ଏହି Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବ ନାହିଁ, ଥରେ ନିଶ୍ଚୟ ଦେଖନ୍ତୁ ଏହି Video

ଅନେକ ବର୍ଷ ହେବ ପଶୁ ମାନେ ମଣିଷ ମାନଙ୍କର ବହୁତ ଦରକାରୀ ହୋଇ ରହୁଛନ୍ତି । ଯାହା ପାଇଁ ପଶୁ ମାନେ ମଣିଷ ଜୀବନରେ ଏକ ଜରୁରୀ ଅଂଶ ଭାବେ ଜଣାଶୁଣା ଅଟେ । ମଣିଷ ନିଜର ଜୀବନରେ ପଶୁର ବ୍ୟବହାର କିଛି ମାତ୍ରାରେ କରୁଛି । ମଣିଷ ଖାଇବା ଠାରୁ ଆରମ୍ଭ କରି କାମ କରିବା ଯାଏଁ ପଶୁ ମାନଙ୍କର ବ୍ୟବହାର କରିଥାଏ । କିଛି କାମ ପଶୁ ମାନେ କରିଥାନ୍ତି କିନ୍ତୁ ବଦଳରେ ସେମାନେ ମଣିଷ ଠାରୁ କିଛି ଭଲ ପାଇବା ଇଚ୍ଛା କରିଥାନ୍ତି । ଗତ କିଛି ବର୍ଷ ହେବ ପଶୁ ଅମନକ ସହ ମଣିଷର ବହୁତ ଗ-ଭୀ-ର ସ-ମ୍ପ-ର୍କ ତିଆରି ହୋଇ ଯାଇଛି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପଶୁ ଓ ମଣିଷ ମଧ୍ୟ ରେ ଥିବା ଗଭୀର ସ-ମ୍ପ-ର୍କ ବିଷୟରେ କହିବାକୁ ଯାଉଛୁ । ପ୍ରକୃତିର ନି-ୟ-ମ ଅନିଯାୟୀ ବ୍ୟକ୍ତି ଦୁନିଆରେ ଜନ୍ମ ନେଇଛି ମାନେ ତାର ମୃ-ତ୍ୟୁ ନିଶ୍ଚିନ୍ତ ଅଟେ । ଏହାକୁ ରୋକିବା କାହା ପକ୍ଷେ ସମ୍ଭବ ନୁହେଁ । କିନ୍ତୁ କଥା ରେ ଅଛି ଯେବେ ନିଜ ଲୋକର ମୃ-ତ୍ୟୁ ଘଟେ ତେବେ ତାର ପରିଜନ ମାନେ ବହୁତ ଭା-ଙ୍ଗି ପଡନ୍ତି । କିଛି ଲୋକ ମାନେ ନିଜ ଲୋକଙ୍କୁ ହରାଇବା ପରେ ଏତେ ଦୁର୍ବଳ ହୋଇଯାନ୍ତି କି ନିଜର ମା-ନ-ସି-କ ଭା-ର-ସା-ମ୍ୟ- ହ-ରା-ଇ-ଥା-ନ୍ତି । ଏହି ଭି-ଡି-ଓ ରେ ଏହାର ଜ୍ଵଳନ୍ତ ଉଦାହରଣ ଆପଣ ମାନେ ଦେଖିବାକୁ ପାଇବେ ।

ଏହି ଭି-ଡି-ଓ ରେ ଜଣେ ମାଲିକ ଙ୍କର ସେଣ୍ଟିନୋ ନାମକ କୁକୁର ଗଭିର ରୋ-ଗ-ର ଶି-କା-ର ହୋଇଛି । ଫେବୃଆରି ୧୬ ୨୦୧୪ରେ କୁକୁର ଟି ନିଜର ଶେଷ ନିଶ୍ଵାସ ତ୍ୟା-ଗ କରିଛି । ଯେତେବେଳେ କୁକୁର ଟି ନିଜର ଶେଷ ନିଶ୍ଵାସ ନେଉଥିଲା ସେହି ସମୟରେ ତାର ମାଲିକ ତା ପାଖ ରେ ନିଜ ଲୋକ ଭଳି ରହିଥିଲା । ମାଲିକ ଜଣକ ଗୋଟେ ମୂହୁର୍ତ୍ତ ପାଇଁ ବି ନିଜ ବଫାଦାର କୁକୁର କୁ ନିଜ ଠାରୁ ଅଲଗା କରି ନ ଥିଲା ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ ।

ଯେତେବେଳେ କୁକୁର ଟି ନିଜର ସବୁ ଦିନ ପାଇଁ ଏ ଦୁନିଆରୁ ବି-ଦା-ୟ ନେଲା ସେହି ସମୟରେ ତା ମାଲିକ ଏତେ ଜୋର ରେ କାନ୍ଦି ପକାଇଛନ୍ତି ଯାହା ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ମାଲିକ ନିଜର କୁକୁର କୁ ହରାଇ ନିଜକୁ ଠିକ ଭାବେ ସ-ମ୍ବା-ଳି ପାରି ନାହାନ୍ତି । ଏହି ଘଟଣା ରୁ ଏୟା ଶିକ୍ଷା ମିଳୁଛି ଯେ ମଣିଷ ଓ ପଶୁ ମଧ୍ୟ ରେ ଥିବା ସ-ମ୍ପ-ର୍କ କେତେ ଗଭୀର ଅଟେ । ଏହି ଦୃଶ୍ୟ ଦେଖିଲେ କାହାରି ବି ଆଖି ରୁ ଲୁହ ଆସିଯିବ । ବାସ୍ତବରେ ଏ ଦୁନିଆରେ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ପଶୁ ମାନଙ୍କୁ ନିଜ ଘରର ସଦସ୍ୟ ଭାବେ ରଖିଥାନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *