍ତି କରିବେ ଛୁଆ ପାଇଁ ଗର୍ଭ ଶକ୍ତିଶାଳୀ ହବା ଉଚିତ ଆଉ ଏହା ପାଇଁ ଆପଣଙ୍କୁ ଚୂନ ସେବନ କରିବା ଉଚିତ ତାହା ମଧ୍ୟ ଡାଳିମ୍ବ ଜୁଷ ସହ । ତେବେ ଏହା ଛଡା ଯଦି ଆପଣଙ୍କୁ ଦାନ୍ତ ସମସ୍ୟା ହେଉଛି ତେବେ ଆପଣଙ୍କୁ ଚୂନ ସେବନ କରିବା ଉଚିତ କାହିଁକିନା ଚୂନ ଆମ ଶରୀର କ୍ୟାଲସିୟମ ଅଭାବକୁ ଦୂର କରିଥାଏ ଆଉ ଆମ ଦାନ୍ତ ସଂପୂର୍ଣ୍ଣ ଭାବରେ କ୍ୟାଲସିୟମ ଦ୍ଵାରା ନିର୍ମିତ ହୋଇଥାଏ ।

Leave a Reply

Your email address will not be published. Required fields are marked *