ଏହି ୬ ଟି କଥା ସର୍ବଦା ମନେ ରଖନ୍ତୁ, କେବେ ଜୀବନରେ ଦୁଃଖୀ ଓ ଚିନ୍ତିତ ହେବେନି

ମହାଭାରତ ସମୟରେ ମହାତ୍ମା ବିଦୁର ହସ୍ତିନା ପୁରର ମହମନ୍ତ୍ରୀ ଥିଲେ ଓ ଜଣା ଶୁଣା ନୀତିଜ୍ଞ ଥିଲେ, ଆଜୀବ୍ୟ ସେଟଙ୍କ ବୁଢୀର ପ୍ରକ୍ଷରତା ପାଇଁ ମାନେ ପକାଯାଉଛି । ମାନବ କଲ୍ୟାଣ ପାଇଁ ବିଦୁର ବହୁତ ନୀତି ବନେଇ ଥିଲେ । ଏହି ନୀତି ଆଜୀବି ସେତିକି ମାହାତ୍ମ୍ୟ ଅଛି ପୂର୍ବ ଭଳି । ସେଇ ନୀତିରେ ଗ୍ରହଣ କରି ମଣିଷ ତାର ସବୁ ସମସ୍ୟାର ସମାଧାନ କରିପାରିବ ଓ ନିଜର ଦରିଦ୍ରତାକୁ ଖତମ କରିପାରିବ । ସେ ତାଙ୍କର ଗୋଟେ ନୀତିରେ କହିଛନ୍ତିକି ଯଦି ଏହି ୬ ଟି ଜିନିଷକୁ ମାନି ଚାଲିବ ଜୀବନରେ କେବେ ଦୁଃଖ କି ଚିନ୍ତା ଆସିବାନି ଓ ଜିଆ ଏହାର ସମ୍ପର୍କରେ ରହିଥାଏ ସେ ସବୁବେଳେ ଦୁଖୀ ରହିଥାଏ ।

ନିଜ ଜୀବନକୁ କରିଥାଏ ନଷ୍ଟ

ଈର୍ଷ୍ଯୀ ଘୃଣୀ ନ ସନ୍ତୁଷ୍ଟ: କ୍ରୋଧନୋ ନିତ୍ଯଶଡ୍କିତ:

ପରଭାଗ୍ଯୋଜୀୱୀ ଚ ଷଡେତେ ନିତ୍ଯଦୁ:ଖିତା:

ମହାତ୍ମା ବିଦୁର ତାଙ୍କ ନିତିରେ କହିଛନ୍ତି ଈର୍ଷା ଜୀବନକୁ ନଷ୍ଟ କରିଦିଏ । ଏହା ଗୋଟେ ପ୍ରକାର ମାନସିକ ବ୍ୟାଧି ଅଟେ । ଈର୍ଷାଳୁ ମନୁଷ୍ୟ ମଧ୍ୟରେ ସୁଖ ଓ ସ୍ୱାସ୍ଥ୍ୟର ଭାବ ଦୁର୍ଲଭ ହୋଇଥାଏ । ଏହିଭଳି ବ୍ୟକ୍ତି ନିଜଦୁଖରେ କମ ଓ ଅନ୍ୟ ସୁଖରେ ଅଧିକ ଚିନ୍ତିତ ରହିଥାଏ । ଏହିଭଳି ଲୋକ ଜୀବନରେ କେବେ ଖୁସି ରହିପାରନ୍ତିନୀ । ଯଦି ଜୀବନରେ ସୁଖୀ ରହିବାକୁ ଚହୁଁଛନ୍ତି କେବେ ଈର୍ଷା କରନ୍ତୁ ନହିଁ ।

ସବୁବେଳେ ଚିନ୍ତିତ ରହିଥାଏ ଏହିଭଳି ବ୍ୟକ୍ତି

ଯେଉଁ ଲୋକ ଅନ୍ୟଲୋକଠୁ ନିଜକୁ  ବଡ ଭବିଥାଏ ଓ ତାକୁ ମୂର୍ଖ ଭାବି ଅପମାନ କରିଥାଏ । ଏହି ଭଳି ଲୋକ ସବୁବେଳେ ଦୁଃଖ ଓ ଚିନ୍ତାରେ ଡୁବି ରହିଥାନ୍ତି । ସମୟ ଆସିଲେବି ତାର ସାହାର୍ଯ୍ୟ କେହି କରନ୍ତି ନହିଁ । ମହାଭାରତରେ ଦୁର୍ଜ୍ୟାଧନ ସବୁବେଳେ ପାଣ୍ଡବଙ୍କର ଅପମାନ କରିବା ସହିତ ନୀଚ ଭାବୁଥିଲା । କିନ୍ତୁ ଶେଷରେ ତାଙ୍କର ହାତରେ ଦୁର୍ଜ୍ୟାଧନର ମୃତ୍ୟୁ ହୋଇଥିଲା ।

ସୁଖର ମୁଖ୍ୟ ଆଧାର ଅଟେ ଏହି ଜିନିଷ

କିଛି ବ୍ୟକ୍ତି ଏମିତି ଥାନ୍ତି ତାଙ୍କ ପାଖରେ ବହୁତ ପ୍ରକାର ସୁଖ ସୁବିଧା ରହିଥାଏ କିନ୍ତୁ ସେ କେବେ ଖୁସି ହୋଇପାରନ୍ତି ନହିଁ । ଏଥିରେ ସେ ସବୁବେଳେ ଭିତରେ ଚିନ୍ତିତ ରହିଥାନ୍ତି । ମହାତ୍ମା ବିଦୁର କହିଛନ୍ତି ଏହିଭଳି ଲୋକ ତାହାର ଭୋଗ ନକରି ବେସୀ ଆସ କରି ଦୁଃଖ କରିଥାନ୍ତି । କାରଣ ସନ୍ତୋଷ ହିଁ ମୁଖ୍ୟ ଆଧାର ଅଟେ ।

ସମାଜରେ ବହୁତ ଶତ୍ରୁ ହୋଇଥାନ୍ତି

ଯେଉଁ ଲୋକ ତାର କ୍ରୋଧରେ ନିୟତ୍ରଣ ରଖିପାରେନି, ତାକୁ ଜୀବନରେ କେବେ ସଫଳତା ମିଳେନି । ଏହି ବ୍ୟବହାର  ପାଇଁ ସମାଜରେ  ଶତ୍ରୁ ହୁଅନ୍ତି । କଥା କଥାରେ  ରାଗୁଥିବା ବ୍ୟକ୍ତି ଜୀବନର କ୍ଷଣକ ସୁଖକୁବି ଦୁଖରେ ବଦଳାଇ ଦିଅନ୍ତି । କ୍ରୋଧ ଦ୍ଵାରା ଲୋକର ବୁଝିବା ଶକ୍ତି କ୍ଷୀଣ ହୋଇଯାଏ । ଯାହାଫଳରେ ସେ ସବୁବେଳେ ଚିନ୍ତିତ ରହିଥାଏ ।

ସମ୍ପର୍କରେ ବାଧା ଆସିଥାଏ

ଯଦି ମଣିଷ ଭିତରେ ସନ୍ଦେହ ଆସିଯାଏ ତ ଜୀବନରେ କେବେବି ସୁଖର ପ୍ରାପ୍ତି ହୁଏନାହିଁ। ସନ୍ଦେହ ମଣିଷକୁ ପୂରାପୂରି ଖୋଳ କରିଦିଏ । ସନ୍ଦେହ ନିଜ ପ୍ରିୟଜନ ଓ ନିଜଭିତରେ ସନ୍ଦେହର ବୀଜ ବୁଣିଥାଏ । ଯଦି ଆପଣ ଖୁସି ରହିବାକୁ ଚାହୁଞ୍ଚନ୍ତିତ ସନ୍ଦେହ କରନ୍ତୁ ନହିଁ ।ଏଥିରେ ଆପଣଙ୍କୁ ମାନସିକ ଚିନ୍ତା ମିଳିଥାଏ ।

ସମାଜରେ କେବେ ସମ୍ମାନ ମିଳେନି

ମହାତ୍ମା ବିଦୁର ତାଙ୍କ ନୀତିରେ  କହିଛନ୍ତି ଏହିଭଳି ଲୋକଙ୍କ ପାଖରେ ସ୍ଵାଭିମାନ ନଥାଏ ଯିଏ ଅଲଗା ଲୋକ ଭରସାରେ ନିଜ ଜୀବନ ନିର୍ବାହ କରନ୍ତି । ଏମିତି ବ୍ୟକ୍ତିଙ୍କର କିଛି ନିଜର ଚିହ୍ନ ନଥାଏ କାରଣ ଏମାନେ କେବେ ଚେଷ୍ଟା କରନ୍ତି ନହିଁ ନିଜର ପରିଚୟ ବନେଇବା ପାଇଁ । ସବୁବେଳେ ଅଳସ ଓ କାମଚୋର ବ୍ୟକ୍ତି ମାନଙ୍କୁ ସମଜରେ କିଛି ସନମାନ ମିଳିନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *