କେମିତି ନିଜ କୁନି ଝିଅ ସହ ଖେଳୁଛନ୍ତି Subhasis ଓ Anisha, ଦେଖନ୍ତୁ Video

ବର୍ତ୍ତମାନ ଓଡିଆ ଫିଲ୍ମ ଓ ସିରିଏଲର ହିରୋ ଓ ହିରୋଇନମାନେ ବଲୀଉଡର ହିରୋ ହିରୋଇନଙ୍କ ଭଳି ପ୍ରାୟତଃ ସୋ-ସି-ଆ-ଲ ମି-ଡି-ଆ-ରେ ଛାଇ ରହୁଛନ୍ତି । ଓଡିଆ କଳାକାରମାନେ ନିଜର ଫ୍ୟାନମାନଙ୍କ ସହ ଯୋଡି ହେବା ପାଇଁ ନିଜର ସବୁ ମୁହୂର୍ତର ଖବର ସେ ସୋ-ସି-ଆ-ଲ ମି-ଡି-ଆ-ରେ ଅପଡେଟ କରୁଥାନ୍ତି । ଏହି କ୍ରମରେ ଅଭିନେତା ଶୁଭାଶିଷ ଓ ତାଙ୍କର ପତ୍ନୀ ନିଜର କୁନି ଝିଅ ସହ ଖେଳୁଥିବାର ଏକ ଭି-ଡି-ଓ ଶେୟାର କରିଛନ୍ତି ।

ଯାହାକି ତାଙ୍କର ଫ୍ୟାନମାନଙ୍କୁ ଖୁବ ପସନ୍ଦ ବି ଆସୁଛି । ଆପଣ ସମସ୍ତେ ଓଡିଆ ଫିଲ୍ମ ଓ ସିରିଏଲ ଅଭିନେତା ଶୁଭାଶିଷ ଶର୍ମାଙ୍କ ବିଷୟରେ ଜାଣିଥିବେ । ତାଙ୍କର ଜନ୍ମ କେନ୍ଦ୍ରାପଡା ଓଡିଶାରେ ହୋଇଛି ।

ସେ ବହୁତ ଓଡିଆ ସିରିଏଲ ଯେମିତି କି ତୁଲସୀ, ସ୍ଵାଭିମାନ, ଆଇନାରେ କାମ କରିଛନ୍ତି । ଏହା ଛଡା ସେ କେତେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ପ୍ରେମ ଅଢେଇ ଅକ୍ଷର, କିଏ ସେ ଦେଖୁଛି କଉଠି ମୋତେ, କ୍ରୀମିନାଲ, ତୁମ ମୋ ଆରମ୍ଭ ତୁ ମୋ ଶେଷ, ମାଟ୍ରିକ ଫେଲ, କ୍ରୀଷ୍ଣା ଗୋବିନ୍ଦ ଫିଲ୍ମରେ ସେ ଅଭିନୟ କରୁଥିବାର ନଜର ଆସିଛନ୍ତି । ଶୁଭାଶିଷ ଶର୍ମା ବିବାହ କରିସାରିଛନ୍ତି ଓ ତାଙ୍କର ପତ୍ନୀଙ୍କ ନାଁ ଅନିଶା ଅଟେ ।

ଏହି ଦମ୍ପତ୍ତିଙ୍କର ଗୋଟିଏ ଝିଅ ବି ଅଛି । କହିଦେଉଛୁ କି ଅନିଶା ବି ଜଣେ ଅଭିନେତ୍ରୀ ଅଟନ୍ତି । ସେ ଲଭ ୟୁ ହମେଶା, କବୁଲା ବାରବୁଲା, ଓନ୍ଲି ପ୍ୟାର ଓ ତାଣ୍ଡବ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ସ୍ଵାଭିମାନ ଆଇନା ଓ ଉତରଦାଇ ସିରିଏଲରେ କାମ କରିଛନ୍ତି ।

ଦୁଇ ଜଣ ୧୮ ମାର୍ଚ ୨୦୧୬ରେ ବିବାହ କରିଥିଲେ । ଦୁଇ ଜଣ ପ୍ରଥମେ ପରସ୍ପରକୁ ଭଲ ପାଇଥିଲେ ଓ ଶେଷରେ ବିବାହ କରିଥିଲେ । ବର୍ତ୍ତମାନ ଶୁଭାଶିଷଙ୍କ ଯେଉଁ ଭି-ଡି-ଓ ଭା-ଇ-ରା-ଲ ହେଉଛି ସେଥିରେ ଶୁଭାଶିଷ ନିଜର କୁନି ଝିଅ ସହ ଖେଳୁଥିବାର ନଜର ଆସୁଛନ୍ତି ।

ବ୍ୟାକରାଉଣ୍ଡରେ ଗୋଟିଏ ଭଲ ମ୍ୟୁଜିକ ବି ବାଜୁଛି । ଏହି ଭି-ଡି-ଓକୁ ଶୁଭାଶିଷ ଓ ଅନିଶାଙ୍କ ଫ୍ୟାନମାନେ ଖୁବ ଭଲ ପାଇବା ଦେଉଛନ୍ତି । ଏହା ପ୍ରଥମ ଥର ନୁହେଁ ଶୁଭାଶିଷ ଓ ଅନିଶା ଏହା ପୂର୍ବରୁ ବି ନିଜର ଝିଅର ବହୁତ ଫଟୋ ଶେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *