ଏହାର 2ଟି ଦାନା ଆପଣଙ୍କୁ କେବେ ଥକିବାକୁ ଦେବନି, ସମସ୍ତ ପ୍ରକାର କମ୍ଜୋରି ହେବ ଦୂର…. ପୁରୁଷ ମାନେ ଥରେ ନିଶ୍ଚୟ ଦେଖନ୍ତୁ (Health Tips)

ସୁପାରି ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଆମ ଶରୀରରେ ପାଚନ କ୍ରିୟା କରିବାରେ ସହାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ । କିଛି ଲୋକ ମାନେ ଭାବନ୍ତି ସୁପାରି ଖାଇବା ଦ୍ଵାରା କ୍ଷତି ହୋଇଥାଏ ଯାହା ଭୁଲ ଧାରଣା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସୁପାରି ଖାଇବା ଦ୍ଵାରା କେଉଁ ସବୁ ଫା-ଇ-ଦା ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ସୁପାରିକୁ ଭଲ ଭାବେ ପେଷ୍ଟ କରି ଏହାକୁ ମୁହଁରେ ଲଗାଇଲେ ଚେହେରା ସୁନ୍ଦର ହୋଇଥାଏ । ଏହା ଛଡା ଏ-କ-ଜି-ମା ହୋଇଥିଲେ ସୁପାରି ସହ ତିଲର ତେଲ ମିଶାଇ ଲଗାଇଲେ ଏକଜିମା ଭଲ ହୋଇଥାଏ ।

୨- ଚନ୍ଦା ହେବା ପୁରୁଷଙ୍କ ଠାରେ ଏକ ବଡ ସମସ୍ଯା ଅଟେ । ଯାହା ପାଇଁ ପୁରୁଷ ମାନେ ଅନେକ ପ୍ରୟୋଗ କରିଥାନ୍ତି କିନ୍ତୁ ସେଥିରେ ସୁଫଳ ହୋଇ ପାରନ୍ତି ନାହି । ଚନ୍ଦାପଣ ଦୂର କରିବା ପାଇଁ ସୁପାରି ସହ ନୀଳକମଳ, ବହେଡା ଫଳ ମଜ୍ଜା, ତିଲ ଓ ଅଶ୍ଵଗନ୍ଧା ମିଶାଇ ଲଗାଇବା ଉଚିତ ।

୩- ମୁହଁରେ ଛାଲ ହୋଇଥିଲେ ସୁପାରିର ପେଷ୍ଟ କରି ସେଥିରେ ମହୁ ମିଶାଇ ଲଗାଇଲେ ଏହା ଦୂର ହୋଇଥାଏ । ଏହା ଛଡା ପେଟରେ କୃମି ହୋଇଥିଲେ ସୁପାରିର କାଢା ପ୍ରସ୍ତୁତ କରି ସେବନ କରିଲେ ଏହା ଭଲ ହୋଇଥାଏ ।

୪- ଯଦି ଦାନ୍ତରେ ଯନ୍ତ୍ରଣା ହେଉଥାଏ ତେବେ ସୁପାରି ସହ ଖଦିର, ପିପ୍ପଲି, ମରୀଚର ଭସ୍ମ ଦାନ୍ତରେ ଲଗାଇଲେ ଦାନ୍ତ ହେଉଥିବା ସବୁ ସମସ୍ୟାର ନିବାରଣ ହୋଇଥାଏ । ଏହା ଛଡା ସୁପାରିର ପାଉଡର ଦାନ୍ତରେ ଲଗାଇଲେ ବହୁତ ଫାଇଦା ହୋଇଥାଏ ।

୫- ସୁପାରି ଖାଇବା ଦ୍ଵାରା ଲିକୋରୋୟାରୁ ଫାଇଦା ମିଳିଥାଏ । ଏଥିପାଇଁ ସୁପାରି ପାକ ର ସେବନ କରିବା ଉଚିତ ଯାହା ଆୟୁର୍ବେଦିକ ଦୋକାନରୁ ସହଜରେ ମିଳିଯିବ ।

୬- ଯଦି ପରିସ୍ରା ବାରମ୍ବାର ହେଉଥାଏ ବା ମୁତର ଜନିତ କୌଣସି ସମୟ ହେଉଥାଏ ତେବେ ସୁପାରି ର ସେବନ ବହୁତ ଫାଇଦା ହୋଇଥାଏ । ସୁପାରି ସହ ଖଦିର ର ଛାଲ ର କାଢା ତିଆରି କରନ୍ତୁ । ଏହି କାଢା ରେ ୧୦ ରୁ ୩୦ ମିଲିଗ୍ରାମ ମହୁ ମିଶାଇ ସେବନ କରିଲେ ମୁତ୍ର ସମସ୍ଯା ଦୂର ହୋଇଥାଏ ।

୭- ଏହା ଛଡା ଯଦି ଅଣ୍ଟା ଯନ୍ତ୍ରଣା ହେଉଥାଏ ତେବେ ସୁପାରି ର ପତ୍ର କୁ ପେଷ୍ଟ କରି ଲଗାଇଲେ ଏହା ଦୂର ହୋଇଥାଏ । ତେବେ ଏହା ଥିଲା ସୁପାରି ଖାଇବା ଦ୍ଵାରା ବିଭିନ୍ନ ପ୍ରକାରର ଫାଇଦା ଯାହା ଦ୍ଵାରା ଅନେକ ରୋଗ ଭଲ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *