ଦୁବାଇର ଏହି କଳା ସତ ଉଡାଇ ଦେବ ହୋସ, ବିଶ୍ଵାସ କରିବା ବି ବହୁତ କଷ୍ଟ

ଦୁବାଇ ଏକ ଏମିତି ଦେଶ ଅଟେ ଯାହାର ନାମ ଆସିବା ମାତ୍ରେ ହିଁ ମଣିଷ ମାନଙ୍କ ଭିତରେ ଏକ ଧନୀ ସମୃଦ୍ଧ ବାଲା ଅନୁଭବ ଆସି ଯାଇଥାଏ ,କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଦେଶ ବିଷୟରେ କିଛି ଏମିତି କଥା କହିବୁ ପ୍ରାୟ ଆପଣ ଜାଣିଥିବେ । ଏହି ଅମିରୀ ପଛରେ ଏକ ଏମିତି ସତ ଅଛି ଯାହାକୁ ଜାଣି ଆପଣଙ୍କର ବି ହୋସ ଉଡିଯିବ । ଏହି ଦେଶରେ ଦେହ ବେପାର କରାଯାଏ ଏବଂ ଏତିକି ହିଁ ନୁହେଁ ଧନୀ ନିଜର ଶୌକ ପୁରା କରିବା ପାଇଁ ଏମାନଙ୍କୁ କିଣିଥାନ୍ତି, ଯାହା ପାଇଁ ଖାସ ସମୟରେ କିର୍ଗିସ୍ଥାନରୁ ଝିଅମାନଙ୍କୁ ଡକା ଯାଇଥାଏ ।

ଗୋଟିଏ ପଟେ ଏହି ଦେଶରେ ମହିଳା ମାନଙ୍କୁ ପର୍ଦା କରିବା ପାଇଁ ମଝବୁର କରାଯାଇ ଥାଏ ସେଠାରେ ସମସ୍ତଙ୍କ ପଛରେ ମହିଳା ମାନଙ୍କ ସହିତ ଏମିତି ହୋଇଥାଏ ଯାହା ବିଷୟରେ କେହି ଭାବି ପାରିବେ ନାହିଁ ।

ଆଜି ଆମେ ଆପଣଙ୍କୁ ଏକ ଏମିତି ଭିଡିଓ ଦେଖାଇବୁ ଯେଉଁଥିରେ ଆପଣ ଦେଖିବେ କି କାର୍ଗିସ୍ଥାନର ଏକ ଝିଅକୁ ହୋଟେଲକୁ ଡକାଯାଇଛି ଏବଂ ସେହି ଝିଅକୁ ଏକ ବଡ ହୋଟେଲରେ ନଚା ଯାଉଛି ଏବଂ ଏତିକି ହିଁ ନୁହେଁ ଆପଣ ଦେଖିବେ କି କେମିତି ସେହି ଝିଅର ଶରୀରର ପ୍ରଦର୍ଶନ କରାଯାଉଛି । ଝିଅର ଶରୀରକୁ ଭୋକିଲା ମାନଙ୍କର ନଜର ଏକ କ୍ଷଣ ପାଇଁ ବି ହଟୁ ନାହିଁ । ଝିଅର ନାଚରେ ଯଦି ଶେଖ ଫିଦା ହୁଅନ୍ତି ତାହେଲେ ଝିଅର ଦାମ ଲଗାଯାଇ ଥାଏ । ଏହି ଦାମ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଲାଗିଥାଏ ।

ଏହି ଘଟଣା ସେଠିକା ପାଇଁ କିଛି ନୂଆ ନୁହେଁ ବରଂ ଏଠାରେ ସବୁବେଳେ ଏମିତି ପାର୍ଟି କରାଯାଇ ଥାଏ ଏବଂ ଏହି ପାର୍ଟିରେ ଝିଅକୁ ନିଜ ଗ୍ରାହକଙ୍କୁ ଖୁସି କରାଇବା ପାଇଁ ନାଚିବାକୁ ପଡିଥାଏ । କପଡା ଯେତେ କମ ,ଦୁବାଇ ଝିଅର ଦାମ ସେତେ ଅଧିକ । କୁହାଯାଏ କି ଏହି ଲଜ୍ଜିତ କାମ ପଛରେ ବଡ ଲୋକ ସାମିଲ ଅଛନ୍ତି ।

ସବୁଠାରୁ ଆଶ୍ଚଜ୍ୟର କଥା ହେଉଛି କି ଝିଅମାନେ ନିଜ ଇଚ୍ଛାରେ ନୁହେଁ ବରଂ ତାଙ୍କୁ ଚାକିରି ଦେବାର ଲାଞ୍ଚ ଦେଖାଇ ଏଠାକୁ ଅଣା ଯାଇଥାଏ । ଏଥିରେ ଝିଅ ମାନଙ୍କର ଜୀବନ ବର୍ବାଦ ହୋଇ ଯାଇଥାଏ । ତାହେଲେ ଆସନ୍ତୁ ଦେଖିବା ଏହି ଭିଡିଓ ଯାହାକୁ ଦେଖିବା ପରେ ଦହରେ ନିଆଁ ଲାଗିଯିବ ।

Leave a Reply

Your email address will not be published. Required fields are marked *