କରୋନା ଆକ୍ରାନ୍ତ ଡାକ୍ତର ଖୋଲିଲେ ଏହି ହସ୍ପିଟାଲର ପୋଲ… କଣ କହିଲେ ଦେଖନ୍ତୁ ଭିଡିଓ

ଆପଣ କିଛି ଦିନ ତଳେ ଗୋଟିଏ ଦିନରେ ଡାକ୍ତରମାନଙ୍କ ସବୁଠୁ ଅଧିକ ମୃ-ତ୍ୟୁର ଖବର ଶୁଣିଥିବେ । କହିଦେଉଛୁ କି ଗୋଟିଏ ଦିନରେ ଅର୍ଥାତ ରବିବାର ଦିନ ପୁରା ଦେଶରେ ମୋଟ ୫୦ ଜଣ ଡାକ୍ତରଙ୍କ କ-ରୋ-ନା କାରଣରୁ ମୃ-ତ୍ୟୁ ହୋଇଥିଲା । ଯାହାକି ଆମ ସମସ୍ତଙ୍କ ପାଇଁ ଏକ ବଡ ଧରଣର କ୍ଷ-ତି ଅଟେ ।

ଏମିତିରେ ଆଜି ଆମେ ଆପଣଙ୍କୁ ଅନ୍ୟ ଏକ ଡାକ୍ତରଙ୍କ ବିଷୟରେ କହିବୁ । ଯିଏକି ଏକ ପ୍ରାଇବେଟ ହସ୍ପିଟାଲ ବିଷୟରେ କହୁଛନ୍ତି । ଦିଲ୍ଲୀର ଜଣେ ଡାକ୍ତର ରାଜସ୍ଥାନର ପ୍ରତାପଗଢର ଏ ପ୍ରାଇବେଟ ହସ୍ପିଟାଲର ମ୍ୟାନେଜମେଣ୍ଟ ଉପରେ ତାଙ୍କୁ ମାନସିକ ଓ ଶାରୀରିକ ଶୋ-ଷ-ଣ କରିବାର ଆ-ରୋ-ପ ଲଗାଇଛନ୍ତି । ତାଙ୍କ ଅନୁସାରେ ସେ କୋ-ବି-ଡ ରୋ-ଗୀମାନଙ୍କ ଚିକିତ୍ସା କରୁଥିଲେ ଓ କିଛି ଦିନ ପରେ ସେ କ-ରୋ-ନାରେ ଆ-କ୍ରା-ନ୍ତ ହେଲେ ଓ ଏହି ସମୟରେ ହିଁ ସେ ତାଙ୍କ ସହ ହୋଇଥିବା ସମସ୍ତ ଅ-ତ୍ୟା-ଚା-ର ଓ ପ୍ରାଇବେଟ ହସ୍ପିଟାଲର ଅସଲ ଚେହରା ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ କହିଛନ୍ତି । ତେବେ ଚାଳନ୍ତୁ ଜାଣିବା ।

ଡାକ୍ତରଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭା-ଇ-ରା-ଲ ହେଉଛି । କିନ୍ତୁ ହସ୍ପିଟାଲର ମ୍ୟାନେଜମେଣ୍ଟ ଡାକ୍ତରଙ୍କ ଏହି ଅ-ଭି-ଯୋ-ଗକୁ ମି-ଥ୍ୟା ବୋଲି କହିଛି । ଭା-ଇ-ରା-ଲ ଭିଡିଓରେ ଦିଲ୍ଲୀ ନିବାସୀ ଡା. ରବି କିଶୋର କହୁଛନ୍ତି କି ୭୦ ହଜାର ଟଙ୍କା ସ୍ୟାଲେରୀ ଉପରେ ମଂଦସୌର ରୋଡ ସ୍ଥିତ ଏକ ହସ୍ପିଟାଲରେ ରୋ-ଗୀମାନଙ୍କର ଚିକିତ୍ସା ପାଇଁ ତାଙ୍କୁ ରଖା ଯାଇଥିଲା । ଭିଡିଓରେ ଡାକ୍ତର ଅ-ଭି-ଯୋ-ଗ କରୁଛନ୍ତି କି ତାଙ୍କୁ ଯେତେବେଳେ ରଖାଗଲା ତେବେ ସେହି ସମୟରେ ତାଙ୍କୁ କୁହଯାଇଥିଲା କି ତାଙ୍କୁ କୋ-ବି-ଡ ରୋ-ଗୀଙ୍କର ଚିକିତ୍ସା କରିବାକୁ ପଠା ଯିବ ନାହିଁ ।

ସେ କେବଳ ଓପିଡ଼ି ୱାର୍ଡର ରୋ-ଗୀମାନଙ୍କୁ ଦେଖିବେ । କିନ୍ତୁ ଏଠି ଆସିବା ପରେ ତାଙ୍କୁ କୋ-ବି-ଡ ୱାର୍ଡରେ ରୋ-ଗୀମାନଙ୍କୁ ଦେଖିବା ପାଇଁ ପଠାଗଲା । ଏମିତିରେ ସେ କିଛି ଦିନ ପର୍ଯ୍ୟନ୍ତ ସେବା ଭାବ ଦୃଷ୍ଟିରୁ ରୋ-ଗୀମାନଙ୍କର ଚିକିତ୍ସା କରିଲେ । କିନ୍ତୁ ଡାକ୍ତରଙ୍କ ମୁଖ୍ୟ ଅ-ଭି-ଯୋ-ଗ ହେଉଛି କି ଏହି ସମୟରେ ତାଙ୍କୁ ସୁରକ୍ଷା କୀଟ ଦିଆଯାଇ ନାହିଁ । ଏହା ପରେ ଡାକ୍ତର ଭିଡିଓରେ ଆଗକୁ କହିଲେ କି ସେ ବିନା କୀଟରେ କୋ-ବି-ଡ ରୋ-ଗୀଙ୍କର ଚିକିତ୍ସା କରିବା ପାଇଁ ବାରମ୍ବାର ମନା କରିଲେ ।

କିନ୍ତୁ ଏହା ପରେ ହସ୍ପିଟାଲର ମ୍ୟାନେଜମେଣ୍ଟ ତାଙ୍କୁ ଧ-ମ-କ ଦେବା ଆରମ୍ଭ କରିଦେଲେ । ସେମାନେ କହିଲେ କି ଏହା ଆଦିବାସୀ ଅଞ୍ଚଳ ଅଟେ ଓ ଯଦି ତୁମର କିଛି ହୋଇଯିବ ତେବେ ଏଠି କାହାକୁ କିଛି ବି ଜଣା ପଡିବ ନାହିଁ । ଏହା ସହିତ ହସ୍ପିଟାଲର ଷ୍ଟାଫମାନେ ବି ତାଙ୍କୁ ଗା-ଳି ଗୁଲଜ ଦେଉଥିଲେ । ଏହା ସହିତ ଝରକାରୁ ବାହାରକୁ ଫୋପାଡି ଦେବା ଓ କ୍ୟାମେରା ବନ୍ଦ କର ନଚେତ ମା-ରିଦେବେ ବୋଲି ବି ଧ-ମ-କ ଦେଉଥିଲେ । ଏହା ମଧ୍ୟରେ କ-ରୋ-ନା ରୋ-ଗୀଙ୍କର ଚିକିତ୍ସା ବିନା କୀଟରେ କରୁଥିବାରୁ କିଛି ଦିନ ପରେ ତାଙ୍କୁ ବି କ-ରୋ-ନା ହୋଇଗଲା । ଯେତେବେଳେ ସେ ହସ୍ପିଟାଲରେ ମ୍ୟାନେଜମେଣ୍ଟଙ୍କୁ ତାଙ୍କୁ ଘର ଛାଡି ଦେବା ପାଇଁ କହିଲେ ।

ତେବେ ସେମାନେ ଏହାକୁ ଅଧିକ ଗୁରୁତ୍ଵ ଦେଲେ ନାହିଁ । ଏହା ପରେ ସେ ଜିଲ୍ଲା ପ୍ରଶାସନକୁ ଅ-ଭି-ଯୋ-ଗ କରିବା ପରେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟର ଆମ୍ବୁଲାନ୍ସ ଉପଲବ୍ଧ କରାଗଲା ଯାହା ଦ୍ଵାରା ସେ ନିଜ ଘର ଦିଲ୍ଲୀ ପହଞ୍ଚିଲେ । ଡା. ରବି କୁମାର ଏହା ବି ଆ-ରୋ-ପ ଲଗାଇଛନ୍ତି କି ହସ୍ପିଟାଲର ମ୍ୟାନେଜମେଣ୍ଟ ତାଙ୍କୁ ତାଙ୍କର ସ୍ୟାଲେରୀ ବି ଦେଇ ନାହାନ୍ତି । ଅନ୍ୟ ପଟେ ହସ୍ପିଟାଲର ମ୍ୟାନେଜମେଣ୍ଟର କହିବା ଅଟେ କି ସେ ହସ୍ପିଟାଲରୁ ପାଖାପାଖି ଏକ ସପ୍ତାହ ପୂର୍ବରୁ କିଛି ନ କହି ଚାଲିଜାଇଛନ୍ତି । ସ୍ୟାଲରିରୁ କିଛି ଟଙ୍କା ବି ତାଙ୍କୁ ଦିଆଯାଇଛି । ଡାକ୍ତର ମିଥ୍ୟା ଆ-ରୋ-ପ ଲଗାଉଛନ୍ତି ।

Leave a Reply

Your email address will not be published. Required fields are marked *