ଫିଲ୍ମ ‘Koi… Mil Gaya’ ର ଛୋଟ ସରଦାର ଏବେ ହୋଇଛନ୍ତି ବହୁତ Smart ଓ Handsome

ଆପଣ ଜାଣିଥିବେ ବଲ୍ଲୀଉଡରେ ବହୁତ ବଡ ବଡ କଳାକାର ମାନେ ଆସିଥାନ୍ତି । କିଛି ଅଭିନେତା କେବେ ଆସିଥାନ୍ତି କେବେ ପଳାନ୍ତି ଜଣା ପଡିନଥାଏ । କିଛି ଅଭିନେତା ଏମିତି ହୋଇଥାନ୍ତି ନିଜ ଅଭିନୟ ଜରିଆରେ ଗୋଟେ ପରିଚୟ ଦେଇଥାନ୍ତି । ନିଜ ଅଭିନୟରେ ସେହି କଳାକାର ମାନେ ସମସ୍ତଙ୍କ ହୃଦୟରେ ନିଜର ଖାସ ପରିଚୟ ବନେଇ ଥାନ୍ତି । ଆମେ ଆଲୋଚନା କରିବା ଜଣେ ବାଳ କଳାକାରଙ୍କର । ଯିଏ ଫିଲ୍ମ କୋଇ ମିଲିଗୟାରେ ବହୁତ ଗୁରୁତ୍ବପୂର୍ଣ ଭୂମିକା ନିଭାଇ ଥିଲେ । ଏହି ଫିଲ୍ମରେ ଗୋଟେ ଛୋଟ ସରଦାର ଥିଲେ । ଯାହାର ନାମ ବିଟୁ ସରଦାର ଥିଲା । ୮ ଅଗଷ୍ଟ ୨୦୦୩ ରେ କୋଇ ମିଲ ଗୟା ଫିଲ୍ମ ରିଲିଜ ହୋଇଥିଲା ।

ଆଜି ଏହି ଫିଲ୍ମର ସବୁ ବାଲ କଳାକାର ବଡ ହୋଇଗଲେଣି । ଆମେ କଥା କହୁଛୁ ବିଟୁ ସରଦାରଙ୍କର । ଯଦି ଏହି ଫିଲ୍ମ ଆପଣଙ୍କୁ ଭଲ ଲାଗିଛିତ ଏହାକୁ ଲାଇକ କରନ୍ତୁ । ଏହି ଫିଲ୍ମରେ ବିତୁ ସରଦାର ଯେଉଁ ଭୂମିକା ନିଭାଇ ଥିଲେ । ଏହା ଲୋକଙ୍କ ମନରେ ଅଲଗା ପରିଚୟ ବନାଇଛନ୍ତି । ଆଉ ଲୋକମାନେ ତାଙ୍କ ଅଭିନୟକୁ ଖୁବ ପସନ୍ଦ ମଧ୍ୟ କରିଥିଲେ ।

ଏହି ବିଟୁ ଚରିତ୍ର ନିଭାଇଥିବା ପିଲାର ଅସଲି ନାମ ହେଉଛି ଅନୁଜ ପଣ୍ଡିତ ଶର୍ମା ଅଟେ । ଅନୁଜ ପଣ୍ଡିତ ଶର୍ମା ଜଣେ ଅଭିନେତା ଅଟନ୍ତି । ସେ ଏବେ ବହୁତ ବଡ ହୋଇଗଲେଣି ଆଉ ବହୁତ ବଡବଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏହା ଛଡା ଅନୁଜ ମଧ୍ୟ ବହୁତ ଟିଭି ସିରିୟଲରେ ମଧ୍ୟ କାମ କରିଛନ୍ତି ।

ଅନୁଜ ଏବେ ବହୁତ ହ୍ୟାଣ୍ଡସମ ଓ ସ୍ମାର୍ଟ, ଗୁଡ ଲୁକିଙ୍ଗ ହୋଇଗଲେଣି । ଅନୁଜ ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ମଧ୍ୟ ରହୁଛନ୍ତି । ଏହା କାରଣ ଅଟେକି ତାଙ୍କର ଫ୍ୟାନ ଫୋଲ୍ଲୋଇଙ୍ଗ ଲଗାତର ବଢିବାରେ ଲାଗିଛି । କଣ ଆପଣ ଅନୁଜ ପଣ୍ଡିତକୁ ଫିଲ୍ମରେ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣ କମେଣ୍ଟ ଓ ଲାଇକ ମାଧ୍ୟମରେ ନିଶ୍ଚିତ କହିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *