ଘରର ଅଟାରେ ଚୁପଚାପ ମିଶାଇ ଦିଅନ୍ତୁ ଏହି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର- Vastu Tips

ବହୁତ ପରିବାରରେ ଲୋକ ସବୁବେଳେ କହିଥାନ୍ତି ଘରର ସଦସ୍ୟ ଯେତିକି କମେଇଥାନ୍ତି । ସେତିକିରେ କେବେ ପୁରା ହୋଇନଥାଏ, ଏତେ କମେଇବା ପରେ ମଧ୍ୟ ତାଙ୍କୁ ଗରିବୀ ଜୀବନ ବ୍ଯତୀତ କରିବାକୁ ପଡିଥାଏ ।  ଆଜି ଆମେ ଗୋଟେ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କ ଏହି ଅଭିଯୋଗ ଦୂର ହୋଇଯିବ । ଆମେ ତୁଲସୀର ଏମିତି ଗୋଟେ ରାମ ବାଣ ଉପାୟ ବତେଇବୁ ଯାହାକୁ କରିବା ପରେ କେବେ ଆପଣଙ୍କୁ କୌଣସି ଆର୍ଥିକ ସ୍ଥିତି ଭୋଗ କରିବାକୁ  ପଡିବ ନାହିଁ । ଏହି ଉପାୟ କରିବା ଦ୍ଵାରା ଅଚାନକ ଧନର ପ୍ରାପ୍ତି ହୋଇଥାଏ ଆଉ କେବେବି ଧନର କମି ହୋଇନଥାଏ । ଆଉ ଏହି ରାମ ବାଣ ଭଳି କାମ ଦିଏ, ଏଥିରେ ଆର୍ଥିକ ଅବସ୍ତା ମଧ୍ୟ ସୁଧୁରି ଯାଏ ।

ଏହି ଉପାୟକୁ କରିବା ଯେତିକି ସହଜ ହୋଇଥାଏ, ଏହାର ଅସର ମଧ୍ୟ ସେତିକି ତେଜରେ ହୋଇଥାଏ ।  ଏହାଛଡା ଏହି ଉପାୟ ଆର୍ଥିକ ଅସୁବିଧା ଦୂର କରିବା ସହିତ ପରିବାବରେ ହେଉଥିବା ଝଗଡା ମଧ୍ୟ ଏହା ଦୂର କରିଥାଏ । ଆସନ୍ତୁ ଜାଣିବା ଏହି ଚମତ୍କାରୀ ଉପାୟ କଣ ଅଟେ । ଏହି ଉପାୟ ଅନୁସାରେ ଶନିବାରକୁ ଅଟା ପେଷିବାକୁ ଜୀବ ସମୟରେ ଗହମରେ ଅଳ୍ପ କଳା ଚନା , ୧୧ ଟି ତୁଲସୀ ପତ୍ର,ଆଉ ଦୁଇଟି କେସର ଦାନ ମିଶାଇ ଦିଅନ୍ତୁ ।

ପୁଣି ତାକୁ ବାକି ଗହମରେ ମିଶାଇ ପେଶୀ ଦିଅନ୍ତୁ । ଏହା ଛଡା ଆପଣ ଅଟା ପେଷିବାକୁ ଶନିବାର ଦିନ ହିଁ ଯିବେ । ଏହି ଉପାୟର ଅସର ଆପଣଙ୍କୁ ବହୁତ ଜଲ୍ଦି ଦେଖାଦେବ ।ଶନିବାର ଦିନ ଏହି ଅଟାରେ ରୁଟି ବନେଇ ସେଥିରେ ସୋରିଷ ତେଲ ଲଗାଇ କୁକୁରକୁ ଖାଇବାକୁ ଦେଲେ ମଧ୍ୟ ବହୁତ ଲାଭ ହୋଇଥାଏ ଆଉ ଧନର ବୃଦ୍ଧି ମଧ୍ୟ ହୋଇଥାଏ ।

ତୁଲସୀ ଗଛରେ ସବୁବେଳେ ସକଳ ଓ ସନ୍ଧ୍ୟାରେ ଦୀପ ଜଳାଇବା ଦ୍ଵାରା  ମଧ୍ୟ ବ୍ଯକ୍ତିର ମନୋକାମନା ପୁରା ହୋଇଥାଏ । ଏହାଛଡା ଶନିବାର ଦିନ ବର ଗଛ ପାଖରେ ଦେଶୀ ଘିଅର ଦୀପକ ଜଳାଇବା ଦ୍ଵାରା ବ୍ଯକ୍ତିର ସବୁ ଇଛା ପୁରା ହୋଇଥାଏ । ଏହି ଛୋଟ ଉପାୟ ଦ୍ଵାରା ଅଚାନକ ଧନର ପ୍ରାପ୍ତି ହେବ । ଘରେ ହେଉଥିବା ସବୁ ପ୍ରକାର ଝଗଡର ମଧ୍ୟ ସମାଧାନ ହୋଇବ । ଏଥିରେ ଧନ ପ୍ରାପ୍ତିର ମଧ୍ୟ ବହୁତ ସୁଯୋଗ ରହିଛି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *