ଏହି ଦୁଇ ରାଶି ମାନଙ୍କର ହୋଇଥାଏ ସବୁଠାରୁ ଖରାପ ଯୋଡି: ଆପଣଙ୍କ ଯୋଡି ନାହିଁତ ଏଥିରେ?

ବେଳେ ବେଳେ ଏମିତି ହୋଇଥାଏ ଯେବେ ଦୁଇଟି ଲୋକ ଦେଖା ହୁଅନ୍ତି ଓ କଥା ହବା ଆରମ୍ଭ କରନ୍ତି ସେତେବେଳେ ସେ ଏହା ଭାବି ଥାନ୍ତି ଯେ ତାଙ୍କ ଚିନ୍ତାଧାରା ବହୁତ ମିଶୁଚି, ଏହା ପରେ ବହୁତ ଜିନିଷ ତାଙ୍କ ମଧ୍ୟରେ ମିସିଥାଏ ଏବଂ ସେ ଦୁହେଁ ଦୁହିଁଙ୍କ ପାଇଁ କିଛି ଅନୁଭବ କରିବା ଆରମ୍ଭ କରନ୍ତି ଯାହା ଫଳରେ ତାଙ୍କୁ ଲାଗିଥାଏ ଯେ ତାଙ୍କ ଗ୍ରହ ନକ୍ଷତ୍ର ତାଙ୍କୁ ମିଶେଇବା ପ୍ରୟାଶ ରେ ଲାଗିଛନ୍ତି ।

ତେବେ କିଛି ଦୁହେଁ ଦୁହିଙ୍କୁ ବହୁତ ଆକର୍ଷିତ କରନ୍ତି କିନ୍ତୁ ବହୁତ ରାଶି ବିପରୀତ ସ୍ଵଭାବ କରନ୍ତି ଯାହା ପରେ ସମ୍ପର୍କ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାଇ କେଉଁ ରାଶି କାହା ସହ ଭଲ ଯୋଡି ବନାନ୍ତି ନାହିଁ :

ମକର ଓ ମେଷ ରାଶି :

ଭଲ ବିଚାର ଏବଂ ବ୍ୟବହାର ମକର ରାଶି ଲୋକଙ୍କ ମନ ଇଛା କାମ ଦ୍ଵାରା ତାଙ୍କ ମେଳକ ମେଷ ରାଶି ସହ ଭଲ ହୁଏ ନାହିଁ, ମେଷ ରାଶି ଲୋକ ସମସ୍ତଙ୍କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଚେଷ୍ଟା କରନ୍ତି ଯାହା ଦ୍ଵାରା ତାଙ୍କ ସମ୍ପର୍କ ଖରାପ ହୋଇଥାଏ ।

କୁମ୍ଭ ଏବଂ ବୃଷ ରାଶି :

କୁମ୍ଭ ରାଶି ଜାତକ ଲୋକ ଊର୍ଜା ଦ୍ଵାରା ପରି ପୂର୍ଣ ରୁହନ୍ତି ଏବଂ ବହୁତ ଜିଦ୍ଦି ହୋଇଥାନ୍ତି ଓ ତାଙ୍କ ଏହି ସ୍ଵଭାବ ବୃଷ ରାଶି ସହ ପ୍ରାୟତଃ ଝଗଡା ହୋଇଥାଏ ଯାହା ଫଳରେ ତାଙ୍କ ସମ୍ପର୍କ ଖରାପ ହୋଇଥାଏ ।

ମୀନ ଏବଂ ମିଥୁନ ରାଶି :

ମୀନ ରାଶି ଲୋକ ବହୁତ କଳା ପ୍ରିୟ ହୋଇଥାନ୍ତି ଏହା ସହ ବହୁତ ସରଳ ହୋଇଥାନ୍ତି ତେବେ ମୀନ ରାଶି ମିଥୁନ ରାଶି ଲୋକଙ୍କୁ ବୁଝି ପାରନ୍ତି ନାହିଁ, ମୀନ ରାଶି ଲୋକ ଅନ୍ୟ ଲୋକଙ୍କ ଦରକାର, ଇଛା ଏବଂ ଭାବନା ବହୁତ ଭଲ ଭାବରେ ବୁଝି ପାରନ୍ତି କିନ୍ତୁ ମିଥୁନ ରାଶି ସମସ୍ତଙ୍କ ଠାରୁ ବହୁତ ଅଲଗା ହୋଇଇଥାନ୍ତି ସେଥିପାଇଁ ମୀନ ରାଶି ସହ ତାଙ୍କର ଭଲ ପଡେ ନାହିଁ ।

କର୍କଟ ଓ ତୁଳା ରାଶି :

କର୍କଟ ରାଶି ଲୋକ ବହୁତ ଇମାନ୍ଦାର ହୋଇଥାନ୍ତି ଏବଂ ନିଜ କାମ ବହୁତ ଗମ୍ଭୀର ହୋଇ ପୂର୍ଣ କରନ୍ତି କିନ୍ତ ତୁଳା ରାଶି ଲୋକ ଯେତେ କାମ କରନ୍ତି ନାହିଁ ତା ଠାରୁ ଅଧିକ ଲୋକଙ୍କୁ ଦେଖାଣ୍ଟି ଓ ତାଙ୍କ ଏହି ସ୍ଵଭାବ ପାଇଁ କର୍କଟ ରାଶି ଲୋକଙ୍କ ସହ ତୁଳା ରାଶି ର ପଡେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *