୩୦ ନଭେମ୍ବରକୁ ୭୦ ବର୍ଷ ପରେ ଦେଖାଯିବ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣିମା, ଏହି ୪ଟି ରାଶିଙ୍କ ଲାଗିବ ଲଟେରି 

ବର୍ଷର ସବୁଠାରୁ ଶୁଭ ଓ ପୂଣ୍ୟ ମାସ ହୋଇଥାଏ କାର୍ତ୍ତିକ ମାସ । ସାମାନ୍ୟତଃ ପୂର୍ଣ୍ଣିମା ବହୁତ ଶୁଭ ହୋଇଥାଏ ତେବେ କାର୍ତ୍ତିକ ମାସ ପୂର୍ଣ୍ଣିମା ବହୁତ ଶୁଭକାରୀ ହୋଇଥାଏ, ଏହି ଦିନ ଲୋକେ ଦାନ ପୂଣ୍ୟ କରନ୍ତି ଯାହାର ଫଳ ତାଙ୍କୁ ପ୍ରାପ୍ତ ହୋଇଥାଏ । ତେବେ ଏହି ପୂର୍ଣ୍ଣିମା ସୋମବାର ଦିନ ପଡିଛି ଆପଣଙ୍କୁ ଏହା ଜାଣି ଖୁସି ଅନୁଭବ ହବ ଯେ ଭୋଲେନାଥ ନିଜ ଦୁଇ ହାତ ଖୋଲି ନିଜ ଭକ୍ତ ମାନଙ୍କ ଉପରେ ଧନ ବର୍ଷା କରିବେ ଓ ଆଶୀର୍ବାଦ ମଧ୍ୟ ଦେବେ । ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ଏହି ପୂର୍ଣ୍ଣିମାରେ ୭୦ ବର୍ଷରେ ପ୍ରଥମ ଥର ଏତେ ବଡ ଚାନ୍ଦ ଊଇଁବାକୁ ଯାଉଛି ।

ତେବେ ଏହି ଦିନ ଯେଉଁ ମଣିଷ ବ୍ରତ କରିଥାଏ ଓ ଚନ୍ଦ୍ରମାଙ୍କୁ ଅର୍ଗ ଦେଇଥାଏ ସେହି ମଣିଷ ଜୀବନ ସବୁ ଅସୁବିଧା ଦୂର ହୋଇଥାଏ । ରହି ପୂର୍ଣ୍ଣିମାରେ ଚନ୍ଦ୍ର ଜ୍ଯୋତି ଯାହା ଉପରେ ପଡିବ ତା ମନରେ ସକାରାତ୍ମକ ଊର୍ଜା ସଂଚାର ହବ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଜୀବନ ସବୁଦିନ ପାଇଁ ବଦଳିବାକୁ ଯାଉଛି ।

Image Courtesy: Google

ଏହି ଦିନ ମାତା ଲକ୍ଷ୍ମୀଙ୍କ ଧ୍ୟାନ କରିବା ସହ ତାଙ୍କ ସ୍ତୁତି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଉଜ୍ଵଳ ହୋଇଥାଏ । କଥା ଅନୁଯାଇ କାର୍ତ୍ତିକ ମାସ ପୂର୍ଣ୍ଣିମାରେ ମାତା ଲକ୍ଷ୍ମୀଙ୍କ ନିବାସ ଓସ୍ତ ଗଛରେ ହୋଇଥାଏ ସେଥିପାଇଁ ଏହି ଦିନ ଓସ୍ତ ଗଛ ମୂଳରେ ଦୀପ ଜଳାଇ ମାଙ୍କୁ ଆରାଧନ ନିଶ୍ଚିନ୍ତ କରନ୍ତୁ । ଏହି ପୂର୍ଣ୍ଣିମା ୭୦ ବର୍ଷରେ ବହୁତ ବିଶେଷ ଏଥିପାଇଁ ମଧ୍ୟ ଅଛି କାହିଁକିନା ଏହି ଦିନ ଛାୟା ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ।

Image Courtesy: Google

ଏହା ଭାତର ପାଇଁ ଉପଛାୟା ଗ୍ରହଣ ରହିବ ସେଥିପାଇଁ ଏହାର ପ୍ରଭାବ ଭରତ ଉପରେ ଦେଖିବାକୁ ମିଳିବ ନାହିଁ । ତେବେ ଗ୍ରହଣ ଲାଗିବ ସେ ପ୍ରଭାବ ହେଉ ବା ନାହିଁ କିନ୍ତୁ ଗର୍ଭବତୀ ମହିଳାଙ୍କୁ ଘରୁ ବାହାରିବା ଉଚିତ ନୁହ ଓ ଚନ୍ଦ୍ରକୁ ମଧ୍ୟ ଦେଖନ୍ତୁ ନାହିଁ । ଏହି ରାଶି ଲୋକଙ୍କ ଜୀବନରେ ସବୁକିଛି ବଦଳିବାକୁ ଯାଉଛି, ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଆପଣଙ୍କ ଜୀବନରେ କୌଣସି ଧନ ବା ଶାରୀରିକ ଦୁଃଖ ହବ ନାହିଁ, ଆପଣଙ୍କୁ ରୋଜଗାର ପାଇଁ ନୂଆ ନୂଆ ରାସ୍ତା ଦେଖାଯିବେ ।

Image Courtesy: Google

ଆପଣଙ୍କ ଜୀବନରେ ଅଟକିଥିବା କାର୍ଯ୍ୟ ଆଜିଠାରୁ ବଦଳିଯିବ, ଆପଣ ନିଜ କାର୍ଯ୍ୟ ଦ୍ଵାରା ଏମିତି କିଛି କରିବେ ଯାହା ଆପଣଙ୍କ ପାଇଁ ଅସମ୍ଭବ ଥିଲା, ଆପାନ ନିଜ ପରିବାରକୁ ସବୁ ପ୍ରକାର ସୁଖ ଦେଇ ପାରିବେ ଆପଣଙ୍କ ଜୀବନ ସବୁଠାରୁ ସୁଖମୟ ସମୟ ଆଜି ଠାରୁ ଆରମ୍ଭ ହବ ।  ଯେଉଁ ରାଶିଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିଲୁ ତାଙ୍କ ନାମ ହେଉଛି ମେଷ, ମିଥୁନ, କନ୍ୟା ଓ ଧନୁ ରାଶି ।

Leave a Reply

Your email address will not be published. Required fields are marked *