ଗତ ୧୭ ଅଗଷ୍ଟ ରାତିରେ ସ୍ତ୍ରୀ କୁ ମାରି ଆତ୍ମହତ୍ୟା କରିଥିବା ଫୌଜି ମାମଲାରେ ଏକ ନୂଆ ମୋଡ ଆସିଛି । ଜଣାଯାଇଛି କି ମୃତାକା ଙ୍କୁ ୩ ମାସର ଗର୍ଭ ଥିଲା । କାରଣ ଏହି ଘଟଣା ଦିନ ହିଁ ମୃତକାଙ୍କ ଦେହ ଖରାପ ହେବା କାରଣରୁ ତାଙ୍କର ଚେକପ କରାଯାଇ ଥିଲା । ଡାକ୍ତର କହିଥିଲେ କି ତାଙ୍କ ପେଟରେ ୩ ମାସର ଗର୍ଭ ଅଛି । ଏହା ପରେ ତାଙ୍କ ସ୍ଵାମୀ ବହୁତ ବ୍ୟସ୍ତ ଥିଲେ । ଫୌଜି ସପ୍ତାହ ରେ ପ୍ରଥମେ ଛୁଟି ନେଇ ଆସିଥିଲେ ଏବଂ ତିନି ଦିନ ପୂର୍ବରୁ ସ୍ତ୍ରୀ କୁ ତାଙ୍କ ବାପ ଘରୁ ଆଣି ଆସିଥିଲା ।
ଗାଁ ଲୋକମାନେ କହିଛନ୍ତି କି ୧୭ ଅଗଷ୍ଟ ସନ୍ଧ୍ୟାରେ ଆକାଶ ମଦ ନିଶାରେ ବାଇକରେ ବୁଲୁଥିଲା ।
ସେହି ଦିନ ତାଙ୍କ ପ୍ରେଗନେସି ରିପୋର୍ଟ ଆସିଥିଲା । ପୁଲିସ କହିବା କଥାକି ଆକାଶ ଙ୍କୁ ତାଙ୍କ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ ଥିଲା । ସେ ଦୁଇଜଣଙ୍କ ଭିତରେ ଏହି କଥାକୁ ନେଇ ବହୁତ ରାତି ପର୍ଯ୍ୟନ୍ତ ପଟିତୁଣ୍ଡ ହୋଇଥିଲା । ତା ପରେ ଆକାଶ ଟେଲିଫୋନ ତାରରେ ପତ୍ନୀ ନିକିତା ର ବେକ ଚିପିଦେଲା ଏବଂ ନିଜେ ଟ୍ରେନରେ କାଟିହୋଇ ନିଜ ଜୀବନ ଦେଇଦେଲେ ।
ପାମଗଡ ଥାନା ଇଲାକାରେ ରହୁଥିବା ୨୧ ବର୍ଷର ଆକାଶ ସିଂହ ସ୍ତଳ ସେନାରେ କାମ କରୁଥିଲେ । ଘଟଣା ର ତିନି ଦିନ ପୂର୍ବରୁ ମୃତକା ନିଜ ଘରୁ ଶାଶୁ ଘରକୁ ଆସିଥିଲା । ଫୌଜି ବି ଛୁଟି ଆଣି ଆସିଥିଲେ । ସକାଳ ୪ ରେ ଷ୍ଟେସନ ମାଷ୍ଟର କୁ ଘଟଣାର ସୂଚନା ମିଳିଥିଲା । ସେ ଜିଆରପି ଙ୍କୁ ଘଟଣା ଜଣାଇଲେ ,ସେତବେଳ ପର୍ଯ୍ୟନ୍ତ ତାଙ୍କର ଜୀବନ ଯାଇ ନଥିଲା ।
ମୁଁ ଆକାଶ ପୁରା ହୋସରେ ଥାଇ କହୁଛି କି ମୁଁ ପ୍ରଥମେ ମୋ ସ୍ତ୍ରୀ ର ବେକ ଚିପି ମାରିଦେଲି ତାପରେ ନିଜେ ଷ୍ଟେସନକୁ ଯାଇ ଆତ୍ମହତ୍ୟା କଲି । ଏଥିରେ ମୋ ପରିବାର କୌଣସି ଦୋଷ ନାହିଁ । ମୁଁ ଏବଂ ଅଙ୍କିତା ନିଜେ ଏ କଦମ ଉଠାଇଛୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।