ଏହି ସବୁ ସେଲିବ୍ରେଟି ମାନେ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି 

ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ ତେବେ ତାଙ୍କ ଅଭିନୟ ଓ ସୁନ୍ଦରତା ଦେଖି ଦର୍ଶକ ମାନେ ତାଙ୍କୁ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସେଲିବ୍ରେଟି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଛନ୍ତି । ତେବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ସମସ୍ତଙ୍କୁ ଜାଣିବାକୁ ଇଛା ହୋଇଥାଏ ।

ତେବେ ଷ୍ଟାର ମାନେ କାହାକୁ ବିବାହ କରିବେ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

Image Courtesy: Google

୧. ଲୀପଶା ମିଶ୍ର :

ଆପଣ ମାନେ ଲୀପଶା ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ “ତୁ ମୋ ଅଗଣା ତୁଳସୀ” ରେ ବହୁତ ଭଲ ଅଭିନୟ କରିଥିଲେ ଓ ଦର୍ଶକ ମାନେ ତାଙ୍କ ଅଭିନୟକୁ ବେସ ପସନ୍ଦ ମଧ୍ୟ କରିଥିଲେ । ତେବେ ଆପଣ ତାଙ୍କ ବୟଫ୍ରେଣ୍ଡ ବିଷୟରେ କିଛି ଜାଣିଛନ୍ତି କି ତେବେ ୟେ ହେଉଛନ୍ତି ତାଙ୍କ ବୟଫ୍ରେଣ୍ଡ ଯାହା ସହ ସେ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ।

Image Courtesy: Google

୨. ଅରବିନ୍ଦ ଓ ଜାଁକଲୀନ :

ଏହି ଯୋଡିକୁ ଆପଣ ମାନେ ଜେଜେମା ସିରିଏଲରେ ଦେଖିବାକୁ ପାଇଥିବେ ତେବେ ଖବର ଅନୁଯାଇ ଦୁହେଁ ସମ୍ପର୍କରେ ଅଛନ୍ତି ଓ ଦୁହିଙ୍କ ମଝିରେ ବହୁତ ପ୍ରେମ ଅଛି ଓ ବହୁତ ଶୀଘ୍ର ଦୁହେଁ ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।

୩. ଅଶ୍ଵିନୀ ଓ ପ୍ରେରଣା :

ଅଶ୍ଵିନୀ ଓ ପ୍ରେରଣା ବହୁତ ସମୟ ଧରି ଡେଟ କରୁଛନ୍ତି ଓ ଏବେ ଏହା ଖବର ଆସିଛି ଯେ ଦୁହେଁ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ଦୁଇ ଜଣଙ୍କୁ ଆପଣ ମାନେ ବହୁତ ଶୋରେ ଏଙ୍କରଇଙ୍ଗ କରୁଥିବାର ଦେଖିଥିବେ ଏହା ଛଡା ଦୁହେଁ ବହୁତ ଆଲ୍ବମରେ ମଧ୍ୟ କାମ କରିଛନ୍ତି, ତେବେ ଖବର ଅନୁଯାଇ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହବାକୁ ଯାଉଛନ୍ତି ।

୪. ରାକେଶ ଓ ଜୁବି :

ଆପଣ ମାନେ ବହୁତ ଗୁଡେ ସିରିଏଲରେ ରାକେଶ ଓ ଜୁବିଙ୍କୁ ଅଭିନୟ କରୁଥିବାର ଦେଖିଥିବେ ତେବେ ବର୍ତମାନ ଖବର ଅନୁଯାଇ ଦୁହେଁ ଦୁହିଙ୍କୁ ବହୁତ ଭଲ ପାନ୍ତି ଓ ଦୁହେଁ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

Image Courtesy: Google

୫. ସୁମନ :

ଆପଣ ମାନେ ସୁମନଙ୍କୁ ମଧ୍ୟ ” ତୋ ଅଗଣାର ତୁଳସୀ ମୁଁ” ସିରିଏଲରେ ଆପଣ ମାନେ ଅଭିନୟ କରୁଥିବାର ଦେଖିଥିବେ ତେବେ ସୁମନ ମଧ୍ୟ ଜଣଙ୍କୁ ଭଲ ପାନ୍ତି ଓ ଖବର ଅନୁଯାଇ ଖୁବ ଶୀଘ୍ର ତାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *