ତାରକ ମେହତା ସୋ’ର ଡକ୍ଟର ହାଥିଙ୍କ ପୁଅ ‘ଗୋଲି’ ଙ୍କୁ କଣ ଡେଟ କରୁଛନ୍ତି ଏହି ଅଭିନେତ୍ରୀ ? ଜାଣିଲେ ହେବନି ବିଶ୍ଵାସ

ଟିଭିର ପପୁଲାର ସୋ ‘ତାରକ ମେହେତାକା ଉଲ୍ଟା ଚଷମା’ କୁ ଦର୍ଶକଙ୍କଠୁ ସବୁ ବେଳେ ଭଲ ପାଇବା ମିଳିଛି । ସେଥିପାଇଁ ସୋ’ର ଭଲ ଫ୍ୟାନ ଫଲୱିଂ ଅଛି । ସୋ’ରେ ଟପୁ ସେନାର ସବୁ କ୍ୟରେକ୍ଟରକୁ ବହୁତ୍ ପସନ୍ଦ କରନ୍ତି ସମସ୍ତେ । ସୋରେ ସୋନୁର ଅଭିନୟ କରିଥିବା ପଲକ ସିନ୍ଦ୍ବାନି ଓ ଗୋଲିର ଅଭିନୟ କରୁଥିବା କୁଶର ଅଫେୟାରର ଖବର ସାମ୍ନାକୁ ଆସୁଅଛି । କିଛିଦିନ ତଳେ ପଲକ ସିନ୍ଦ୍ବାନି ମାନେ ଶୋରେ ଥିବା ଆତ୍ମାରାମଙ୍କ ଝିଅ ସୋନୁ ଏହା ବିଷୟରେ ଆଶ୍ଚର୍ଯ୍ୟ କଲା ଭଳି ଖୁଲାସା କରିଥିଲେ ।

ଏହି କିଛିଦିନ ପୂର୍ବରୁ ସେ ଲାଇଭ ଆସିଥିଲେ ।

ଏହି ସମୟରେ ଜଣେ ଫ୍ୟାନ ତାଙ୍କୁ ପଚାରିଥିଲେ କି କଣ ଆପଣ କୁସ ସାହା ମାନେ ସୋରେ ଡ଼କ୍ଟର ହାଥୀଙ୍କ ପୁଅ ଅଭିନୟ କରିଥିବା ଗୋଲଙ୍କୁ ଡେଟ କରୁଛନ୍ତି । ଏହା ଶୁଣିକି ପଲକ ତାଙ୍କ ଉପରେ ରାଗି ଯାଇଥିଲେ ଓ କହିଲେ ତମେ ପାଗଳ ନା କଣ ? ସେ କହିଲେ କି କୁଶ ମୋର ଗୋଟେ ଭଲ ସାଙ୍ଗ ଆଉ କିଛି ନୁହଁ ।

ପଲକଙ୍କ ଏହି କଥା ପରେ ଏହା ପ୍ରମାଣ ହେଇଗଲା କି ଏହା ଖାଲି ଉଡନ୍ତା ଖବର ଏବିଂ ଅନ୍ୟ କିଛି ନୁହେଁ ଓ ‘ତାରକ ମେହେତା କା ଉଲ୍ଟା ଚଷମା’ କୁ ଦର୍ଶକ ବହୁତ ଦେଖୁଛନ୍ତି, ସମସ୍ତଙ୍କ ଘରେ ଘରେ ଏହାକୁ ଦେଖିବା ପାଇଁ ବହୁତ ଆଗ୍ରହ କରନ୍ତି । କହି ଦେବାକୁ ଚାହୁଁଛୁ କି ଗୋଲୁର ଅଭିନୟ କରୁଥିବା କୁଶ ଛୋଟ ବେଳୁ ଏହି ସୋର ଗୋଟେ ଭାଗ ଅଛନ୍ତି । ପଲକ ଏହି କିଛି ଦିନ ତଳେ ସେମାନଙ୍କ ସହ ଯୋଡି ହେଇଛନ୍ତି । ତାଙ୍କ ପୂର୍ବରୁ ସୋନୁର ଅଭିନୟ କରିଥିଲେ ନିଧି ଭାନୁସାଲି ।

‘ତାରକ ମେହେତା କା ଉଲ୍ଟା ଚଷମା’ରେ ସୋନୁ ଓ ଗୋଲି ଟପୁ ସେନାର ମେମ୍ବର ଅଛନ୍ତି ଓ ବହୁତ୍ ଭଲ ସାଙ୍ଗ ମଧ୍ୟ ସେ । ରିଲ୍ ଲାଇଫ ହେଉ କି  ରିୟଲ ଲାଇଫ ଦୁହିଁଙ୍କ ଭିତରେ ପଲକ୍ ଓ କୁଶ ସାଙ୍ଗ ଅଟନ୍ତି । ଟପୁ ସେନାର ମେମ୍ବର ସାଙ୍ଗରେ ସମୟ ବିତେଇ ଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେମାନେ ନିଜର ବହୁତ ପୋଷ୍ଟ କରନ୍ତି । ବହୁତ ଏକ୍ଟିଭ ଋଅହନ୍ତି ଏମାନେ ସୋସିଆଲ ମିଡିଆରେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *