ମଙ୍ଗଳବାର 19 ଜାନୁୟାରୀ 2021- ବଜରଙ୍ଗବଲୀଙ୍କ କୃପାରୁ ଆଜି ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:-

ଏହି ସମୟରେ ଆପଣଙ୍କ ବ୍ୟାପାରରେ ବହୁତ କମ ବେଶିର ସାମ୍ନା କରିବାକୁ ପଡିବାକୁ ପଡିପାରେ । କୌଣସି ବିବାଦକୁ ଧରି ଆପଣଙ୍କୁ ଆପଣଙ୍କ ସହଯୋଗୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଅଧିକ ଯୁକ୍ତି କରିବା ଉଚିତ ନୁହେଁ । ଯଦି ଆପଣଙ୍କୁ ସଫଳ ହେବାର ଅଛି ପରିସ୍ଥିତି ସହିତ ଚାଲିବା ଠିକ ହେବ । ଆପଣଙ୍କୁ ଠିକ ସମୟର ଓ ଠିକ ସୁଯୋଗର ଅପେକ୍ଷା ଲ୍କାରିବା ଉଚିତ । ଆଜି ଭାଗ୍ୟ ୭୯ ପ୍ରତିଶତ ସହଯୋଗ କରିବ ।

ବୃଷ :- ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ ଓ ଆପଣଙ୍କ ବଡ ବଡ କମ ବହୁତ ସହଜରେ ହୋଇଯିବ । ଭାଗ୍ଯରେ ଥିବା ପ୍ରତିବନ୍ଧକ ଦୂର ହେବ ଓ ଆପଣଙ୍କ ଗୃହସ୍ତି ଜୀବନ ଭଲରେ ଚାଲିବ । ଆପଣଙ୍କ ଏମିତିକମ ଅଛି ଯାହା ବହୁତ ସମୟରୁ ହୋଇପାରୁନଥିଲା ତାକୁ ପୁରା କରିବା ପାଇଁ ଭାବିବେ । ଆଜି ନିବେଶର ଦିଗରେ କରିଥିବା କାମ ଆପଣଙ୍କ ପ୍ରୟାସରେ ମଧ୍ୟ ସଫଳତା ପ୍ରାପ୍ତି ହେବ ।

ମିଥୁନ :- ଆଜି ଆପଣ କିଛି ନୂଆ ଉପାୟରେ ଅଧା ପଡିଥିବା କାମ ପୁରା କରିବା ବିଷୟରେ ଭବିବେ । ବହୁତ ସହଜରେ  କାର୍ଯ୍ୟକୁ ସେଶ କରିବେ । କୌଣସି କାର୍ଯ୍ୟରେ ବରିଷ୍ଠ ଅଧିକାରୀଙ୍କ ସହିତ ଯୁକ୍ତି ହୋଇପାରେ । କିନ୍ତୁ ଅଫିସରେ କିଛି ଏମିତି ହେବ ଜିଏକି ଆପଣଙ୍କୁ ସାହାର୍ଯ୍ୟ କରିବ । ଆପଣଙ୍କୁ କିଛି ନୂଆ କରିବା ଆଉ ଆଗକୁ ବଢିବାର ଆବଶ୍ୟକ ଅଛି ।

କର୍କଟ :- ଆଜି ଆପଣଙ୍କ ଉପରେ କୌଣସି ନୂଆ କାର୍ଯ୍ୟ ଦିଆଯାଇପାରେ । ଆପଣ ଏହି ମାମଲାରେ ଭଲ ପ୍ରଦର୍ଶନ କରିକି ଦେଖାଇବେ ଓ ନିଜକୁ ପୁଣି ପ୍ରମାଣିତ କରିପାରିବେ । ଯଦି ଆପଣ କୌଣସି ଉଦ୍ୟାଗର ସଂଚାଳନ କରୁଛନ୍ତି ଛୋଟ କର୍ମ ଚାରିଙ୍କ ଉପରେ ନଜର ରଖିବାକୁ ଭୁଲାନ୍ତୁ ନହିଁ । ଆପଣଙ୍କୁ ଆପଣଙ୍କ ଜୁନିଅରଠୁ କେମିତି କାମନେବାର ଅଛି ଏହା ବିଷୟରେ ଆପଣଙ୍କୁ ଭଲ ଭାବରେ ଜଣା ଥିବା ଦରକାର ।


ସିଂହ :- କୌଣସି ଭଲ ଅଧିକାର କ୍ଷେତ୍ରରେ ପସିକି ନିଜର ନିଜ ଶକ୍ତି କାୟମ ରଖିବା ଆପଣଙ୍କ ପୁରୁଣା ଅଭ୍ୟସ ଅଟେ । କେବେ କେବେ ଏହି କାରଣରୁ ଆପଣ ଲୋକଙ୍କ ଭିତରେ ଆଲୋଚନାର ଶିକାର ହୋଇପାରନ୍ତି । ବହୁତ ଭଲ ହେବକି ଆପଣଙ୍କ ସବୁ ଲୋକଙ୍କ ମଧ୍ୟରେ ସାମଞ୍ଜସ୍ଯ ଦେଖି ସମସ୍ତଙ୍କ ସହିତ କାମ କରନ୍ତୁ । ଆଜି ଭାଗ୍ଯ 87 ପ୍ରତିଶତ ସହଯୋଗ କରିବ ।

କନ୍ୟା :- ଆଜି କୌଣସି କାମରେ ହାତ ଦେବା ଦ୍ଵାରା ଆପଣଙ୍କୁ କ୍ଷତି ହୋଇପାରେ । ଆଜିର ଦିନରେ କାହାକୁବି ପଇସା ଉଧାର ଦିଅନ୍ତୁ ନହିଁ । ଆପଣଙ୍କ ପଇସା ଫେରି ପାଇବାର ସମ୍ଭାବନା ବହୁତ କମ ରହିଛି ।ଆପଣଙ୍କୁ ବୀନା କୌଣସି ଚିନ୍ତାରେ ଓ ବିଚାରରେ ନିଜ କର୍ତବ୍ୟରେ ବ୍ୟସ୍ତ ରହିବା ଆବଶ୍ୟକ । କାମ କୌଣସି ସ୍ତରର ହେଉ ଯଦି ଆପଣ ତାକୁ ସଫଳତା ସହିତ ପୁରା କରିବେତ ଲାଭ ହେବ ।

ତୁଳା :- ଆଜି ସକାଳରୁ ଆପଣଙ୍କ ମନରେ କାଫି ନକରାତ୍ମକ ବିଚାର ବନିବ । କୌଣସି କାମରେ ମନ ଲାଗିବ ନହିଁ ଓ ଆପଣ ନିଜକୁ ପୁରା  ଚିନ୍ତାରେ ପାଇବେ । ଘରର ଦୈନିକ କାର୍ଯ୍ୟରେ କିଛି କଷ୍ଟ ପରେ ପୁରା ହୋଇପାରେ । କିଛି ଦିନରୁ ବ୍ୟାପାର ବ୍ୟବସାୟର ସ୍ଥିତି ବହୁତ କମ ଚାଲୁଅଛି । ବ୍ୟାପାର କ୍ଷେତ୍ରରେ ଯେଉଁ ଉତାର ଚଢାବ ଆସିବ ସେ ଖାଲି ଆପଣଙ୍କ ପାଇଁ ନୁହେଁ । ଆଜି ଭାଗ୍ୟ 61 ପ୍ରତିଶତ ସହଯୋଗ କରିବ ।


ବିଛା :- ଆଜି କୌଣସି ଏମିତି ସ୍ଥିତି ଆପଣଙ୍କ ସାମ୍ନାରେ ହୋଇପାରେ । ଯାହା ମାନସିକ ରୂପରେ ବହୁତ ଚିନ୍ତାର କାରଣ ହୋଇପାରେ । ଆଜି ବ୍ୟାପାରରେ କୌଣସି ଏମିତି ସ୍ଥିତି ଆପଣଙ୍କୁ ଚିନ୍ତାରେ ପକାଇ ପାରିବ । ଯଦି ଆପଣ ନିଜର ମାର୍ଗ ସରଲ ଓ ସିଧା ବନାଇବାକୁ ଚହୁଁଛନ୍ତି ଆପଣ ସେଇଆ କରନ୍ତୁ ଯାହା ଆପଣଙ୍କୁ ତତ୍କାଳ ଲାଭ ଦେବ । ନିଜ ମନକୁ କଣୁରେ ରଖନ୍ତୁ ଓ ରାଗକୁ ନିୟତ୍ରଣ ରଖିବା ଆପଣଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ ।

ଧନୁ :- ଆଜି ନିବେଶ ଓ ସେୟାର ବଜାରରେ ଆପଣଙ୍କ ଧନ ବହୁତ ବରବାଦ ହୋଇପାରେ । ଯେଉଁଠିଭି ନିବେଶ କରୁଛନ୍ତି ଭାବି ଚିନ୍ତି ନିବେଶ କରନ୍ତୁ । ବହୁତ ଭଲ ହେବକି ବ୍ୟାପାରକୁ ନିଜ ପୁରୁଣା ରାସ୍ତାରେ ଆସିଯାଅନ୍ତୁ ଓ ଆଗକୁ ଯେଉଁ ଜିନିଷରେ କ୍ଷତି ହେବାକୁ ଅଛି ତାଠୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ସଂଯମତାର ସହିତ ଗୋଟେ ନିଶ୍ଚିତ କାମରେ ଆଗକୁ ବଢନ୍ତୁ । ଏହା ଦ୍ଵାରା ବହୁତ ସମୟ ପର୍ଯ୍ୟନ୍ତ ଆଗକୁ ବଢିବେ ।

ମକର :- ଆଜି ଆପଣଙ୍କ ଭିତରେ ବହୁତ ଶକ୍ତି ଓ ଉଶ୍ଚାହର ସଂଚାର ହେବ । ଛୁଟି ପରେ ମଧ୍ୟ ବହୁତ ସାରା କାମକୁ ସରାଇବାର ଇଛା ରଖିବେ । କିନ୍ତୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କାମ ସେତିକି ସ୍ପୀଡରେ ଚଳୁନଥିବା ଯେତିକି ଆପଣ ଚହୁଁଛନ୍ତି । ଆପଣଙ୍କୁ ସବୁ ଜିନିଷ ନିଜ କଣ୍ଟ୍ରୋଲରେ ନେବାକୁ ପଡିପାରେ । ତେବେ ଯାଇ ଆପଣ ଯୋଜନା ବଧ ଭାବରେ କାମକୁ ପୁରା କରିପାରିବେ । ଆଜି ଭାଗ୍ୟ 80 ପ୍ରତିଶତ ସାଥ ଦେବ ।


କୁମ୍ଭ :- ବହୁତ ଦିନ ସଂଘର୍ଷ କରିବା ପରେ ମଧ୍ୟ ଆପଣଙ୍କୁ ଲାଗିବାକି କେଉଁଠି ବସିକରି  ଏକାନ୍ତରେ କିଛି ସମୟ ବ୍ଯତୀତ କରିବା ପାଇଁ ଭଲ ହେବ । ଏହି ସମୟ ଅଧିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକ ରହିଛି । ଯଦି ମାନସିକ ସ୍ୱାସ୍ଥ୍ୟ ଠିକ ରହିବ ନହିଁ ତେବେ ପରିଶ୍ରମ କରିବାରେ କଠିନ ହୋଇପାରେ । ଆପଣଙ୍କୁ ନିଦର ସମସ୍ଯା ଚିନ୍ତାରେ ପକାଇ ପାରେ ।

ମୀନ :- ଧନ କମାଇବା ପାଇଁ ବହୁତ ପ୍ରକାର ରାସ୍ତା ଦେଖାଦେଇପାରେ ଓ ଆଉ ଆପଣ ସେଇ ପଥରେ ଚାଲିବା ପାଇଁ ମଧ୍ୟ ପ୍ରୟାସ କରିବେ । ଆପଣଙ୍କ ସହଯୋଗୀ ଓ ସାଥି ଏହି କଥା ଉପରେ ମତଭେଦ କରିପାରନ୍ତି । କର୍ମ କରିବା ପାଇଁ କିଛିବି କମ ଖରାପ ହୋଇନଥାଏ । କୌଣସି ପ୍ରତିଯୋଗିତାରେ ହାର ଜିତ ହୋଇଥାଏ । ଏହି ଥର ଆପଣଙ୍କ ଭାଗ୍ୟ ସାଥ ଦେବ ଓ ବହୁତ ସମୟରୁ ଆପଣ ଯେଉଁ କାମ କରିବାକୁ ଭାବୁଛନ୍ତି ଆପଣଙ୍କୁ ଏଥରକ ସଫଳତା ମିଳିପାରେ । ଆଜି ଭାଗ୍ୟ 79 ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *