ଏହି 4 ଟି ଜିନିଷ କେବେ ଉପହାର ରୂପରେ ଅନ୍ୟକୁ ଦେବା କଥା ନୁହେଁ, ଘରୁ ଚାଲିଯିବେ ମା’ଲକ୍ଷ୍ମୀ- Sri Krishna

ବନ୍ଧୁଗଣ, କୌଣସି ପର୍ବ ତଥା ଉତ୍ସବ ହେଲେ ଆମ୍ଭେ ପ୍ରାଏ ଉପହାର ରେ ବିଭିନ୍ନ ବସ୍ତୁ ର ଲେନ ଦେନ କରିଥାଉ । ଏଥିରେ ମଧ୍ୟ ଏକ ଅନୋଖା ଆନନ୍ଦ ହୋଇଥାଏ । ବନ୍ଧୁଗଣ ପ୍ରାଏ ସମସ୍ତଙ୍କୁ ଭେଟ ପସନ୍ଦ ହୋଇଥାଏ । ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ବିଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରାଏ ଭେଟ ନେବା ତଥା ଦେବାକୁ ମଧ୍ୟ ଭଲ ଲାଗିଥାନ୍ତି । ମାତ୍ର ବନ୍ଧୁଗଣ କିଛି ଏଭଳି ବସ୍ତୁ ରହିଛି ଯାହାକୁ ଆମ୍ଭେ ଅନ୍ୟକୁ ଭେଟ ଭାବରେ ଦେଇଥାଉ । ମାତ୍ର ସେହି ବସ୍ତୁ ଦେବା ଦ୍ଵାରା ଆମ୍ଭକୁ ନାନା ପରିସ୍ଥିତିର ସମୁଖୀନ ହେବାକୁ ପଡିପାରେ ।

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ବସ୍ତୁ ର ନିଜର ଏକ ଊର୍ଜା ରହିଥାଏ ଏବଂ ତାହାର ଗୋଟିଏ ପ୍ରଭାବ ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା ତେବେ ସେହି ୪ ଟି ବସ୍ତୁ ସମ୍ବନ୍ଧରେ କିଛି ବିଶେଷ କଥା ଯାହାକି ଅନ୍ୟକୁ ଆଦୌ ଭେଟ ଦେବା ଉଚିତ ନୁହେଁ ।

୧- ମାତା ଲକ୍ଷ୍ମୀ ଙ୍କର ମୂର୍ତ୍ତି;- ବନ୍ଧୁଗଣ ସାଧାରଣତ ଆମ୍ଭେମାନେ ଦୀପାବଳି ଅଥବା ଅନ୍ୟ ଶୁଭ ଅବସରରେ ନିଜର ବନ୍ଧୁବାନ୍ଧବ ତଥା ପରିବାର ର ସଦସ୍ୟ କୁ ମାତା ଲକ୍ଷ୍ମୀ ଙ୍କର ମୂର୍ତ୍ତି ଆଦାନ ପ୍ରଦାନ କରିଥାଉ । ପରନ୍ତୁ ଆପଣ କଣ ଜାଣିଛନ୍ତି କି ଏହି ଉପହାର ନେଉଥିବା ବ୍ୟକ୍ତି ଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କର ମୂର୍ତ୍ତି ଅନ୍ୟ ବ୍ୟକ୍ତି ଙ୍କୁ ଦେବାର ଅର୍ଥ ହେଉଛି ଯେ, ଆମ୍ଭେ ଆମ୍ଭ ଗୃହର ଲକ୍ଷ୍ମୀ ଙ୍କୁ ଅନ୍ୟ ବ୍ୟକ୍ତି ଙ୍କୁ ଦେଇ ଦେଉଆଛୁ । ଏଥିପାଇଁ ଦେବିଦେବତାଙ୍କ ସମ୍ବନ୍ଧିତ ଜିନିଷ ଅନ୍ୟ କାହାକୁ ଭେଟ ଭାବେ ଦେବା ଉଚିତ ନୁହେଁ ।

୨- ଗଣେଶ ଙ୍କ ମୂର୍ତ୍ତି;- ବନ୍ଧୁଗଣ ଲକ୍ଷ୍ମୀ ଙ୍କର ମୂର୍ତ୍ତି ଙ୍କ ଭଳି ମଧ୍ୟ ପ୍ରଭୁ ଗଣେଶ ଙ୍କ ମୂର୍ତ୍ତି କାହାକୁ ଦେବା ଉଚିତ ନୁହେଁ । କୌଣସି ମାଙ୍ଗଳିକ କାର୍ଯ୍ୟ, ଗ୍ରହ ପ୍ରବେଶ, ଦୋକାନ, ତଥା ଅଫିସ ର ଉଦ୍ଘାଟନ ରେ ଗଣେଶ ଙ୍କ ମୂର୍ତ୍ତି ଭେଟ ସ୍ୱରୂପ ଅନ୍ୟକୁ ଦେଇଥାଉ । ଗଣେଶ ଙ୍କ ମୂର୍ତ୍ତି ଦେଲେ ଜୀବନରେ ଅନେକ ବିଘ୍ନ ଘଟିଥାଏ ଏଣୁ ଗଣେଶଙ୍କ ମୂର୍ତ୍ତି କାହାଙ୍କୁ ଦେବା ଉଚିତ ନୁହେଁ ।

୩- ଘଣ୍ଟା;- ବନ୍ଧୁଗଣ, ଘଣ୍ଟା ବଡ ହେଉ କି ଅବା ଛୋଟ ଯଦି ଆମ୍ଭେ କାହାକୁ ଘଣ୍ଟା ଉପହାର ଦେଇଥାଉ ଏହାର ଅର୍ଥାତ ଆମ୍ଭେ ତାଙ୍କୁ ନିଜର ଭଲ ତଥା ଖରାପ ସମୟ ମଧ୍ୟ ଦେଇଥାଉ । ଏଣୁ କୌଣସି ଅବସରରେ କାହାକୁ ଘଣ୍ଟା ଭେଟ ସାଦୃଶ୍ୟ ଦିଅନ୍ତୁ ନାହିଁ ।

୪- ତିକ୍ଷଣ ଧାର ଥିବା ଜିନିଷ;- ବନ୍ଧୁଗଣ ସାଧାରଣତ ଆମ୍ଭେ ଏହିସବୁ ବସ୍ତୁ ଅନ୍ୟ କାହାକୁ ଦେଇ ନଥାଉ । ମାତ୍ର କିଛି ବ୍ୟକ୍ତି ନିଜର ଅଜ୍ଞାନତାର କାରଣରୁ, ଏହିଭଳି ଭୁଲ କରିଥାନ୍ତି । ବନ୍ଧୁଗଣ ଏହି ଧାରୁଆ ବସ୍ତୁ ସର୍ବଦା ସମ୍ପର୍କରେ ଫାଟ ସୃଷ୍ଟି କରାଇଥାଏ । ବନ୍ଧୁଗଣ ବସ୍ତୁଶାସ୍ତ୍ର ଅନୁସାରେ କେବେ ମଧ୍ୟ ଅନ୍ୟ କୁ ଏହି ୪ ଟି ବସ୍ତୁ ଉପହାର ସ୍ୱରୂପ ଦେବା ଉଚିତ ନୁହେଁ । ଆପଣଙ୍କୁ ଏହି ମହତ୍ବପୂର୍ଣ୍ଣ ବିବରଣୀ ଟି ଭଲ ଲାଗିଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *