ଧନୀ ହେବାକୁ ଚାହୁଁଛନ୍ତି ତ ଶୋଇବା ପୂର୍ବରୁ ଭୁଲରେ ବି କରିବେ ନାହିଁ ଏହି କାମ- Jyotisha Shastra

ଶୋଇବା ପୂର୍ବରୁ ଏମିତି କିଛି କଥା ଅଛି ଯାହା ଆମକୁ କରିବା କଥା ନୁହେଁ । ଏମିତି ଯଦି କରିବେ ବହୁତ ପ୍ରକାର ସମସ୍ଯା ଆସିଥାଏ । ସେଥିଲାଗି ଶୋଇବା ପୂର୍ବରୁ ଏମିତି କିଛି କରନ୍ତୁ ନହିଁ ଯାହା ଆପଣଙ୍କୁ ଅସୁବିଧାରେ ପକାଇବ । ଘଣ୍ଟାକୁ ବିଛଣା ତଳେ ରଖି ଶୋଇବା ଦ୍ଵାରା ମନୁଷ୍ୟ ଜଲ୍ଦି ଚିନ୍ତା ଓ କଷ୍ଟର ଶିକାର ହୋଇଥାଏ । ଆଉ ବହୁତ ଦୁଖ କଷ୍ଟର ମଧ୍ୟ ସାମ୍ନା କରିବାକୁ ପଡିଥାଏ । ଘରର ପ୍ରବେଶ ଦ୍ଵାର ଆଡକୁ ଶୋଇବା ଦ୍ଵାରା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଲକ୍ଷ୍ମୀଙ୍କର ଅପମାନ ହେଲେ ମା ଲକ୍ଷ୍ମୀ ସେହି ଘରେ ବାସ କରିନଥାନ୍ତି ।

ଏମିତି କରିବା ଦ୍ଵାରା କେବେବି ପଇସା କମେଇ ପାରିବେ ନାହିଁ । ଦକ୍ଷିଣକୁ ମୁଣ୍ଡ ଓ ପଶ୍ଚିମକୁ ଗୋଡ କରି ଶୋଇବା ଦ୍ଵାରା କେବଳ ଭଲ ଓ ସୁଖ ନିଦ୍ରା ଆସିଥାଏ ଆୟୁ ମଧ୍ୟ ବଢିଥାଏ । ପାଣିକୁ ମୁଣ୍ଡ ପାଖରେ ରଖୀ ଶୋଇବା ଦ୍ଵାରା ଧନ ହାନୀର ସାମ୍ନା କରିବାକୁ ପଡିଥାଏ । ଯେତେ ଧନ କମେଇଲେ ପଇସା କେବେ ରହିବ ନାହିଁ ।

ଯଦି ଆପଣ ତକିଆ ତଳେ ବହି ରଖୀ ଶୋଉଥାନ୍ତି, ତେବେ ସାବଧାନ ଆପଣ ନିଜ ଭବିଷ୍ୟତରେ କେବେବି ସଫଳ ହୋଇପାରିବେ ନାହିଁ । ବହୁତ ସାରା ସମସ୍ଯା ମଧ୍ୟ ଉପୁଜିପରେ । କାନ୍ଥ ସହ ରଖୀ ପଲଙ୍କ ରଖିବା ଦ୍ଵାର ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ବଢିଥାଏ । ସେଥିଲାଗି ଖଟକୁ କାନ୍ଥ ସହ ଲଗାଇ ରଖିବେ ନାହିଁ ।

କକ୍ଷରେ ଦମ୍ପତିଙ୍କୁ ହଲ୍କା ଗୋଲାପି ରଙ୍ଗର ପ୍ରକାଶ କରି ରଖିବାର ଅଛି ଯେମିତି ଆପଣ ନିଜ ରୁମରେ ଗୋଲପି ରଙ୍ଗର ଜିରୋ ବଲ ମଧ୍ୟ ଲଗାଇ ପାରିବେ । ଏମିତି କରିବା ଦ୍ଵାରା ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିବାକୁ ଲାଗିଥାଏ । ପର୍ସକୁ ମୁଣ୍ଡ ପାଖରେ ରଖି ଶୋଇବା ଦ୍ଵାରା ମନୁଷ୍ୟ କାଙ୍ଗାଳ ହୋଇଯାଇଥାଏ । ଧନ ଜନିତ ସମସ୍ଯା ଉପୁଜି ଥାଏ । ସେଥିପାଇଁ ବହିକୁ ମୁଣ୍ଡ ଉପରେ ରଖୀ ସୋଇବା ଠିକ ହୋଇନଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *