Shilpa Shetty ଙ୍କ ସମେତ ଏହି ସମସ୍ତ ଅଭିନେତ୍ରୀଙ୍କ ସ୍ୱାମୀ ମଧ୍ୟ ଅନ୍ୟ ଅଭିନେତ୍ରୀଙ୍କ ସହ ରଖିଥିଲେ ସମ୍ପର୍କ

ବଲିଉଡ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯାହା ସଫଳ ଅଭିନେତା ବା ଅଭିନେତ୍ରୀ କରନ୍ତି ତାଙ୍କର ସେହି ସିଷ୍ଟମ ହୋଇଥାଏ । ବାହାର ସମାଜରୁ ଫିଲ୍ମ ଦୁନିଆ ବହୁତ୍ ଅଲଗା ଅଟେ ଯାହା ବାହାର ଲୋକ କରି ପାରନ୍ତି ନାହିଁ ତାହା ଫିଲ୍ମ ଦୁନିଆ ଲୋକେ କରିପାରନ୍ତି । ତେବେ ସାମାନ୍ୟ ଜାଗାରେ ଯଦି ଝିଅ ଛାଡ଼ପତ୍ର ହୋଇଥିବା ବ୍ୟକ୍ତି ସହ ବିବାହ କରନ୍ତି ତେବେ ତାଙ୍କ ବିଷୟରେ ଲୋକେ ହଜାର ପ୍ରକାର କଥା କୁହନ୍ତି କିନ୍ତୁ ବଲିଉଡ ଜଗତରେ ଏହା ସାମାନ୍ୟ ଅଟେ । ସୁନ୍ଦରୀ ଅଭିନେତ୍ରୀ ମାନେ ନିଜ ଇଛାରେ ଛାଡ଼ପତ୍ର ହୋଇଥିବା ଲୋକଙ୍କ ସହ ବିବାହ କରନ୍ତି ।

୧- ରାନି ମୁଖାର୍ଜୀ :

ରାନି ମୁଖାର୍ଜୀ ବଲିଉଡ ଜଗତ ବହୁତ୍ ସଫଳ ବ୍ୟକ୍ତି ଅଟନ୍ତି ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତା ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଛି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ରାନୀ ମୁଖାର୍ଜୀ ୟସ ରାଜ୍ ସହ ୨୦୧୪ ରେ ବିବାହ କରିଥିଲେ ଯିଏ ଆଗରୁ ବିବାହିତ ଥିଲେ । ତେବେ ଦୁହିଁଙ୍କ ଯୋଡ଼ି ଆଜିବି ବହୁତ୍ ଖୁସି ଅଛନ୍ତି ଓ ତାଙ୍କ ସମ୍ପର୍କ ବହୁତ୍ ଗଭୀର ମଧ୍ୟ ଅଛି ।

୨- କରିନା କପୁର ଖାନ୍ :

ଆପଣ ମାନେ ସମସ୍ତେ ବଲିଉଡ ଜଗତ ବେବୋ କୁ ଜାଣିଛନ୍ତି ସେ ଆଜିବି ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି ଓ ନିଜ ଅଭିନୟ ଦ୍ୱାରା ଲୋକଙ୍କ ମନ କିଣୁଛନ୍ତି । ତେବେ ଆପଣ ମାନେ ସମସ୍ତେ ଏହା ବେସ ଭଲ ଭାବରେ ଜାଣିଛନ୍ତି ଯେ କରୀନା କପୁର ସେଫଲି ଖାନ୍ ସହ ବିବାହ କରିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ସେଫଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ କଣ ଅମୃତା ସିଂହ ଅଟେ ।

୩- ଶିଳ୍ପା ସେଠି କୁନ୍ଦ୍ରା :

ଶିଳ୍ପା ସେଠି କୂନ୍ଦ୍ରା ବହୁତ୍ ଭଲ ଅଭିନେତ୍ରୀ ଅଟନ୍ତି ତାଙ୍କ ଅଭିନୟ ଓ ସୁନ୍ଦରତା ଦର୍ଶକ ମାନଙ୍କୁ ବହୁତ୍ ପଶନ୍ଦ ଅଟେ । ଶିଳ୍ପାଙ୍କ ସ୍ଵାମୀଙ୍କ ନାମ ରାଜ କୁନ୍ଦ୍ରା ଅଟେ ଓ ସେ ଭାରତ ବହୁତ୍ ବଡ ବିଜନେଶ୍ମେନ୍ ଅଟନ୍ତି । ରାଜ କୁନ୍ଦ୍ରାଙ୍କ ପ୍ରଥମ ସ୍ତ୍ରୀ ମଧ୍ଯ ବିଜନେସ କରନ୍ତି ଓ ସେ ଲଣ୍ଡନରେ କାମ କରନ୍ତି । ରାଜଙ୍କ ପ୍ରଥମ ସ୍ତ୍ରୀଙ୍କ କହିବା ଅନୁଯାଇ ଶିଳ୍ପା ସେ ଦୁହିଁଙ୍କ ମଧ୍ୟରେ ଆସିବା ଦ୍ୱାରା ସବୁ କିଛି ଖରାପ ହୋଇଥିଲା ।

୪- କରିଶ୍ମା କପୁର :

କରିଶ୍ମ କପୁର ବହୁତ୍ ଭଲ ଅଭିନେତ୍ରୀ ଅଟନ୍ତି ଓ ନିଜ ଅଭିନୟ ଦ୍ୱାରା ସେ ଲୋକଙ୍କ ମନ ସବୁବେଳେ କିଣିଥାନ୍ତି କିନ୍ତୁ ତାଙ୍କ ବୈବାହିକ ଜିବନ ବହୁତ୍ ଭଲ ଚାଲିଲା ନାହିଁ ତାଙ୍କ ସ୍ଵାମୀର ଅନ୍ୟ ଅଭିନେତ୍ରୀ ସହ ଚକର ଚାଲୁଥିଲା ଯାହା ପାଇଁ କରିଷ୍ମା ସଞ୍ଜୟ କୁ ଛାଡ଼ପତ୍ର ଦେଇଥିଲେ । ତେବେ ଛାଡ଼ପତ୍ର ପରେ ସଞ୍ଜୟ ପ୍ରିୟା ନାମକ ଅଭିନେତ୍ରୀ ସହ ବିବାହ କରିଛନ୍ତି ଓ ତାଙ୍କର ଚୁଆ ମଧ୍ୟ ଅଛନ୍ତି ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *