ଏହି 4ଟି ଟିପ୍ସ ଫଲୋ କରିଲେ ଶୀଘ୍ର ଗର୍ଭଧାରଣ ହେବ- Pregnancy Tips

ପ୍ରକୃତି ପ୍ରତେକ ମଣିଷ ର ଶ-ରୀ-ର-କୁ ଏପରି ଭାବେ ଗଠନ କରିଛି ଯାହା ସବୁ ସମୟରେ ସଠିକ ଭାବେ ହୋଇଥାଏ । ଯେମିତିକି ମହିଳାଙ୍କର ଋ-ତୁ-ସ୍ରା-ବ ହେବା ବା ଭୋକ ଲାଗିବା ଇତ୍ୟାଦି । କିଛି କିଛି ଦ-ମ୍ପ-ତି ଙ୍କ ଠାରେ ଏ ସବୁ ସାଧାରଣ ଭାବେ ହୋଇ ନ ଥାଏ । ଏମିତି କିଛି ଟି-ପ୍ସ ରହିଛି ଯାହା ମହିଳା ଓ ପୁରୁଷ ନିଜ ସ-ମ୍ପ-ର୍କ-ରେ ଧ୍ୟାନ ରଖିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ମହିଳା ମାନେ ସ-ମ୍ପ-ର୍କ ରଖିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ମହିଳାଙ୍କ ଠାରେ ଗ-ର୍ଭ ଧା-ର-ଣ କରିବା କ-ଠି-ନ ହେଉଥାଏ ବା ସ୍ପ-ମ ବହୁତ ଜଲ୍ଦି ବାହାରକୁ ଆସି ଯାଉଛି ତେବେ ମହିଳା ଓ ପୁରୁଷ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । କାରଣ ସ୍ପ-ମ ସେଲ ଭିତରକୁ ଗଲେ ଗ-ର୍ଭ-ଧା-ର-ଣ ସମ୍ଭବ ହୋଇଥାଏ । ଏଥିପାଇଁ ଆପଣ ନିଜ ଅଣ୍ଟା ତଳେ ତକିଆ ରଖିଲେ ସହଜ ହୋଇଥାଏ । ଏହା ଦ୍ଵାରା ସ୍ପ-ମ ସହଜରେ ସେ-ଲ ଯାଏଁ ଯାଇଥାଏ ।

୨- ମହିଳା ଓ ପୁରୁଷ ସ-ମା-ର୍କ ରଖିବା ସମୟରେ ମହିଳା ମାନେ ସଙ୍ଗେ ସଙ୍ଗେ ବା-ଥ୍ରୁ-ମ ଯିବା ଉଚିତ ନୁହେଁ । ଏହା ଦ୍ଵାରା ଡି-ଶ୍ଚା-ର୍ଜ ହୋଇଥାଏ ଯାହା ଦ୍ଵାରା ମହିଳା ପ୍ରେ-ଗ-ନେ-ଟ ହୋଇପାରେ ନାହିଁ । ତେଣୁ ମାତ୍ର ୧୦ ମିନିଟ ଯାଏଁ ମହିଳା ଗୋଡ ଉପରକୁ ବା ତକିଆ ତଳେ ରଖିବା ଉଚିତ । ଏହା ଦ୍ଵାରା ସ୍ପ-ମ ୟୁ-ଟ୍ର-ସ ଭିତରକୁ ସହଜରେ ଯାଇପାରେ ।

୩- କିଛି ମହିଳା ମାନେ ଡି-ଶ୍ଚା-ର୍ଜ ହେବ ପରେ ମେ-ନ ଷ୍ଟ୍ରୋ-ଲ କେଉଁ ସମୟରେ ବ୍ୟବହାର କରିବେ ତାହା ନେଇ ଚି-ନ୍ତା-ରେ ରହିଥାନ୍ତି । କିନ୍ତୁ ଏଥି ପାଇଁ ମାତ୍ର ୧୦ ମିନିଟ ଯାଏଁ ମହିଳା ମାନେ ଗୋଡ କାନ୍ଥକୁ ଲଗାଇବା ପରେ ୱାଶ କରି ପାରିବେ । ଏହା ଛଡା ଆପଣ ନିଜ ଖାଦ୍ଯ ପ୍ରତି ଧ୍ଯନା ଦେବା ଉଚିତ । କିଛି ମହିଳା ମାନେ ନିଜର ଶ-ରୀ-ର ଉପରେ ଧ୍ୟାନ ନ ଦେଉଥିବାରୁ ସେମାନଙ୍କର ପି-ରି-ୟ-ଡ ସମୟ ଏପଟ ସେପଟ ହୋଇଥାଏ ଯାହା ଦ୍ଵାରା ପ୍ରେ-ଗେ-ନେ-ଣ୍ଟ ହେବା ଠିକ ହୋଇ ନ ଥାଏ ।

୪- ଏଥିପାଇଁ ଭିଟାମିନ ଓ ଆଇରନ ଯୁକ୍ତ ଖାଦ୍ଯର ସେବନ କରିବା ଉଚିତ । ଏହା ସହ ପ୍ରତିଦିନ ବ୍ୟା-ୟ-ମ ବା ଯୋ-ଗ କରିବା ଉଚିତ । ମହିଳା ମାନେ ସ-ମ୍ପ-ର୍କ ରଖିବା ପରେ କୌଣସି ମା-ନ-ସି-କ ଚି-ନ୍ତା ନ କରି ଖୁସିରେ ରହିବା ଉଚିତ । ବିଭିନ୍ନ ପ୍ରକାରର କ୍ୟାଲସିୟମ ଯୁକ୍ତ ଖାଦ୍ଯ ଖାଇବା ଉଚିତ ଯାହା ଦ୍ଵାରା ଶରୀରକୁ ଅଧିକ ପୋଷାକ ତତ୍ତ୍ଵ ମିଳି ପାରିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *