ACF ସୌମ୍ୟ ଡେଥ କେସ: 3 ଜଣଙ୍କୁ କ୍ଲିନଚିଟ୍ ମିଳିବା ପରେ ଏମିତି କହିଲେ Soumyaଙ୍କ ମା, ଦେଖନ୍ତୁ Video

ନିକଟରେ ହୋଇଥିବା ଘଟଣା ଆମ ସଭିଙ୍କୁ ଜଣା । କିଛି ଦିଆନର ବିବାହ ପରେ ଆମେ ଦେଖିବା ପାଇଁ ପାଇଛେ ପୁଣି ଏକ ନୂଆ ଯୋଡି ଙ୍କୁ କି ଯାହା ଙ୍କ ବିବାହ ଜୀବନ କେବଳ ନଷ୍ଟ ହୋଇ ଯାଇନି କିନ୍ତୁ କିଛି ଜୀବନ ମଧ୍ୟ ଚାଲି ଯାଇଛି । ଅନେକ କିଛି ସାମନାକୁ ଆସିବାରେ ଲାଗିଛି । କିଛି ଦିନ ତଳେ ବିବାହ କରିଥିଲେ ସୋମ୍ୟରଞ୍ଜନ ଆଉ ବିଦ୍ୟା ଭାରତୀ ।

ଦୁହିନ ଙ୍କ ମଧ୍ୟରେ ବିବାହ ହୋଇଥିଲା ଏହା ପରେ କିଛି ଘଟଣା କୁ ନେଇ ନିଜ ନିଜ ଭିତରେ ହୋଇଥିଲା ଅଶାନ୍ତି । ସମାଧାନ ଆଉ ମିଳି ନଥିଲା । କୋର୍ଟ ଯାଏ ଯିବା ପାଇଁ ମଧ୍ୟ ସମୟ ପାଇ ନଥିଲେ କେହି । ଯିବା ଆଗରୁ ହିନ ଚାଲି ଯାଇଥିଲେ ସୋମ୍ୟ ଓ ନିଜ ପାରିବା ରେ ଥିବା ବାପା ଓ ମା ଙ୍କୁ ମଧ୍ୟ ଭସେଇ ଦେଇ ଥିଲେ ।

ତାଙ୍କ ମୃ-ତ୍ୟୁ ଜଳିକି ହୋଇ ଥିଲା । ଏବେ ସବୁ ପ୍ରକାର ଦୋଷ ଆସୁଛି ତାଙ୍କ ସ୍ତ୍ରୀ ଉପରେ । କୁହା ଜାଇଛି କି ତାଙ୍କ ସ୍ତ୍ରୀ ତାଙ୍କୁ ମାରି ଦେଇଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ କହୁଛନ୍ତି କି ସେ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ଏହା ଭିତରେ ସେ ଆଉ ମଧ୍ୟ କହିଛନ୍ତି କି ସୋମ୍ୟ ଙ୍କର ଆଉ ଏକ ଝିଅ ସହ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଏହା କେତେ ମାତ୍ରାରେ ସତ କେହି ଜାଣି ନାହାନ୍ତି କେହି ଭି ।

କିଛି ଦିନ ତଳେ ହୋଇ ଥିବା ଘଟଣା ଅନୁସାରେ ସୋମ୍ୟ ଙ୍କ ଘରୁ ଉଧାର ହୋଇଥିଲା ଏକ ହାତ ଲେଖା ଡାଇରି । ସେଥିରେ ଲେଖା ଥିଲା କି ଭଗବାନ ମତେ ୟାଙ୍କ ପାକହରୁ ଦୂରେଇ ଦିଅ ମୁ ତୁମ ପାଖେ ଜୀବବାନ ସାରା ଦାଶି ହୋଇ ରହିବି । ଅଳ୍ପ ଦିନର ବିବାହ ପ୍ରାୟ ୬ ମାସ ହୋଇଛି ବିବାହ କୁ ହେଲେ ଆଉ ବିଦ୍ୟାଙ୍କ ହାତରେ ନା ଅଛି ଚୁଡି ନା ହି ସିନ୍ଦୁର ଏହାକୁ ନେଇ ସେ

ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କ ସାସୁ ଶଶୁର ଆଣିଛନ୍ତି ସାଂଘାତିକ ଅଭିଯୋଗ କି ବିଦ୍ୟା ହିଁ ହେଉଛନ୍ତି ଦୋଷୀ । ତାଙ୍କୁ ଗି-ର-ଫ କରିବା ଓ ଶାସ୍ତି ଦେବା ଅପାଇନ ସୋମ୍ୟ ଙ୍କ ମା ଅନୁରୋଧ କରିଛନ୍ତି । କହିଛନ୍ତି କି ଆପଣ ମାନେ ମତେ କିଛି କହିବା ଦରକାର ନାଇ ମତେ ନ୍ୟାୟ ଦରକାର ଓ ଦୋଷୀ ଙ୍କୁ ଦଣ୍ଡ । ମୋର କେବଳ ସେତିକି ଦରକାର ଅଛି ।

Leave a Reply

Your email address will not be published. Required fields are marked *