ଏହି Ollywood ଅଭିନେତ୍ରୀ ମାନଙ୍କ ମା’ ବି ଦିନେ ଥିଲେ Heroin

ଦର୍ଶକବନ୍ଧୁ, ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଆଜି ଆପଣ ମାନେ ଯେଉଁ ହିରୋଇନ ମାନଙ୍କୁ ଦେଖୁଛନ୍ତି ସେମାନଙ୍କ ମା’ ମାନେ ମଧ୍ୟ ଦିନେ ହିରୋଇନ ଥିଲେ । ବନ୍ଧୁଗଣ ବର୍ତ୍ତମାନ ଏହି ହିରୋଇନ ମାନେ ନିଜ ମା’ ମାନଙ୍କ ଠାରୁ ଅଭିନୟ ଶିଖି ଲୋକପ୍ରିୟତା ହାସଲ କରି ପାରିଛନ୍ତି ଆଜିର ହିରୋଇନ ମାନେ ।

ବନ୍ଧୁଗଣ ଆଜି ଆମ୍ଭେ କଥା ହେବା ଓଲିଉଡ ର ହିରୋଇନ ଏବଂ ତାଙ୍କ ମା’ ମାନଙ୍କ ବିଷୟରେ । ୧- “ବର୍ଷା ପ୍ରିୟଦର୍ଶନୀ”- ଦର୍ଶକ ବନ୍ଧୁ ଆପଣ ମାନେ ବର୍ଷା ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ ବର୍ଷା ଙ୍କର ମା’ “ଦୀପା ସାହୁ” ମଧ୍ୟ ଜଣେ ହିରୋଇନ ଥିଲେ । ସେ ଅନେକ ଚଳଚିତ୍ର ରେ ଅଭିନୟ କରିଛନ୍ତି ।

୨- “ପ୍ରକୃତି ମିଶ୍ର”- ବନ୍ଧୁଗଣ ଆପଣ ମାନେ ପ୍ରକୃତି ମିଶ୍ର ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ପ୍ରକୃତି ବର୍ତ୍ତମାନ ଓଲିଉଡ ଛାଡି ବଲିଉଡ ରେ କାମ କରୁଛନ୍ତି । ବନ୍ଧୁଗଣ ପ୍ରକୃତି ଙ୍କ ମାଙ୍କ ନାମ “କୃଷ୍ଣପ୍ରିୟା ମିଶ୍ର” ଅଟେ । ଆପଣ ତାଙ୍କୁ ଅଭିନୟ କରିଥିବାର ଟିଭି ପରଦାରେ ନିଶ୍ଚିତ ଦେଖିଥିବେ ।

୩- “ଅନୁଭା ଶଢଙ୍ଗୀ”- ବନ୍ଧୁଗଣ ଅନୁଭା ଓଲିଉଡର ଜଣେ ଆଗ ଧାଡିର ଅଭିନେତ୍ରୀ ଅଟନ୍ତି । ବନ୍ଧୁଗଣ ଅନୁଭା ହେଉଛନ୍ତି “ପୁଷ୍ପ ପଣ୍ଡା” ଙ୍କ ଝିଅ । ବନ୍ଧୁଗଣ ପୁଷ୍ପ ପଣ୍ଡା ବହୁତ ସାରା ଚଳଚିତ୍ର ରେ ଅଭିନୟ କରି ପ୍ରସିଦ୍ଧ ହୋଇଛନ୍ତି । ବନ୍ଧୁଗଣ ଅନୁଭା ତାଙ୍କ ମା’ ଙ୍କ ଠାରୁ ଅଭିନୟ ଶିଖି ଲୋକ ପ୍ରିୟତା ହାସଲ କରି ପାରିଛନ୍ତି ।

୪- “ସମ୍ଭାବନା ମହାନ୍ତି”- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବଲିଉଡ ରେ ମଧ୍ୟ ନିଜର ଅଭିନୟର ଜାଦୁ ଦେଖାଇ ସାରିଛନ୍ତି । ବନ୍ଧୁଗଣ ସମ୍ଭାବନା ଙ୍କ ମା’ଙ୍କ ନାମ “ସ୍ନିଗ୍ଧା ମହାନ୍ତି” ଅଟେ । ଆପଣ ମାନେ ସ୍ନିଗ୍ଧା ଙ୍କୁ ବହୁତ ସାରା ଚଳଚିତ୍ର ରେ ଅଭିନୟ କରିଥିବାର ନିଶ୍ଚିତ ଦେଖିଥିବେ ।

୫- “ଅରୁନ୍ଧତୀ ଦେବିକା”- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅତି ଛୋଟ ବୟସରୁ ନିଜ ଅଭିନୟ ର ଚମତ୍କାରିତା ସମସ୍ତଙ୍କୁ ଦେଖାଇ ସାରିଛନ୍ତି । ବନ୍ଧୁଗଣ ଅରୁନ୍ଧତୀ ଙ୍କ ମା’ଙ୍କ ନାମ ହେଉଛି “ତିଳତମା ଖୁଣ୍ଟିଆ” । ବନ୍ଧୁଗଣ ତିଳତମା ମଧ୍ୟ ଜଣେ ଅଭିନେତ୍ରୀ ଥିଲେ ।

ବନ୍ଧୁଗଣ ଏହି ୫ ଜଣ ଅଭିନେତ୍ରୀ ନିଜ ମା’ଙ୍କ ଠାରୁ ଅଭିନୟ ଶିଖି ନିଜ କଳାର ପ୍ରଦର୍ଶଣ ବେସ ଭଲ ଭାବରେ କରିଛନ୍ତି । ବର୍ତ୍ତମାନ ଏହି ନୂତନ ଅଭିନେତ୍ରୀ ମାନେ ବହୁତ ପ୍ରସିଦ୍ଧ ହୋଇ ଆଗକୁ ନିଜର ଜାଦୁ ଦେଖାଉଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନଙ୍କର ଅଭିନୟ କୁ ଲକ୍ଷାଧିକ ଦର୍ଶକ ପସନ୍ଦ କରି ଆସିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *