୧୯ ବର୍ଷ ପରେ ଶିଲ୍ପା ସେଠୀ ଖୋଲିଲେ ଫିଲ୍ମ ଧଡକନର ଏହି ରାଜ, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆପଣ ମାନେ ଶିଳା ସେଠୀଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ତେବେ ଶିଲ୍ପା ସେଠୀ ଏମିତି ଗୋଟେ ଅଭିନେତ୍ରୀ ଅଟନ୍ତି ଯିଏ ୯୦ ଦଶକରେ ଚଳଚିତ୍ର ରାଣୀ ଥିଲେ ତାଙ୍କ ଅଭିନୟ ଓ ସୁନ୍ଦରତା ଦେଖି କେହି ବି ଆଘାତ ହୋଇଯିବ । ତେବେ ସେହି ସମୟରେ ଗୋଟେ ଫିଲ୍ମ ଆସିଥିଲା ଯାହା ନାମ ଥିଲା ଧଡକନ । ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ରୋଜଗାର ମଧ୍ୟ କରିଥିଲା କାହିଁକିନା ଏହି ଫିଲ୍ମରେ ଅକ୍ଷୟ କୁମାର, ଶିଲ୍ପା ସେଠୀ ଓ ସୂନୀଲ ସେଠୀ ଏକାଠି କାମ କରିଥିଲେ ।

ଆଜି ଆମେ ଆପଣଙ୍କୁ ଏହି ଫିଲ୍ମ ନିର୍ମାଣ ବେଳେ ହୋଇଥିବା ଏମିତି ଗୋଟେ କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଥିବେ । ଶିଲ୍ପା ସେଠୀ ଅକ୍ଷୟ କୁମାରକୁ ବହୁତ ପସନ୍ଦ କରୁଥିଲେ ଆପଣ ଏହି କଥା ବହୁତ ଭଲ ଭାବରେ ଜାଣିଥିବେ କାହିଁକିନା ସେହି ସମୟରେ ଏହି ଖବର ବହୁତ ଚର୍ଚା ବିଷୟ ମଧ୍ୟ ହୋଇଥିଲା ।

Image Courtesy: Google

ଲୋକଙ୍କ କହିବା ଅନୁଯାଇ ତାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଥିଲା କିନ୍ତୁ ଅକ୍ଷୟ କୁମାର କେବେ ଏହି ବାବଦରେ ନିଜ ପାଟି ଖୋଲିଲେ ନାହିଁ ତାଙ୍କୁ ଚୁପ ଦେଖି ଶିଲ୍ପା ମଧ୍ୟ ପଛେଇ ଯାଇଥିଲେ । ଫିଲ୍ମ ଧଡକନ ସମୟରେ ଦୁହିଙ୍କ ମଧ୍ୟରେ ଅଲଗା ପ୍ରକାର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ଯାହା ସାଙ୍ଗ ଠାରୁ ଅଧିକ ଥିଲା ।

Image Courtesy: Google

ଖବର ଅନୁଯାଇ ଏହି ଫିଲ୍ମ ଗୀତ ଶୁଟିଙ୍ଗ ସମୟରେ ଅକ୍ଷୟ ଓ ଶିଳ୍ପାଙ୍କ ମଧ୍ୟରେ ଏମିତି କିଛି ହୋଇଥିଲା ଯାହା ପରେ ଶିଲ୍ପା କିଛି ଅସହଜ ହୋଇଥିଲେ । ତେବେ ଏହି ଫିଲ୍ମ ପୂର୍ବରୁ ଓ ପରେ ଶିଲ୍ପା ଅକ୍ଷୟ ସହ ବହୁତ କାମ କଲେ କିନ୍ତୁ ଅକ୍ଷୟ ବିବାହ ଟ୍ଵିଙ୍କାଲ ସହ କଲେ ଯାହା ଶିଳ୍ପାଙ୍କୁ ବହୁତ ଖରାପ ଲାଗିଥିଲା ଓ ସେ ମଧ୍ୟ କହିଥିଲେ ଯେ ମତେ ଚଳଚିତ୍ର ପାଇଁ ପସନ୍ଦ କରା ଯାଉଥିଲା ବିବାହ ପାଇଁ ଆଉ କେହି ପସନ୍ଦ ଥିଲା ।

Image Courtesy: Google

ତେବେ ସେହି ଦିନୁ ଆଜି ପର୍ଯ୍ୟନ୍ତ ଶିଲ୍ପା କେବେ ଅକ୍ଷୟ ବିଷୟରେ କିଛି କହିଲେ ନାହିଁ । ଏହି ଫିଲ୍ମ ନିର୍ମାଣ ସମୟରେ ସୁନୀଲ ସେଠୀ ଅନ୍ୟ ଚଳଚିତ୍ରରେ କାମ କରିଥିଲେ କିନ୍ତୁ ଯେହେତୁ ସେ ଅଧା ଶୁଟିଙ୍ଗ କରିଥିଲେ ଡାଇରେକ୍ଟର ତାଙ୍କ ପାଇଁ ଅପେକ୍ଷା କଲେ ଯାହା ପରେ ଶୁଟିଙ୍ଗ ବହୁତ ଲେଟ ହୋଇଥିଲା କିନ୍ତୁ ଚଳଚିତ୍ର ସୁପର ହିଟ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *