ଦୁନିଆର 6 ବଡ Cricketer ଯିଏ ସଡକ ଦୁର୍ଘଟଣାରେ ହରାଇଛନ୍ତି ଜୀବନ, Listରେ ସାମିଲ ଅଛନ୍ତି ଏହି ଭାରତୀୟ ଖେଳାଳି

ଆମେ ଜାଣିଛେ କି ସଡକ ଦୁର୍ଘଟଣା ରେ ଆମେ ଯଦି ଦେଖିବା କେବଳ ସାଧାରଣ ଲୋକମାନେ ନୁହେଁ ଆହୁରି ଅନେକ ଲୋକମାନେ ମୃତ୍ୟୁ ବରଣ କରିଥାନ୍ତି । ଏହା ସହ କିଛି ଏହି ଭଳି ଲୋକମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ନିଜର ଦେହାନ୍ତ ର କାରଣ ନିଜେ ହୋଇ ଛନ୍ତି । ତେବେ ଦୁର୍ଘଟଣା କୁ ଆମେ ଅଟକାଇ ପାରିବା ନି ମାତ୍ର ଆମେ ଏହାକୁ ନିଶ୍ଚିତ ଭାବେ ସମ୍ଭାଳି ପାରିବା । ଯଦି ଦେଖିବା ପାଇଁ ଯିବା ତ ଅନେକ ଖେଳାଳି ମାନେ ମଧ୍ୟ ଏହି ଭଳି ଭାବେ ନିଜର ଜୀବନର ଅନ୍ତ କରି ଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏହି ଭଳି କିଛି ଖେଳାଳୀଙ୍କ ନାମ କହିବା ଯେଉଁ ମାନେ କାର ଦୁର୍ଘଟଣା ରେ ନିଜର ପ୍ରାଣ ହରାଇ ଛନ୍ତି । ନିକଟରେ ଏକ କାର ଦୁର୍ଘଟଣା ରେ ଅଷ୍ଟ୍ରେଲିଆ ଖେଳାଳି ଙ୍କ ଦେହାନ୍ତ ହେବା କଥା ଜାଣିଛେ ତାଙ୍କ ନାମ ହେଉଛି ସାଇମଣ୍ଡସ ସେ ଏକ ଭଲ ଖେଳାଳି ଥିଲେ ।

ତାଙ୍କୁ ଇଂଲାଣ୍ଡ ଓ ଅଷ୍ଟ୍ରେଲିଆ ଦୁଇ ଦେଶ ମଧ୍ୟରୁ ଏକ ଦେଶ ବାଛିବା ପାଇଁ ଦିଆ ଯାଇ ଥିଲା । ଯାହା ଦ୍ଵାରା ସେ ନିଜ ଇଚ୍ଛାରେ ଅଷ୍ଟ୍ରେଲିଆ ପାଇଁ ଖେଳିବା ପାଇ ବାଛି ନେଇ ଥିଲେ । ସେ ଏହା କରିବାର କାରଣ ହେଉଛି ଇଂଲାଣ୍ଡ ରେ ଖେଳାଳି ମାନେ ସାଧାରଣ ଭାବେ ମଦ ପି ପାରିବେନି ମାତ୍ର ଏହା ଅଷ୍ଟ୍ରେଲିଆ ରେ ବହୁତ ସାଧାରଣ କଥା ।

ତେବେ ଅଧିକ ନିଶା ରେ ଥିବା ହେତୁ ସେ ଏକ ବଡ ଦୁର୍ଘଟଣା ର ଶିକାର ହୋଇ ଥିଲେ ଯାହା ଦ୍ଵାରା ସେ ଏଭଳି ଆହାତ ହୋଇ ଥିଲେ କି ତାଙ୍କୁ ବଞ୍ଚାଇବା ମୁସକିଲ ହୋଇ ଯାଇ ଥିଲା । ତେବେ ଏହା ଅଷ୍ଟ୍ରେଲିଆ ସହ ସାରା ଖେଳ ଦୁନିଆ ପାଇଁ ମଧ୍ୟ ଖୁଁ ଦୁଃଖର ଘଟଣା ଅଟେ ।

ଏହା ପରେ ନାମ ଆସେ ୱେଷ୍ଟଇଣ୍ଡିଜ ର ଏକ ଖେଳାଳି ଯିଏ କି ପ୍ରାୟ 15 ଟି ଟେଷ୍ଟ ମ୍ଯାଚ ସହ 56 ଟି ଦିନିକିଆ ମ୍ଯାଚ ଖେଳି ଥିଲେ ଏହା ସେ ଟି-20 ମଧ୍ୟ ଖେଳି ଛନ୍ତି ପ୍ରାୟତଃ 7 ଟି । ଏହି ଖେଳାଳି ମଧ୍ୟ ଏହି ଦୁନିଆରେ ଆଉ ନାହାଁନ୍ତି ଏହାଙ୍କ ନାମ ହେଉଛି ରନାକୋ ମୋର୍ଟନ ।

ସେ ଏହି ଦୁନିଆ ଛାଡିବା ବେଳେ ତାଙ୍କ ବୟସ ମାତ୍ର 33 ବର୍ଷ ହୋଇଥିଲା । ଏହା ପର ନାମ ହେଉଛି ବେନ ହାଲିଆନ ଯିଏ କି 19 ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଅଟେ । କେଉଁ କାରଣରୁ ସେ କାନ୍ଥରେ ପିଟି ହୋଇ ଯାଇଥିଲେ ଏହା ଅସ୍ପଷ୍ଟ ଅଟେ । କିନ୍ତୁ ଏହା ଦ୍ଵାରା ତାଙ୍କର ପରଲୋକ ହୋଇଥିଲା ।

ସେ ଇଂଲାଣ୍ଡ ର ଖେଳାଳି ଅଟନ୍ତି । ଏହା ସହ ଲୌରୀ ଜଣେ ୱେଷ୍ଟଇଣ୍ଡିଜ ଖେଳାଳି ଓ ଟମ ମେନାର୍ଡ ଇଂଲାଣ୍ଡ ର ଖେଳାଳି, ଧୃବ ପଣ୍ଡୋବ ଭାରତୀୟ ଖେଳାଳି ଭି ଏକ ଦୁର୍ଘଟଣା ର ଶିକାର ହୋଇ ନିଜ ଜୀବନ ହରାଇଥିଲେ ।

Leave a Reply

Your email address will not be published. Required fields are marked *